Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବାତ୍ୟା “ଆସୀନ” ନେଇ ବ୍ଳକସ୍ତରୀୟ ପ୍ରସ୍ତୁତି ବୈଠକ
ଦାରିଙ୍ଗବାଡ଼ି,୫/୫ : ଦାରିଙ୍ଗବାଡ଼ି ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ବାତ୍ୟା ସମୟରେ କେଉଁ ବିଭାଗ କିଭଳି ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବେ ସେସମ୍ପର୍କରେ ବ୍ଲକ ସଭା ଗୃହରେ ଆଲୋଚନା କରାଯାଇଛି । ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ତହସିଲଦାର ଚାରଲସ ନାୟକ, ବିଇଓ ରସାନନ୍ଦ!-->!-->!-->…
ଗଞ୍ଜାମ ଜିଲ୍ଲାପରିଷଦ ବୈଠକରେ ବିଧାୟିକା ଲତିକା ପ୍ରଧାନଙ୍କ ଉଦବେଗ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ନୂତନ ଭାବେ ଗଠିତ ନବନିର୍ବାଚିତ ଜିଲ୍ଲାପରିଷଦ ବର୍ଗଙ୍କ ଦ୍ଵାରା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଦ୍ଭାବ ଅସୁବିଧା ସମ୍ପର୍କରେ ପ୍ରଶାସନ କୁ ଦୃଷ୍ଟି କୁ ଅଣାଯାଇଥିଲା । ଏଦିଗରେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର!-->…
୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରି ଅଫିସ୍ ଘେରାଉ ଚେତାବନୀ ଦେଲେ ବସ୍ତି ବାସିନ୍ଦା…
ବାଲିମେଳା:ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜି ୮ନଂ ୱାର୍ଡ଼ ର ଦୁର୍ଗା ସାହି ବସ୍ତିରୁ କିଛି ବସ୍ତି ବାସିନ୍ଦା ଏନ୍.ଏ.ସି. ଅଧ୍ୟକ୍ଷଙ୍କ ଉପସ୍ଥିତିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୬ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।!-->!-->!-->…
ଆଜି ଠାରୁ ଆରମ୍ଭ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ ଶତାଧିକ ଲୋକଙ୍କ ଭିଡ଼
ଫୁଲବାଣୀ : ଫୁଲବାଣୀର ଆରାଧ୍ୟା ଦେବୀ ମା ନାରାୟଣୀଙ୍କ ସମେତ ପଂଚ ଠାକୁରାଣୀଙ୍କ ଯାତ୍ରା ଆଜି ଶୁଭାରମ୍ଭ ହୋଇଛି। ପ୍ରଥମ ଦିନ ଠାକୁରାଣୀ ମାନଙ୍କୁ ରିତିନୀତି ଅନୁସାରେ ପୂଜାକମାନେ ପୂଜା ଅର୍ଚ୍ଚନା କରାଯାଇଥିଲେ ତତ ସହିତ ଠାକୁରାଣୀ ଯାତ୍ରାର ଅସ୍ଥାୟୀ ମଣ୍ଡପରେ ସୁସଜ୍ଜିତ କରାଯାଇଛି।!-->!-->!-->…
ବନ୍ଦ ଓ ମିଶ୍ରଣନୀତି ବାତିଲ କରି ଅବିଳମ୍ବେ ସରକାରୀ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନାମଲେଖା ଆରମ୍ଭ କରିବା ଦାବିରେ…
