Browsing Category

ଆଞ୍ଚଳିକ

ସଟ୍‌ ସର୍କିଟରେ ନିଆଁ ଲାଗି ବହୁ ଜିନିଷ ପୋଡି ନଷ୍ଟ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୂଜାରୀ ସାହିରେ ପ୍ରଫୁଲ ଦାଶ ଙ୍କ ଘରେ ଭଡା ରହୁଥିବା ଜଣେ ଶିକ୍ଷକ ଘରେ ସଟ୍‌ ସର୍କିଟରେ ନିଆଁ ଲାଗି ବହୁ ଜିନିଷ ପୋଡି ନଷ୍ଟ ହୋଇଯାଇଛି | ଭଡାରେ ରହୁଥିବା ଶିକ୍ଷକ ଜଣକ ଅନୁପସ୍ଥିତ ଥିବା ଯୋଗୁଁ ଘର ତାଲା ଝୁଲୁ ଥିଲା l ଘର ଭିତରୁ ଧୂଆଁ ବାହାରୁ…

କନ୍ଧମାଳ : ଖଜୁରୀପଡ଼ା ଠାରେ ଡାକମେଳା ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଡାକମଣ୍ଡଳ ତରଫରୁ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଖଜୁରୀପଡ଼ା ବ୍ଲକ ଠାରେ ଏକ ଡାକମେଳା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଫୁଲବାଣୀ ଡିଭିଜନର ଏଏସପି ସୁଧାଂଶୁ ଶେଖର ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଫୁଲବାଣୀ…

ଯୁବ ନେତା ରଘୁପତି କହଁର ନିର୍ଦୋଷରେ ଖଲାସ…

ଫୁଲବାଣୀ:- ଏକ ଗଞ୍ଜେଇ ଚାଲାଣ ମାମଲା ରେ ଅବକାରୀ ବିଭାଗ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଜଣାଶୁଣା ଯୁବନେତା ରଘୁପତି କହଁରଙ୍କୁ ଗୁରୁବାର ଅଦାଲତ ନିଘୋଷରେ ଖଲାସ କରିଛନ୍ତି ସୂଚନା ଅନୁସାରେ ଗତ ୧୧।୧୧।୨୦୨୧ ତାରିଖ ଦିନ ଫୁଲବାଣୀ ଅବକାରୀ…

ଲାଞ୍ଜିଆ ବିଦ୍ୟାଳୟରେ ” ପ୍ରବେଶ ଉତ୍ସବ ” ପାଳିତ…

ବ୍ରହ୍ମପୁର : ଲାଞ୍ଜିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା କୁମାରୀ ମହାରଣାଙ୍କ ସଭାପତିତ୍ବରେ " ପ୍ରବେଶ ଉତ୍ସବ " ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯୟକ୍ରମରେ ସ୍ଥାନୀୟ ସମିତି ସଭ୍ୟ ତଥା ବିଶିଷ୍ଟ ସମାଜସେବୀ କାହ୍ନୁ ଚରଣ ପାତ୍ର, ସରପଞ୍ଚ…

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାରେ ଯୁବକ ମୃତ…

ଫୁଲବାଣୀ ,:-କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଧିନ ଆର. ନୂଆଗାଁ ଗରାକୁମ୍ପା ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବାଇକ୍ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି l ମୃତ ଜଣକ ହେଲେ ବୌଦ୍ଧ ଜିଲ୍ଲା ଚାରିଛକ ଥାନା ଆଡ଼େନିଗଡ଼ ଗ୍ରାମର ବସନ୍ତ ମୁଖି (୩୫) l ବସନ୍ତ ନିଜ ମାମୁ ଘର…

ମଦ ଦୋକାନକୁ କେନ୍ଦ୍ର କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପୃଥକ ପୃଥକ ସ୍ମାରକପତ୍ର ପ୍ରଦାନ

ଛତ୍ରପୁର : ସ୍ଥାନୀୟ ଡିଆରଡିଏ ଅଫିସ୍ ସମ୍ମୁଖ ତଥା ସହରର ମୁଖ୍ୟ ପ୍ରବେଶ ପଥରେ ଖୋଲାଯାଇଥିବା ଅନ ସପ୍ ବିଦେଶୀ ମଦ ଦୋକାନ ବନ୍ଦ କରିବା ପ୍ରତିବାଦରେ ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଷଦର ୧ ଓ ୨ ନଂ ୱାର୍ଡର ବହୁ ଜନସାଧାରଣ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ…

ଛତ୍ରପୁରରେ ଏନଫୋର୍ସମେଣ୍ଟ ଟିମର ତଦାରଖ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସିକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ଏନଏସିି ପ୍ରଶାସନ ପକ୍ଷରୁ ବହୁ କାର୍ଯ୍ୟକ୍ରମ କରାଯାଉଛି । ଛତ୍ରପୁର ଏନଏସିରେ ଥିବା ସମସ୍ତ ଦୋକାନୀ ମାନେ ନିଜ ଦୋକାନର ୫ ମିଟର ବ୍ୟବଧାନକୁ ନିଜେ…

ଶିଶୁ ସୁରକ୍ଷା ସମ୍ପର୍କୀତ ସଚେତନତା ଓ କର୍ମଶାଳା ଅନୁଷ୍ଠିତ

ଫୁଲବାଣୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କନ୍ଧମାଳ ତରଫରୁ ଆଜି ଗୁରୁବାର ଦିନ ଫୁଲବାଣୀ ସ୍ଥିତ ଆଇଟିଡିଏ ସଭାଗୃହ ଠାରେ  ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡା, ଚକାପାଦ, ଟିକାବାଲି ଓ ଜି ଉଦୟଗିରି ୬ଟି ପଞ୍ଚାୟତସମିତର ଅଧ୍ୟକ୍ଷ,ସମିତି ସଭ୍ୟ ସଭ୍ୟା,ଜିିଲ୍ଲାପରିଷଦ ସଭ୍ୟ ସଭ୍ୟା ଓ ସରପଞ୍ଚ…

ମିଶନ ଶକ୍ତିର ମା’ଙ୍କ ପାଇଁ ନୂଆ ଜୀବିକା : ‘ଉତ୍କଳ କିଚେନ୍’

ସୁନ୍ଦରଗଡ଼ରେ ବ୍ଲକସ୍ତରରେ ‘ଉତ୍କଳ କିଚେନ୍’ – ସ୍ୱାସ୍ଥ୍ୟକର ପରିବେଶ ଏବଂ ଉଚିତ ଦରରେ ଲୋକଙ୍କୁ ମିଳୁଛି ସ୍ୱାଦିଷ୍ଟ ଆହାର ରାଉରକେଲା: ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଜନସାଧାରଣଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ‘ଉତ୍କଳ କିଚେନ’ ଖୋଲାଯାଉଛି। ପାଇଲଟ୍ କାର୍ଯ୍ୟକ୍ରମ ଭାବେ…

ନବନିର୍ବାଚିତ ସମସ୍ତ ଜନପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ ଗୋଟି ବ୍ଲକ ଓ ଏକ ମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ ନିମନ୍ତେ କିଛି ଦିନ ତଳେ ହୋଇଥିବା ନିର୍ବାଚନରେ ବିଜୁ ଜନତାଦଳ ର ନବ ନିର୍ବାଚିତ ଅଧ୍ୟକ୍ଷ, ଅଧ୍ୟକ୍ଷା, ସମିତି ସଭ୍ୟ/ସଭ୍ୟା, ସରପଞ୍ଚ, ପରିଷଦ…