Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଋଷିକୂଲ୍ୟା ମୁହାଣରେ ଅଲିଭରିଡ଼ଲେଙ୍କ ସମୂହ ଅଣ୍ଡାଦାନ ପର୍ବ ଆରମ୍ଭ
ପ୍ରଥମ ପର୍ଯ୍ୟାୟରେ ୪୦୫୩୩ ଟି ସାମୁଦ୍ରିକ କଇଁଚଙ୍କ ଅଣ୍ଡାଦାନ
ଗଞ୍ଜାମ : ବିଶ୍ୱ ମାନଚିତ୍ରରେ ଅଲିଭ ରିଡ଼ଲେ ଙ୍କ ଏନ୍ତୁଡ଼ିଶାଲ ଭାବେ ପରିଚିତ ଗଂଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣରେ ସାମୁଦ୍ରିକ କଇଁଚଙ୍କ ସମୂହ ଅଣ୍ଡାଦାନ ପର୍ବ ଆରମ୍ଭ ହୋଇଛି । ଚଳିତ ବର୍ଷ ପ୍ରଥମେ ଋଷିକୂଲ୍ୟା!-->!-->!-->!-->!-->…
ଅନ୍ୱେଷଣ ଶିକ୍ଷକ ସଂଗଠନର ମାସିକ ବୈଠକ
ଦାରିଙ୍ଗବାଡ଼ି (୨୭/୩) : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବୁଡାଗୁଡ଼ା ଅଞ୍ଚଳରେ ଥିବା ଦାରିଙ୍ଗବାଡ଼ି, କୋଟଗଡ଼ ଓ ବାଲିଗୁଡ଼ା ବ୍ଳକର ୬ଟି ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କୁ ନେଇ ଗଠନ ହୋଇଥିବା ଅନ୍ୱେଷଣ ଶିକ୍ଷକ ସଂଗଠନର ମାସିକ ବୈଠକ ବୁଡାଗୁଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା!-->!-->!-->…
ୟୁରୋ ସ୍କୁଲର ତୃତୀୟ ବାର୍ଷିକୋତ୍ସବ
ଛତ୍ରପୁର : ‘ୟୁରୋ ସ୍କୁଲ’ ଛତ୍ରପୁର ଶାଖାର ତୃତୀୟ ବାର୍ଷିକୋତ୍ସବ ‘ଅସ୍ତ୍ର’ ଅନୁଷ୍ଠାନ ର ଅଧ୍ୟକ୍ଷ ରଞ୍ଜନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶକ୍ତି-ଏନ୍ ଏଜୁକେସନ୍ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସୌଦାମିନୀ ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ କରି!-->!-->!-->…
‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ବଣାଇଁ ପାଠାଗାରଠାରେ ଚିତ୍ରାଙ୍କନ ପ୍ରତିଯୋଗିତା
ରାଉରକେଲା, ୨୭/୩/ ୨୦୨୨(ବସନ୍ତ କୁମାର ଜେନା) : ସୁନ୍ଦରଗଡ଼ ଜିଲ୍ଲାରେ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ସୁନ୍ଦରଗଡ଼ ବହିପଢ଼ ଅଭିଯାନ ଚାଲିଛି। ଏହା ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ!-->…
ଡ୍ରେନରେ ଆବର୍ଜନା ଭର୍ତ୍ତି, ବଢୁଛି ମଶା
ଦାରିଙ୍ଗବାଡ଼ି (୨୭/୦୩) : ସିମନବାଡ଼ି ଗ୍ରାମ ପଞ୍ଚାୟତର ଡ୍ରେନ ଠାରୁ ଆରମ୍ଭ କରି ବଜାର ଓ ହାଟପଦା ଅଂଚଳରେ ଭରି ରହିଛି ଆବର୍ଜନା । ଗ୍ରାମ ପଞ୍ଚାୟତ ପକ୍ଷରୁ କୌଣସି ସଫେଇ କରାଯାଉନଥିବା ଯୋଗୁଁ ବଜାର ସହ ଡ୍ରେନ ନାଳ ନର୍ଦମା ଗନ୍ଧରେ ଫାଟି ପଡୁଛି । ଏପରିକି ଜୁଡାବାଡ଼ି ରାସ୍ତା!-->!-->!-->…