ଛତ୍ରପୁର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦ କରାଯାଇଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ଅବଲମ୍ୱେ ଖୋଲିବା ଦାବିରେ ଆଜି ଦିଗପହଣ୍ଡି ବ୍ଲକର ନୂଆଁ ଘନସିଂ, ଗୋବରବାଲସା ଏବଂ ବିଜୟ ନଗର ଗତ, ପୁରୁଷୋତ୍ତମପୁର ବ୍ଲକର ଢ଼େପ ଅନ୍ତରିଗାଁ, ଶେରରଗଡ଼ ବ୍ଲକର କମଳାଦେଇପୁର ଆଦି ଗ୍ରାମରେ!-->…
ସ୍ୱାଭିମାନ ଅଞ୍ଚଳ ପାଇଁ ଆରମ୍ଭ ହେଲା ବିକଳ୍ପ ଭେକସିନ ବିତରଣ ସେବାର ଶୁଭାରମ୍ଭ…
ଚିତ୍ରକୋଣ୍ଡା: ଦୀର୍ଘ ଦିନ ଧରି ସାରା ରାଜ୍ୟରେ ବିକଳ୍ପ ଭେକସିନ ବିତରଣ ସେବା କାର୍ଯ୍ୟକାରୀ ହୋଇ ଆସୁଥିଲେ ମଧ୍ୟ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ରାସ୍ତାଘାଟ ସମସ୍ୟା ଯୋଗୁ ସ୍ୱାଭିମାନ ଅଞ୍ଚଳର ପଣଷପୁଟ ଏବଂ ଜାନବାଇ ସେକ୍ଟର ନିମନ୍ତେ ଉକ୍ତ କାର୍ଯ୍ୟକ୍ରମ ସଂଗଠିତ ହୋଇ ପାରୁନଥିଲା l!-->…
ବିଦ୍ୟୁତର ଲୁଚକାଳୀ ଖେଳ : ସରକାରୀ ନିୟମ କୁ ଫୁ..!ହନ୍ତସନ୍ତ ଛାତ୍ରଛାତ୍ରୀ ଓ ଜନସାଧାରଣ…
ଦାରିଙ୍ଗବାଡ଼ି : ବିଦ୍ୟୁତ ବିଭାଗର ମନମାନି ଯୋଗୁଁ ଗ୍ରାମାଞ୍ଚଳର ଜନସାଧାରଣ ଅଧିକାଂଶ ସମୟ ଅନ୍ଧାରରେ ରହୁଥିବା ବେଳେ ଏବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ମଧ୍ୟ ଅନ୍ଧକାର ଆଡକୁ ମାଡି ଯାଉଛି । ବର୍ତମାନ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା ଚାଲୁ ରହିଥିବା ବେଳେ ସଠିକ ଭାବେ ବିଦ୍ୟୁତ ରହୁନଥିବା!-->!-->!-->…
କନ୍ଧମାଳ : ଜିଲ୍ଲା ପରିଷଦର ପ୍ରଥମ ଅଧିବେଶନ ଅନୁଷ୍ଠିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ପରିଷଦର ପ୍ରଥମ ଅଧିବେଶନ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର ମାନନୀୟା ସଭାପତି ସୁଶ୍ରୀ ନନ୍ଦିନୀ ମଲିକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଜନ ପ୍ରତିନିଧୁମାନଙ୍କର ପ୍ରତ୍ୟେକ!-->!-->!-->…
ହିଞ୍ଜିଳିକାଟୁ ମୁନିସୀପାଲଟିର ଗୃହ ପ୍ରବେଶ କାର୍ଯ୍ୟକ୍ରମ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ନିମନ୍ତେ ପ୍ରଦାନ କରାଯାଇଥିବା ଗୃହ ପ୍ରବେଶ କାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥ୍ ଭାବେ!-->!-->!-->…
ମଦ ପିଇ ବେପାରୁଆ ମଟର ସାଇକେଲ ଆକ୍ସିଡେଣ୍ଟ : ଚାଳକ ଗୁରୁତର…
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ଟିମନପୁର ପଞ୍ଚୟେତର ବାଲିବେଡା ଛକ ଠାରେ ଦିନ ଅପରାନ୍ୟ 2ଟା ବେଳେ OD 24H 0901ଏକ ହିରୋ ହୋଣ୍ଡା ମଟର ସାଇକେଲ ଏକ୍ସଛିଡେଣ୍ଟରେ ଦୁଇ ଜଣ ଗୁରୁତର ଆହତ ହେଇଛନ୍ତି, ଆହତ ଲୋକଙ୍କୁ ଘର ଗୋନା ପଞ୍ଚୟେତର ଶୋଭାପାଡ଼ା, ବୁଡ଼ରାପାରାର!-->!-->!-->!-->!-->!-->!-->…