Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମହାବିଦ୍ୟାଳୟ କର୍ମଚାରୀଙ୍କ ସପ୍ତମ ବେତନ କମିଶନ ଲାଗୁ ପ୍ରକ୍ରିୟାର ପୁନଃ ବିଚାର କରିବାକୁ ଦାବି
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଠାରେ ରବିବାର ଦିନ ୪୮୮ଓ ୬୬୨ ବର୍ଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ରାଜ୍ୟ ସରକାରଙ୍କର ସପ୍ତମ ବେତନ କମିଶନ!-->…
ରାଜ୍ୟସ୍ତରରେ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ ହେଲେ ମାଲ୍ୟବନ୍ତଗିରିର ୪ଶିକ୍ଷକ
ମାଲକାନଗିରି (୫/୬) : ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ମାଲକାନଗିରି ଜିଲ୍ଲାର ୪ଜଣ ଶିକ୍ଷକଙ୍କୁ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରଯାଇଛି। ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ!-->!-->!-->…
ସବସିଡି ମିନିପାୱାର ଟିଲର ପ୍ରଦାନ କଲେ ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ
ଚିତ୍ରକୋଣ୍ଡା (୫/୬) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବି.ଡ଼ି.ଓ. ଶ୍ରୀ ରଘୁନାଥ ମୁଣ୍ଡାରୀ ସ୍ୱାଭିମାନ ଅଞ୍ଚଳର ଦୁଇ ପଞ୍ଚାୟତ ରାଲେଗାଡା ଓ ଧୂଳିପୁଟ ଗ୍ରାମ ପଞ୍ଚାୟତର ୧୩ ଜଣ ଚାଷୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ କୃଷି କ୍ଷେତ୍ରରେ ବିକଶିତ ହୋଇଥିବା ଏହି ଅତ୍ୟାଧୁନିକ ଯନ୍ତ୍ରପାତି!-->!-->!-->…
ହିଞ୍ଜିଳିକାଟୁରେ ଶିତଳଷଷ୍ଠୀ ଯାତ୍ରା ଉଦ୍ଯାପିତ
ହିଞ୍ଜିଳିକାଟୁ (୫।୬) : ହିଞ୍ଜିଳିକାଟୁ ଓ ଆଖପାଖ ଅଞ୍ଚଳର ଵିଭିନ୍ନ ଶୈବପୀଠରେ ଦୁଇ ଦିନ ଧରି ଚାଲିଥିବା ଶିବ, ପାର୍ବତୀ ବିବାହ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ହିଞ୍ଜିଳିକାଟୁ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ଵର ମନ୍ଦିର ପରିସରରେ ଦେବ ଦମ୍ପତି ମହାଦେବ ଓ ମାତା ପାର୍ବତୀ!-->…
ଏସପିସିବି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
ରାଉରକେଲା(୫/୬) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆରଏସପିର ସିପିଟିଆଇ ଅଡିଟୋରିୟମ୍ଠାରେ ଆଜି ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆରଏସପିର ଇଡି (ୱାର୍କ୍ସ) ଏସ.ଆର. ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।!-->…
ସରକାରଙ୍କ ବସୁଧା ଯୋଜନା ଫେଲ : ଜଳକଷ୍ଟ ଯୋଗୁଁ ଲୋକେ ପିଉଛନ୍ତି ଗୋଳିଆ ପାଣି
ବାଲିଗୁଡା : ସରକାରଙ୍କ ବସୁଧା ଯୋଜନା ଫେଲ୍ । ଗ୍ରାମବାସୀଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ । ଦୂଷିତ ଚୂଆ ପାଣି ମେଣ୍ଟାଉଛି ଗ୍ରାମବାସୀଙ୍କ ତୃଷ୍ଣା । ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ନିଜ ବ୍ଲକ୍ କ.ନୂଆଗାଁ ବ୍ଲକ ଅନ୍ତର୍ଗତ!-->…
କଳା ମନ୍ଦିରର ନୂତନ କମିଟି ଗଠନ
ହିଞ୍ଜିଳିକାଟୁ, (୫।୬) : ହିଞ୍ଜିଳିକାଟୁ ଶ୍ରୀ ଲକ୍ଷ୍ମୀ ନୃସିଂହ କଳା ମନ୍ଦିରର ସାଧାରଣ ବୈଠକ ରବିବାର କଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସାଧାରଣ ବୈଠକରେ ନୂତନ କାର୍ଯ୍ୟ କାରିଣୀ କମିଟି ଗଠନ ହୋଇଥିଲା । ବରିଷ୍ଠ ଆଇନଜୀବୀ ନୃସିଂହ ପ୍ରସାଦ ପଟ୍ଟନାୟକଙ୍କୁ ସର୍ବ ସମ୍ମତ!-->…
ଲୁଟିଲେ ମନ୍ଦିର ହୁଣ୍ଡି, ଚବିଶି ଘଣ୍ଟା ବିତିଯାଇଥିଲେ ମଧ୍ୟ ଟେର ପାଉନି ପୋଲିସ
ଚିକିଟି : ଗଂଜାମ ଜିଲ୍ଲା ଅନ୍ତର୍ଗତ ଚିକିଟି ଫାଣ୍ଡି ଅଧିନସ୍ତ ମେଟାଗାଁ ହନୁମାନ ମନ୍ଦିରର ହୁଣ୍ଡି ତାଡି ଲୁଟିବାରେ ଚୋରମାନେ ସକ୍ଷମ ହୋଇଥିଲେ l ସୂଚନା ପ୍ରକାରେ ଗତ ଶୁକ୍ରବାର ମଧ୍ୟ ରାତିରେ ଚୋର ମାନେ ମେଟାଗାଁ ମନ୍ଦିରର କବାଟ ଭାଙ୍ଗି ଦାନ ହୁଣ୍ଡିକୁ ଉଠାଇ ନେଇ ଭାଙ୍ଗି ଲୁଟି ଭଙ୍ଗା!-->…
ବିଶ୍ୱ ପରିବେଶ ଦିବସ ରେ ସବୁଜ ବିପ୍ଳବ ପାଇଁ ଆହ୍ୱାନ
ଚିକିଟି : ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନୁକୂଲ୍ୟ ରେ ଗଡ଼ ରାଜଲକ୍ଷ୍ମୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମ ଜିତ ସାହୁ ଙ୍କ ନେତୃତ୍ୱରେ ବିଭିନ୍ନ ପ୍ରଜାତି ର ବୃକ୍ଷ ରୋପଣ କରି ଅସନ୍ତୁଳନ ପ୍ରାକୃତିକ!-->…
ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ହିଞ୍ଜିଳିକାଟୁ (୫।୬) : ବିଶ୍ଵ ପରିବେଶ ଦିବସ ଅବସରରେ ହିଞ୍ଜିଳିକାଟୁ ସରକାରୀ ଵୃନ୍ଦାବନ ବିଦ୍ୟାଳୟରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ରବିବାର ପୂର୍ବାହ୍ନରେ ଵିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ!-->…