Browsing Category

ଆଞ୍ଚଳିକ

ସାବୁଲିଆରେ ‘ମୋ ସ୍କୁଲ ଅଭିଯାନ’ ଓ ପୁରାତନ ଛାତ୍ର ସମାବେଶ

ଖଲ୍ଲିକୋଟ ( ୨୫ /୩) : ଶୁକ୍ରବାର ଦିନ ଖଲ୍ଲିକୋଟ ବ୍ଲକର ସାବୁଲିଆସ୍ଥିତ ସ୍ଟୁଡେଣ୍ଟସ ହାଇସ୍କୁଲ ପରିସର ରେ ୫ଟି ଅଧିନସ୍ଥ ମୋ ସ୍କୁଲ ଅଭିଯାନ ଓ ପୁରାତନ ଛାତ୍ରଙ୍କର ଏକ ମିଳିତ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଅତିରକ୍ତ ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ଙ୍କ…

ମାଁ ଦଣ୍ଡକାଳୀ ଯାତ୍ରା ଆରମ୍ଭ

ହିଞ୍ଜିଳିକାଟୁ (୨୫ /୩) : ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡ ଯାତ୍ରା ଶୁକ୍ରବାର ଆରମ୍ଭ ହୋଇଛି । କରୋନା ମହାମାରୀ ଯୋଗୁଁ ଦୁଈ ବର୍ଷ ଧରି ଦଣ୍ଡ ଯାତ୍ରା ସହ ସାମାଜିକ ନାଟକ ସରକାରଙ୍କ ନିୟମ ଅନୁଯାୟୀ ଵନ୍ଦଥିଲା ।କରୋନା ମହାମାରୀ ର…

ପୌରନିର୍ବାଚନ ହିଞ୍ଜିଳିକାଟୁ ପୌରାଚଂଳରେ ୬୪.୩୮% ମତଦାନ

ହିଞ୍ଜିଳିକାଟୁ (୨୪/୩) : ଚଳିତ ପୌର ନିର୍ବାଚନର ଗୁରୂଵାର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପୌରାଚଂଳରେ ଶାନ୍ତିସୃଖଂଳାର ସହ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁପୌରପରିଷଦ ଅଧ୍ୟକ୍ଷ ପଦ ନିମନ୍ତେ ଭୋଟର ସିଧାସଳଖ ଭୋଟ ଦେଈ ନିର୍ଵାଚନ…

ଚିକିଟି ଏନଏସି ମତଦାନ ବେଳେ ହିଂସା, ଗୋଟିଏ କାର, ଛଅ ବାଇକ ଭଙ୍ଗାରୁଜା, ଦୁଇ ଆହତ

ଚିକିଟି : ଚିକିଟି ଏନଏସିର ଚଳିତ ନିର୍ବାଚନ ମତଦାନ ବେଳେ ବିଜେପି ଅଧ୍ୟକ୍ଷା ପ୍ରାର୍ଥୀନି ପୁଷ୍ପାଞ୍ଜଳି ସେଠିଙ୍କ ଘର ଉପରକୁ ଟେକା ପଥର ମାଡ କରିବା ସହ ଗୋଟିଏ କାର ଓ ଛଅଟି ବାଇକ ଭଙ୍ଗାରୁଜା ହୋଇଥିବା କେ. ନୂଆଗାଁ ଥାନା ରେ ଅଭିଯୋଗ ହୋଇଛି । ଏ ଘଟଣା ରେ 2 ଜଣ ଆହତ ହୋଇଥିବା ବେଳେ ଅଞ୍ଚଳରେ…

ବାଲିଗୁଡା ଏନଏସିରେ ମତଦାନ ହାର ୬୯.୦୭ % : ଶାନ୍ତି ଶୃଙ୍ଖଳା ସହ ସମାପନ

ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିର ୧୩ ଗୋଟି ୱାର୍ଡର ୧୭ ଟି ମତଦାନ କେନ୍ଦ୍ରରେ ଜଣେଅଧ୍ୟକ୍ଷ ଏବଂ ୧୩ ଟି କାଉନସିଲର ପଦବୀ ପାଇଁ ଗୁରୁବାର ସକାଳ ୮ଟାରୁ ୫ଘଟିକା ମଧ୍ୟରେ ମତଦାନ ପ୍ରକ୍ରିୟା ଶୃଙ୍ଖଳାର ସହ ଶେଷ ହୋଇଛି।ସୂଚନା ଅନୁଯାୟୀ, ବାଲିଗୁଡା ଏନଏସିର ଗୋଟିଏ ଅଧ୍ୟକ୍ଷ ପଦବୀ…