ବାଲିଗୁଡା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ : ସଭାପତି ହେଲେ ହରିଶ୍ଚନ୍ଦ୍ର, ସମ୍ପାଦକ ହେଲେ କ୍ଷମାସାଗର
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘର ଆଗାମୀ ୨୦୨୨-୨୩ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସଭାପତି ଭାବେ ଟି.ହରିଶ୍ଚନ୍ଦ୍ର ରାଓ, ଉପସଭାପତି ଭାବେ ଅନିଲ କୁମାର ଦାସ, ସମ୍ପାଦକ ଭାବେ କ୍ଷମା ସାଗର ପ୍ରଧାନ, ସହ ସମ୍ପାଦକ ଭାବେ!-->…
ଗଛରେ ପିଟି ହୋଇ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକର ସଦର ଥାନା ଅନ୍ତର୍ଗତ ଗୁମାଗଡ ଠାରେ ଗଛରେ ପିଟି ହୋଇ ଜଳିଗଲା କାର,ଅଳ୍ପକେ ବର୍ତିଲେ ପରିବାର ଲୋକେ।ସୂଚନାନୁସାରେ ଫୁଲବାଣୀରୁ ଭଞ୍ଜନଗର ଯାଉଥିବା ବେଳେ ସଦର ଥାନା ଅନ୍ତର୍ଗତ ଗୁମାଗଡ଼ ଶନି ମନ୍ଦିର ନିକଟରେ କାର ଦୁର୍ଘଟଣାରେ ଗୋଟିଏ!-->!-->!-->…
ଯୋଡ଼ା ଗଣେଶ ଭବନ ଲଜ୍ ନିକଟରେ ଛୁରା ମାଡ଼, ଯୁବକ ମୃତ
ବଡବିଲ, ୨୭।୩ ଯୋଡ଼ା ଗଣେଶ ଭବନ ଲଜ୍ ନିକଟରେ ଶନିବାର ରାତିରେ ଛୁରା ମାଡ଼ରେ ଜଣେ ଯୁବକଙ୍କୁ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପଶ୍ଚିମବଙ୍ଗ ମୁର୍ଷିଦାବାଦ ଅଂଚଳର ନାଜିମ୍ ସେକ୍ । ସୂଚନା ଅନୁଯାୟୀ, ନାଜିମ୍ ସେକ୍ ଟାଟା ଷ୍ଟିଲରେ ନିୟୋଜିତ ଏକ ଠିକା ସଂସ୍ଥାରେ କାମକରୁଥିଲେ ଏବଂ ତାଙ୍କର!-->…
ଇଗ୍ନୋ ତରଫରୁ ନାମ ଲେଖା ନିମନ୍ତେ ସଚେତନତା ସଭା ଅନୁଷ୍ଠିତ
ମାଲକାନଗିରି (୨୭।୩) : ମାଲକାନଗିରି ମହାବିଦ୍ୟାଳୟ ସଭାଗୃହରେ ଆଜି ଇଗ୍ନୋ ତରଫରୁ ନାମ ଲେଖାଇବା ପାଇଁ ଏକ ସଚେତନତା ସଭା ଅନୁଷ୍ଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉକ୍ତି ସଭାରେ ମୂଖ୍ୟ ଅତିଥି ଭାବେ ଇଗ୍ନୋ କାର୍ଯ୍ୟାଳୟର!-->!-->!-->…
ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ…
ମାଲକାନଗିରି :- ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ସ୍ଵାଭିମାନ ଅଞ୍ଚଳର ଯୋଡ଼ାମ୍ବ ପଞ୍ଚାୟତ ଦାର୍ଲାବେଡ଼ା ଗ୍ରାମ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ସହାୟତାରେ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ମେଗା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ବାଭିମାନ!-->!-->!-->…