Browsing Category

ଆଞ୍ଚଳିକ

ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଶୁଭାରମ୍ଭ

• ସରକାରୀ ହାଇସ୍କୁଲଗୁଡ଼ିକର ହଷ୍ଟେଲ ରୂପାନ୍ତରଣ• ଶ୍ରମଜୀବୀ ମହିଳାମାନଙ୍କ କୁନି କୁନି ପିଲାମାନଙ୍କ ଯତ୍ନ ପାଇଁ ‘କଳିକା’• ଗ୍ରାମାଞ୍ଚଳରେ ପୋଖରୀ ପୁନରୁଦ୍ଧାର ଓ ବିକାଶ କାର୍ଯ୍ୟକ୍ରମ• ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ୱେବସାଇଟ୍ ଲୋକାର୍ପଣ ସୁନ୍ଦରଗଡ଼ (୧୪/୦୪) :…

ଜାଗ୍ରତ କନ୍ଧମାଳ ପକ୍ଷରୁ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ପାଳିତ

ଫୁଲବାଣୀ(୧୪/୪) : ଜାଗ୍ରତ କନ୍ଧମାଳ ପକ୍ଷରୁ ଆଜି ଫୁଲବାଣୀଠାରେ ବାବା ସାହେବ ଆମ୍ବେଦକର ଜୟନ୍ତୀ ଉତ୍ସବ ପାଳିତ ହୋଇଛି । ସକାଳୁ ଫୁଲବାଣୀ ସାହୀ ଠାରେ ଥିବା ଡଃ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା ।ଏଥିରେ ଜାଗ୍ରତ କନ୍ଧମାଳର…

ଦାରିଙ୍ଗବାଡ଼ିରେ ଆମ୍ବେଦକର ଜନ୍ମ ଜୟନ୍ତୀ ପାଳନ

ଦାରିଙ୍ଗବାଡ଼ି (୧୪/୪) : ଦାରିଙ୍ଗବାଡ଼ି ସ୍ଥିତ ସାରିଙ୍ଗଗ୍ରୀପି ଠାରେ ଭାରତ ମୁକ୍ତି ମୋର୍ଚା ଓ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଡାକ୍ତର ଭୀମରାଓ ଆମ୍ବେଦକରଙ୍କର ୧୩୧ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ଓକିଲ ସିମଲାରାଣୀ ପଡ୍ରା,ନାରୀ ନେତ୍ରୀ…

ଡଃ ବି. ଆର. ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ସମାରୋହ

ପୋଲସରା(୧୪/୦୪) : ଗଞ୍ଜାମ ଜିଲ୍ଲା ଭାରତ ରତ୍ନ ଡଃ ବି ଆର ଆମ୍ବେଦକର ସ୍ମୃତି ସଂସଦ ପକ୍ଷରୁ ପୋଲସରା ବ୍ଳକ ଅନ୍ତର୍ଗତ ହାତୀଓଟ ଠାରେ ପ୍ରଥମ ଆଇନ ମନ୍ତ୍ରୀ ତଥା ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ସ୍ମୃତି ସଂସଦର ସ୍ଥାୟୀ…

ପିସିସି ପକ୍ଷରୁ ଡ.ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ଠାରେ ଭାରତର ସମ୍ବିଧାନ ପ୍ରଣେତା ଡ. ଭିମରାଓ ରାମଜୀ ଆମ୍ବେଦକରଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ…

ତିନିବର୍ଷର ଶିଶୁକୁ ଗଳା କାଟି ହତ୍ୟାକଲା ଜନ୍ମଦାତ୍ରୀ ମାଆ

କୋରାପୁଟ : ରାତିରେ ଚାଲିଥିଲା ଚଇତି ପର୍ବ । ହେଲେ ସକାଳ ଯାହା ଘଟିଲା ତାହା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟଚକିତ । ୩ ବର୍ଷର ଶିଶୁକୁ ହତ୍ୟା କଲା ଜନ୍ମଦାତ୍ରୀ ମାଆ । ଯିଏ ଦିନେ ଦୁନିଆ ଦେଖାଇଥିଲା ଆଜି ସେହି ଜନ୍ମଦାତ୍ରୀ ନେଲା ନିଜ ଶିଶୁର ଜୀବନ । ଏଭଳି ଚାଞ୍ଚଲ୍ୟକର ଘଟଣା କୋରାପୁଟ…

ଶାଳବଣ ସାହିତ୍ୟ ପରିଷଦ ତରଫରୁ ମହାବିଷୁବ ସାରସ୍ୱତ ସମ୍ମିଳନୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶାଳବଣ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବନବାସୀ ସେବା ସମିତି ସଭାଗୃହରେ ମହାବିଷୁବ ସାରସ୍ୱତ ସମ୍ମିଳନୀ ଆୟୋଜିତ ହୋଇ ଯାଇଛି । ସଭା ପ୍ରାରମ୍ଭରେ ଶାଳବଣ ସାହିତ୍ୟ ପରିଷଦର ବରିଷ୍ଠ ସଦସ୍ୟ ସିମାଞ୍ଚଳ ମହାରଣାଙ୍କ ମୃତ୍ୟୁରେ ଦୁଇ ମିନିଟ ନୀରବ…

ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ମୋଟରସାଇକେଲ୍ ଶୋଭାଯାତ୍ରା

ବ୍ରହ୍ମପୁର : ବାବା ସାହେବ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ଅବସରରେ ଭାରତ ମୁକ୍ତିମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ମୋଟରସାଇକେଲ୍ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ବ୍ରହ୍ମପୁର ଫାଷ୍ଟଗେଟ୍ ଛକ ଠାରୁ ଏହି ଶୋଭାଯାତ୍ରା ବାହାରି ଗେଟ୍ ବଜାର, ଖଲ୍ଳିକୋଟ କଲେଜ, ବିଜିପୁର ଛକ, ଗୋଷାଣିନୂଆଗାଁ ଦେଇ…

ହିଞ୍ଜିଳିରେ ମେରୁଯାତ୍ରା ଉଦ୍‌ଯାପିତ

ହିଞ୍ଜିଳିକାଟୁ (୧୪/୪) : ହିଞ୍ଜିଳିକାଟୁ ସହର ସମେତ ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ଗ୍ରାମରେ ମେରୁପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। ଗତ ଦୁଇବର୍ଷ ଧରି କରୋନା ମହାମାରି ପ୍ରଭାବରେ ସରକାରଙ୍କ ନିୟମ ଅନୁଯାଇ ଦଣ୍ଡପର୍ଵ ବିଧି ବିଧାନରେ ଭକ୍ତଙ୍କ ଵିନାସମାରୋହରେ ପାଳନ ହୋଇଥିଲା ।ଚଳିତ…

ଯୁବପିଢି ପରମ୍ପରା ଓ ସଂସ୍କୃତି ପ୍ରତି ବୀତସ୍ପୃହ ହେବା ସମାଜ ପାଇଁ ମଙ୍ଗଳ କର ନୁହେଁ

ବ୍ରହ୍ମପୁର (୧୪/୦୪) : ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ, ହିନ୍ଦ୍ ମଜଦୂର ଓ କର୍ମଚାରୀ ସଙ୍ଘ ଓ ଭାରତୀୟ ତାଲିମ୍ ଓ ବିକାଶ ସମାଜ ମିଳିତ ଆନୁକୁଲ୍ୟରେ ଆମ୍ବେଦକର ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସ୍ଥାନୀୟ ସକଳେଶ୍ଵର ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି…