Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପତ୍ନୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ: ୫ଦିନ ପରେ ମାଟି ତଳୁ ମୃତଦେହ ଉଦ୍ଧାର
ରେଢାଖୋଲ: ଟିକିଏ ଝଗଡାରୁ ନିଜ ପତ୍ନୀକୁ ପିଟି ପିଟି ହତ୍ୟା ପରେ ଶେଷରେ ଗାତ ଖୋଳି ଶବକୁ ନିକଟସ୍ଥ ଜଙ୍ଗଲରେ ପୋତିଦେବା ଏବଂ ଝାଡା ବାନ୍ତିରେ ମରିଥିବା କହି ନିରବ ରହିବା ଭଳି ଲୋମହର୍ଷଣକାରୀ ଘଟଣା ଘଟିଛି କିସିଣ୍ଡା ଥାନା ଅଂଚଳରେ। ହତ୍ୟାକାରୀ ସ୍ୱାମୀକୁ ମଧ୍ୟ ପୋଲିସ୍ ଗିରଫ କରିଥିବା!-->…
ଜଳେଶ୍ଵରରୁ ବ୍ରାଉନସୁଗାର ଜବତ, ମାଫିଆ ଗିରଫ
ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵରରେ ଦିନକୁ ଦିନ ବଢୁଛି ନିଶା କାରବାର। ଜଳେଶ୍ଵର ଅଞ୍ଚଳରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି। ଏହି ଧଳାଜହର କାରବାରର କିଙ୍ଗ୍ ପିନ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବହୁ ମାମଲା ରହିଛି।
!-->!-->!-->…
ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତବର୍ଷଠାରୁ ଯୁକ୍ତଦୁଇ ବିଜ୍ଞାନ କୋଠା ପାଇଁ ପ୍ରଥମ କିସ୍ତି ମଞ୍ଜୁର
ହିଞ୍ଜିଳିକାଟୁ (୧୫।୪) : ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷରୁ (୨୦୨୨-୨୩) ଯୁକ୍ତ ଦୁଇ ବିଜ୍ଞାନ ଏକାଦଶ ଶ୍ରେଣୀ ଆରମ୍ଭ ହେବାକୁ ସବୁଜ ସଙ୍କେତ ମିଳିଛି। ଏହି ଖବର ଜଣାପଡ଼ିବା ପରେ ଅଭିଭାବକ, ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବି ମହଲରେ ଖୁସିର ଲହରି ଖେଳିଯାଇଛି।!-->…
ସଡକ ଦେଇ ସ୍ବାଭିମାନ ଅଞ୍ଚଳକୁ ମୁଖ୍ୟ ସଚିବଙ୍କ ପ୍ରଥମଗସ୍ତ
|ଭିତ୍ତିଭୂମି ଏବଂ ଜୀବିକା ପ୍ରକଳ୍ପକୁ ତୀବ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ୱର (୧୫/୦୪) : ଏକଦା ମାଓବାଦୀ ଙ୍କ ଗଡ଼ କୁହା ଯାଉଥିବା ସ୍ୱାଭିମାନ ଅଂଚଳ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସରକାରଙ୍କ ଦ୍ୱାରା ବିକାଶମୂଳକ କାର୍ଯ୍ୟ ଆରମ୍ଭ ହୋଇ ମାଓ ମୁକ୍ତ ହୋଇଛି | ଆଜି!-->!-->!-->…
ଦାରିଙ୍ଗବାଡି ବ୍ଲକ ଅଞ୍ଚଳର କ୍ୟାଥଲିକ ଖ୍ରୀଷ୍ଟୀୟ ବିଶ୍ୱାସୀଙ୍କ ଦ୍ବାରା ଗୁଡ଼ ଫ୍ରାଇଡେ ପର୍ବ ପାଳିତ
ଦାରିଙ୍ଗବାଡି (୧୫/୪) : ସାରା ବିଶ୍ୱର କ୍ୟାଥଲିକ ଖ୍ରୀଷ୍ଟୀୟ ବିଶ୍ୱାସୀ ଆଜି ଦିନଟିକୁ ଗୁଡ଼ ଫ୍ରାଇଡେ ଦିବସ ଭାବେ ପାଳନ କରିଛନ୍ତି। ଏହି ପରି ପ୍ରେକ୍ଷୀରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର କ୍ୟାଥଲିକ ଖ୍ରୀଷ୍ଟୀୟ ବିଶ୍ୱାସୀ ମାନେ ନିରାଡ଼ମ୍ବର ସହକାରେ ଏହି ପର୍ବ ପାଳନ କରିଥିବା ଜଣାପଡ଼ିଛି।!-->!-->!-->…
