Browsing Category

ଆଞ୍ଚଳିକ

କଟକ ଡେପୁଟି ମେୟର ହେଲେ ସର୍ବକନିଷ୍ଠ କର୍ପୋରେଟର ଦମୟନ୍ତୀ ମାଝୀ

କଟକ: କଟକ ଡେପୁଟି ମେୟର ପଦ ପାଇଁ ବାଜି ମାରିଲେ ଦମୟନ୍ତୀ ମାଝୀ । ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବେ ବିଜେଡିରୁ ବିଜୟୀ ହୋଇଥିଲେ ଦମୟନ୍ତୀ। ଦମୟନ୍ତୀ ଟିକେଟ ପାଇ ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବରେ ବିଜୟୀ ହୋଇଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗର ପିଜି…

୧୪ ଦଫା ଦାବି ପୂରଣ ନିମନ୍ତେ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡି…

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମାର ସମସ୍ତ ଅଙ୍ଗନବାଡି କର୍ମୀ ମାନେ ସେମାନଙ୍କ 12 ଦଫା ଦାବି ପୂରଣ ନିମନ୍ତେ ଏକ ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରାଟି ମାଲକାନଗିରି ବସ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ…

ଆର ଏମ ସି ଏମ୍ପ୍ଲଇଜ ୟୁନିୟନର ସାଧାରଣ ସମ୍ପାଦକ ଶ୍ରୀ ପ୍ରମୋଦ ପଟ୍ଟନାୟକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା…

ରାଉରକେଲା : ଓଡିଶା ମ୍ୟୁନିସିପାଲ କର୍ମଚାରୀ ମହାସଂଘ ଏବଂ ରାଉରକେଲା ମ୍ୟୁନିସିପାଲ କର୍ପୋରେସନ ଏମ୍ପ୍ଲଇଜ ୟୁନିୟନର ସାଧାରଣ ସମ୍ପାଦକ ଶ୍ରୀ ପ୍ରମୋଦ ପଟ୍ଟନାୟକଙ୍କୁ ୟୁନିୟନ ପକ୍ଷରୁ ଅବସରକାଳିନ ସମ୍ବର୍ଦ୍ଧନା ଦିଆ ଯାଇଛି । ଆଜି ସ୍ଥାନୀୟ ରାଉରକେଲା ମହାନଗର ନିଗମ କାର୍ଯ୍ୟଳୟ…

ସଡକ ଦୁର୍ଘଟଣା ରୋକିବା ନିମନ୍ତେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର…

ରାସ୍ତାର ପାରିପାର୍ଶ୍ବିକ ସ୍ଥିତିର ସୁଧାର ଏବଂ ଜନସଚେତନତା ହୋଇପାରିଲେ ଦୁର୍ଘଟଣାକୁ ଏଡାଇ ପାରିବା... ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ଡାଇମଣ୍ଡ ଜୁବୁଲି ଟାଉନ୍ ହଲ୍ ଠାରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲିସ୍ ବିଭାଗ ଓ ପରିବହନ ବିଭାଗର ଅଧିକାରୀ…

ଫୁଲବାଣୀ ମୁନିସିପାଲିଟି ଉପାଧ୍ୟକ୍ଷା ହେଲେ ପାୟଲ ବେହେରା…

ଫୁଲବାଣୀ : ଫୁଲବାଣୀ ପୌର ଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ସବୁ ପ୍ରତିକ୍ଷାର ଅନ୍ତ ଘଟିଛି ।ଫୁଲବାଣୀ ମୁନିସପାଲଟିର ଉପାଧକ୍ଷା ଭାବେ ମହିଳା ବିଜେଡି ନେତ୍ରୀ ପାୟଲ ବେହେରା ଉପାଧ୍ୟକ୍ଷ। ପଦବୀ ହାତେଇଛନ୍ତି । ସମସ୍ତ କାଉନ ସିଲରମାନଙ୍କ ସମର୍ଥନ ମଧ୍ଯ ପାୟଲଙ୍କ ପ୍ରତି ରହିଥିଲା, ଏଥି…

ଇନ୍ଦିରା ପ୍ରିୟର୍ଶିନୀ ମହିଳା ମହାବିଦ୍ୟାଳୟରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ…

