Browsing Category

ଆଞ୍ଚଳିକ

ଭିଜୟୱାଡା ରୁ ଭବାନୀପାଟଣା ଆସୁଥିବା ବସ ଦୁର୍ଘଟଣା : ୫ମୃତ ୩୦ଆହତ…

ମାଲକାନଗିରି : ଆନ୍ଧ୍ର-ଓଡ଼ିଶା ସୀମାନ୍ତ ବଡୁଗୁଡାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ଓଲଟି ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଭଦ୍ରାଚଳମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତକ ଓଡ଼ିଶାର ହୋଇଥିବା…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ବାରା ବିଶ୍ଵ ଶିଶୁ ଶ୍ରମିକ ନୀରୋଧ ଦିବସ ପାଳିତ…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ବାରା ଆୟୋଜିତ ବିଶ୍ଵ ଶିଶୁ ଶ୍ରମିକ ନୀରୋଧ ଦିବସ ଫୁଲବାଣୀ ନଗରସ୍ଥ ଗୁଦାରି ନିକଟ ସାଧନ ଅନୁଷ୍ଠାନ ଠାରେ ପାଳିତ ହୋଇଯାଇଛି।ଏହି ଉତ୍ସବର ସ୍ବାଗତ ଭାଷଣରେ ସମାଜସେବୀ ତଥା ପି.ଏଲ.ଭି ମେମ୍ବର ନିରଞ୍ଜନ ପାଣ୍ଡେ ବିଶ୍ବ ଶିଶୁ…

ଉପାନ୍ତରେ କୋଟିଆ ଆଦିବାସୀ ସମାଜର ପ୍ରତିଷ୍ଠା ଦିବସ ପାଳିତ…

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଉପାନ୍ତ ବଡ଼ପଦର ପଞ୍ଚାୟତ ଅନ୍ତର୍ଭୁକ୍ତ ପଳାସପଦର ଗ୍ରାମ ଠାରେ କୋଟିଆ ଆଦିବାସୀ ବିକାଶ ପରିଷଦ ମାଲକାନଗିରି ତରଫରୁ କୋଟିଆ ସମାଜର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା l ଏଥି 'ସହିତ କମିଟିର କାର୍ଯ୍ୟକlଳ ତିନି ବର୍ଷ ପୂରଣ…

ଓରମାସ ପକ୍ଷରୁ ପଞ୍ଚାୟତ ସ୍ତରରେ ମହିଳା ଉତ୍ପାଦିକା ଗୋଷ୍ଠିଙ୍କ ତାଲିମ ଶିବିର

ଦାରିଙ୍ଗବାଡ଼ି, (୧୨/୬) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ୮ଗୋଟି ଗ୍ରାମ ପଞ୍ଚାୟତ ରେ ରହିଥିବା ସମସ୍ତ ମହିଳା ସଂଘର ଉତ୍ପାଦିକା ଗୋଷ୍ଠିର ସମସ୍ତ ସଦସ୍ୟାଙ୍କ ପାଇଁ ପଞ୍ଚାୟତ ସ୍ତରରେ ତାଲିମ କାର୍ଯ୍ୟକ୍ରମ ଜିଲା ଓରମାସ ପକ୍ଷରୁ ଚାଲୁ ରହିଥିବା…

ରଣପୁର : ବିଜେଡ଼ି ତରଫରୁ ଗୋପାଳପୁର ଜୋନର ବନ୍ଧୁ ମିଳନ ଏବଂ ସମ୍ୱର୍ଦ୍ଧନା ଉତ୍ସବ

ରଣପୁର : ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳ ତରଫରୁ ଗୋପାଳପୁର ଜୋନର କାର୍ଯ୍ୟକର୍ତ୍ତା ଓ ଜନ ପ୍ରତିନିଧିମାନଙ୍କୁ ନେଇ "ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ନବନିର୍ବାଚିତ ପ୍ରତିନିଧି ମାନଙ୍କୁ ସମ୍ୱର୍ଦ୍ଧନା ଉତ୍ସବ" ଗୋପଳପୁର ଜୋନ ଅନ୍ତର୍ଗତ ଚମ୍ପାପେଡି…