ଚିକିଟି ରେ ଶ୍ରୀଶ୍ରୀଶ୍ରୀ ମଁl ମୁକ୍ତାଦେବୀଙ୍କ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
ଚିକିଟି : ଗୁରୁବାର ଦିନ ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ସନ୍ଧ୍ୟା ୬.୩୦ ମି ସମୟରେ ଶ୍ରୀଶ୍ରୀଶ୍ରୀ ମଁl ମୁକ୍ତାଦେବୀ ମନ୍ଦିରର ମେନେଜିଂ ଟ୍ରଷ୍ଟ ସଭାପତି ଶ୍ରୀ ଧର୍ମା ସାହୁଙ୍କ ଅଧକ୍ଷତାରେ ମେନେଜିଂ ଟ୍ରଷ୍ଟର ସମସ୍ତ ସଭ୍ୟ ଏବଂ ଗ୍ରାମବାସୀଙ୍କର ଏକ ମିଳିତ!-->…
ରାମନବମୀ ଶୋଭାଯାତ୍ରା ଶୃଙ୍ଖଳିତ ଭାବେ ସମାପନ ହୋଇଥିବାରୁ ରାଉରକେଲା ଏସପି ସମସ୍ତ କମିଟି ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ…
ରାଉରକେଲା (୧୫/୦୪) : ରାଉରକେଲା ରେ ରାମନବମୀ ଶୋଭାଯାତ୍ର ଶାନ୍ତି ଶୃଙ୍ଖଳା ସହ ସମାହିତ ହୋଇଥିବାରୁ ରାଉରକେଲା ଏସ ପି ମୁକେଶ କୁମାର ଭାମୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶୁକ୍ରବାର ଦିନ ଏସପି ଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ ବୈଠକରେ ଏସପି , ବରିଷ୍ଠ ପୋଲିସ ଅଧିକାରୀ , ରାଉରକେଲା!-->…
ବିଦ୍ୟା ଷ୍ଟଡ଼ି ପଏଣ୍ଟ ପକ୍ଷରୁ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ପାଳନ
ରାଉରକେଲା(ବସନ୍ତ କୁମାର ଜେନା) : ବିଦ୍ୟା ଷ୍ଟଡ଼ି ପଏଂଟ ଓ ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ମହାସମାରୋହରେ ପାଳନ କରାଯାଇଥିଲ। । ଏହି ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ!-->…
କାର ସହ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
ଦାରିଙ୍ଗବାଡ଼ି (୧୫/୪) : ଦାରିଙ୍ଗବାଡ଼ି ଥାନା ପୋଲିସ ଏକ ଗଞ୍ଜେଇ ଭର୍ତ୍ତି କାର ଜବତ କରିଥିବା ବେଳେ ଚାଲାଣକାରୀ କାର ଛାଡିଦେଇ ଖସିପଳେଇଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ପୋଲିସର ସୂଚନା ପ୍ରକାରେ ,ଗୁରବାର ଦିନ ସକାଳ ସାଢ଼େ ୯ ଘଣ୍ଟିକା ସମୟରେ ଏକ କାର!-->…
କଳାକାର ମହାସଂଘ ପକ୍ଷରୁ କଳାକାର ସମ୍ବର୍ଦ୍ଧିତ
ବ୍ରହ୍ମପୁର, ତା୧୫/୦୪ : କଳା ଓ କଳାକାର ହିତୈଷୀ ମହାମଞ୍ଚ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ହୃଷୀକେଶ ହୋତା, ଗ୍ରାମୀଣ ନାଟ୍ୟ ଗୁରୁ ଶଙ୍କର୍ଷଣ ବେହେରା ଏବଂ ସୁନାମଧନ୍ୟ କଳାକାର ଅଧ୍ୟାପକ ପ୍ରଶାନ୍ତ କୁଣ୍ଡଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ସହ!-->…