ଖଲ୍ଲିକୋଟ ପୌର ପରିଷଦ ନିର୍ବାଚନ ; ମତଦାନ ହାର ୬୯ ଶତାଂଶ

ଖଲ୍ଲିକୋଟ(୨୪/୩) : ରାଜ୍ୟରେ ଗତ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ପୌର ନର୍ବାଚନ ପରିପ୍ରେକ୍ଷୀରେ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦର ୧୨ ଗୋଟି ୱାର୍ଡ ରେ ଅନୁଷ୍ଠିତ ହୋଇଥିବା ନଗରପାଳ ଓ ୱାର୍ଡ ସଭ୍ୟ ନିର୍ବାଚନ ରେ ମୋଟ ୬୯ ଶତାଂଶ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିଥିବା…

ଦାରିଙ୍ଗବାଡ଼ିରେ ଆସିକ୍ସ ବ୍ୟାଙ୍କର ଉଦ୍ଘାଟନ

ଦାରିଙ୍ଗବାଡ଼ି,୨୪/୩, ଦାରିଙ୍ଗବାଡ଼ି ପେଟ୍ରୋଲ ପମ୍ପ ଛକ ନିକଟରେ ନୂତନ ଆସିକ୍ସ ବ୍ୟାଙ୍କର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି ଉଦ୍ଘାଟନରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ର ଯୋଗ ଦେଇ ବ୍ୟାଙ୍କ ଉଦ୍ଘାଟନ କରିଥିଲେ । ବ୍ରହ୍ମପୁର କ୍ଲଷ୍ଟର ମୁଖ୍ୟ ପ୍ରଶାନ୍ତ କୁମାର…

ଦାରିଙ୍ଗବାଡ଼ି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଚାଳନା କମିଟି ଗଠନ

ଦାରିଙ୍ଗବାଡ଼ି (୨୪/୦୩) : ଦାରିଙ୍ଗବାଡ଼ି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରିବା ନେଇ ଆଜି ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଆହ୍ୱାନ କ୍ରମେ ବିଦ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ୩୭୯ ଛାତ୍ରଛାତ୍ରୀଙ୍କ ଅଭିଭାବକ ଯୋଗଦେଇ ଥିଲେ । ପ୍ରଥମେ ପୂର୍ବତନ…

ପୋୖର ପରିଷଦ ଲାଗି ଭୋଟ ଗ୍ରହଣ : ରାଜଗାଙ୍ଗପୁର , ବିରମିତ୍ରପୁର , ସୁନ୍ଦରଗଡରେ ଭୋଟ ଗ୍ରହଣ…

ରାଉରକେଲା : ରାଜ୍ୟରେ ଆଜି ପୌର ନିର୍ବାଚନ ଲାଗି ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଜିଲା ର ତିନୋଟି ପୌରପରିଷଦ ପାଇଁ ଆଜି ସକାଳ ୮ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଜିଲା ର ସୁନ୍ଦରଗଡ଼ , ରାଜଗାଙ୍ଗପୁର ଓ ବିରାମିତ୍ରପୁର ପୌରପରିଷଦ ପାଇଁ ଅନୁଷ୍ଠିତ ହେଉଛି ନିର୍ଵାଚନ…

କନ୍ଧମାଳର ୨ ଏନଏସି ଓ ଗୋଟିଏ ମୁନିସିପାଲଟିରେ ହେଉଛି ଭୋଟ ଗ୍ରହଣ…

ଫୁଲବାଣୀ- ଆଜି ହେଉଛି ପୌର ନିର୍ବାଚନ I ସକାଳ ୮ଘଣ୍ଟାରୁ ସଂଧ୍ୟା ୫ ଘଣ୍ଟା ଯାଏ ଭୋଟ ଗ୍ରହଣ ହେବ। ଜିଲାର ଫୁଲବାଣୀ ମୁନିସପାଲଟି ସମେତ ଜି. ଉଦୟଗିରି ଓ ବାଲିଗୁଡ଼ା ଏନଏସିରେ ହେଉଛି ଭୋଟ ଗ୍ରହଣ । ଏ ସବୁ ପୌର ନିର୍ବାଚନ ପାଇଁ ମୋଟ ୫୭ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ଫୁଲବାଣୀ…