ମଣ୍ଡଳ ସମ୍ପାଦକଙ୍କ ମାତୃବିୟୋଗ, ଅଞ୍ଚଳରେ ଶୋକର ଛାୟା

ଦାରିଙ୍ଗବାଡି, (୧୨/୦୬) : ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ବିଜେପି ମଣ୍ଡଳ ସମ୍ପାଦକ ଗଣେଷ ଡାକୁଆଙ୍କ ମା ପୂର୍ଣବାସୀ ଡାକୁଆ(୬୩) ବର୍ଷ ବୟସରେ ସ୍ୱାମୀ ପୁରେନ୍ଦ୍ର ଡାକୁଆଙ୍କ ଉପସ୍ଥିତିରେ ମୃତ୍ୟୁ ବରଣ କରିଛନ୍ତି। ଶନିବାର ରାତ୍ର ୧୧ଘଣ୍ଟିକା ସମୟରେ ଛାତି ଯନ୍ତ୍ରଣା ହେବା ସହିତ…

ଶିଶୁ ସୁରକ୍ଷା କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଛତ୍ରପୁର : ଶିଶୁ ସୁରକ୍ଷା କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ଏଥିସହ ଏନେଇ ଗଣମାଧ୍ୟମର ଗୁରୁ ଦାୟିତ୍ୱ ମଧ୍ୟ ରହିଛି । ରବିବାର ଛତ୍ରପୁର ସ୍ଥିତ ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପାଠାଗାରରେ ଭାଇ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କର୍ମଶାଳାରେ…

ନନ୍ଦାହାଣ୍ଡିରେ ଗ୍ରାମାଞ୍ଚଳ ଗରିବ କଲ୍ୟାଣ ସମାବେଶ

ନବରଙ୍ଗପୁର : ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ପାଳିର ତୃତୀୟ ବର୍ଷ ଶାସନର ସେବା, ସୁଶାସନ ଓ ଗରିବ କଲ୍ୟାଣ ପକ୍ଷର ଜନ ସମ୍ପର୍କ ଯାତ୍ରା ମେ ୩୧ ତାରିଖ ଠାରୁ ଜୁନ ୧୬ ତାରିଖ ପର୍ଯ୍ୟନ୍ତ ପାଳନ ଅବସରରେ ଆଜି ୧୨ ତାରିଖ ଗ୍ରାମାଞ୍ଚଳ ଗରିବ କଲ୍ୟାଣ ସମାବେଶ,…

ସୁନ୍ଦରମାଧବ ବେଦ କର୍ମକାଣ୍ଡ ଵିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ହିଞ୍ଜିଳିକାଟୁ (୧୨।୬) : ହିଞ୍ଜିଳିକାଟୁ ମହର୍ଷି ଵେଦଵ୍ୟାସ ସାଂସ୍କୃତିକ ବିଦ୍ୟା ପରିଷଦ ୱାଲଫେର ଟ୍ରଷ୍ଟ ତରଫରୁ ପରିଚାଳିତ ସୁନ୍ଦର ମାଧବ ବେଦକର୍ମକାଣ୍ଡ ଵିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ରବିଵାର ହିଞ୍ଜିଳିକଟୁ ପୌରପାଳିକା ଅନ୍ତର୍ଗତ ପିରାମଚନ୍ଦ୍ରପୁର ସ୍ଥିତ ନବ ନିର୍ମିତ…

ଶିଶୁ ଶ୍ରମ ମୁକ୍ତ ଗଞ୍ଜାମ ପାଇଁ ପ୍ରୟାଶ…

ବ୍ରହ୍ମପୁର :, ଓଡିଶା ଶିଶୁ ଶ୍ରମ ମୁକ୍ତ ସମାଜ ଗଠନ ପ୍ରୟାସରେ ଆନ୍ତର୍ଜାତୀକ ଶିଶୁ ଶ୍ରମ ନିରୋଧି ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଆଇଏସଆରଡି- ଚାଇଲ୍ଡଲାଇନର ମିଳିତ ଉଦ୍ୟମରେ ପ୍ରତ୍ୟେକ ଶିଶୁ ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ଶିଶୁ ଶ୍ରମରୁ ମୁକ୍ତ ହୋଇ ଶୈଶବ ବୟସରେ ନିଜର…