ଫୁଲବାଣୀ:-ଅନ୍ତରଙ୍ଗ ଯୁବ ମହାସଂଘ, ପ୍ରଦାତ୍ତା ଓ ଭିଫୋର୍ସ କନ୍ଧମାଳ ତରଫରୁ ଘୁ. ଉଦୟଗିରି ସ୍ଥିତ ଇନ୍ଦିରା ପ୍ରିୟର୍ଶିନୀ ମହିଳା ମହବିଦ୍ୟାଳୟରେ ବିଶ୍ବ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଛି। ସାରା ବିଶ୍ୱରେ ଏପ୍ରିଲ ୭ ତାରିଖକୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ ରୂପେ ବିଭିନ୍ନ ଅନୁଷ୍ଠାନ ତଥା…

ବାଲିଗୁଡା ଏନଏ ସି ଉପାଧ୍ୟାକ୍ଷା ଶାନ୍ତି ନାୟକ ନିର୍ଦ୍ୱନ୍ଦରେ ବିଜୟୀ…

ଫୁଲବାଣୀ : କନ୍ଧମାଳ ଜିଲା ବାଲିଗୁଡା ଏନଏ ସି ର ପୌର ଉପା ଧକ୍ଷା ଭାବେ ବିଜୁ ଜନତା ଦଳର ଶାନ୍ତି ନାୟକ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି । ଶାନ୍ତିଙ୍କ ପ୍ରସ୍ତାବକ ଭାବେ ବିଭୁତି ଭୂଷଣ ଲହରିଆ ଥୁବା ବେଳେ ପଦ୍ମାଳୟା ନାୟକ ସମର୍ଥକ ଥିଲେ । ଶାନ୍ତି ବିଜେଡି ଟିକେଟ ରେ ୫ ନମ୍ବର କାଉନସିଲର…

ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ନିର୍ଦ୍ୱନ୍ଦରେ ବିଜୟୀ…

ଭଞ୍ଜନଗର:- ଆଜି ଅନୁଷ୍ଠିତ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ରେ ବିଜେଡି ପ୍ରାର୍ଥୀ ୮ନଂ ୱାଡ଼ ର କାଉନସିଲର ଶ୍ରୀମତୀ ଶୁଭଶ୍ରୀ ଦାସ ନିର୍ଦ୍ୱନ୍ଦରେ ବିଜୟୀ ହୋଇଥିବା ଜଣାପଡିଛି। ଏହି ବିଜୟ ପାଇଁ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ଏବଂ ମନ୍ତ୍ରୀ ଶ୍ରୀଯୁକ୍ତ…

ବରିଷ୍ଠ ନାଗରିକଙ୍କ ଭୌତିକ ଶାରୀରିକ ଚିକିତ୍ସା କେନ୍ଦ୍ର ସହ ଭ୍ରାମ୍ୟମାନ ଗାଡିର ଶୁଭ ଆରମ୍ଭ କଲେ ଜିଲ୍ଲାପାଳ…

ମାଲକାନଗିରି : ମାଲକାନଗିରି ସଦରମହକୁମା ବସଷ୍ଟାଣ୍ଡ ନିକଟରେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଏକ ଭ୍ରାମ୍ୟମାନ ଗାଡି ସହ ଭୌତିକ ଶାରୀରିକ ଚିକିତ୍ସାକେନ୍ଦ୍ର ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି l ଉକ୍ତ ଭ୍ରାମ୍ୟମାନ ୟୁନିଟ ମାଲକାନଗିରି ବିଭିନ୍ନ ବ୍ଲକ…

ମାଲକାନଗିରି ପୋୖରପରିଷଦ ର ଉପାଧକ୍ଷl ପଦ ହାତେଇଲେ କବିତା ମାହୁନ୍ତ…

ମାଲକାନଗିରି : ବହୁ ପ୍ରତିକ୍ଷିତ ପୋୖର ପରିଷଦ ର ଉପାଧକ୍ଷlକୁ ନେଇ ଲାଗିଥିବା ଚର୍ଚା ଅବସାନ ଘଟିଛି । ଆଜି ପୋୖର ପରିଷଦ ର ଉପାଧକ୍ଷ ପଦବୀ ପଦ ଅଳଙ୍କୃତ କରିଛନ୍ତି ଶ୍ରୀମତୀ କବିତା ମାହୁନ୍ତ । ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ସୁପ୍ରିମୋ ଶୃଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ…