Browsing Category

ଆଞ୍ଚଳିକ

ଟ୍ରକ୍ ସହ ବାଇକ୍ ମୁହାଁମୁହିଁ : ବାଇକ୍ ଚାଳକ ମୃତ, ୨ ଗୁରୁତର

ହିଞ୍ଜିଳିକାଟୁ, (୧୫/୩) : ହିଞ୍ଜିଳି ଥାନା ସିକିରି - ଖରିଡା ମଧ୍ୟବର୍ତ୍ତୀ ରାସ୍ତାରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ମୃତକ ଜଣକ ପୁରୁଷୋତ୍ତମପୁର ଥାନା ତଥା ହିଞ୍ଜିଳିକାଟୁ…

ଶ୍ରେଣୀଗୃହ ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ର ଆହତ

ବାରିପଦା : ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ବାକରତଳା ହାଇସ୍କୁଲ ଶ୍ରେଣୀଗୃହ ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ର ଆହତ ହୋଇଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ଚିକିତ୍ସା ଲାଗି ସେମାନଙ୍କୁ ନିକଟସ୍ଥ ତାଟୋ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆହତ ଛାତ୍ରମାନେ ହେଲେ ସିଦ୍ଧାନ୍ତ ନାୟକ, କିଶୋର କୁମାର…

ପ୍ରାର୍ଥୀପତ୍ର ପ୍ରତ୍ୟାହାର ସରିଲା, ନିର୍ବାଚନ ମଇଦାନରେ ଅଧକ୍ଷ ପଦ ପାଇଁ ୬ ପ୍ରାର୍ଥୀ

ହିଞ୍ଜିଳିକାଟୁ (୧୪/୩) : ଚଳିତ ମାସ ୨୪ ତାରିଖରେ ୧୦୬ ପୌର ସଂସ୍ଥା ଓ ୩ଟି ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ମାସ ୨ ତାରିଖ ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇ ୭ ତାରିଖ ସୋମବାର ସୁଦ୍ଧା ନାମାଙ୍କନ ଦାଖଲ ଶେଷ ହୋଇଛି । ସୋମବାର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ…

ମାଲକାନଗିରି ମହାବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି,(୧୪/୦୩) : ମାଲକାନଗିରି ଜିଲ୍ଲା ମହାବିଦ୍ୟାଳୟ ପକ୍ଷରୁ ଗତକାଲି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିସର ତଥା କ୍ୟାମ୍ପସ ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ସଫଳ ଭାବରେ ରୂପାୟନ…

ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ଅଭିଯୋଗ

ଦାରିଙ୍ଗବାଡ଼ି : ମନରେଗା ଯୋଜନାରେ ଦିନ କୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି । ମନରେଗା ଯୋଜନାରେ ଦୁର୍ନୀତି କରି ରାତାରାତି କୋଟିପତି ହେଉଛନ୍ତି ଦାୟିତ୍ୱରେ ଥିବା ସରକାରୀ ବାବୁ । କେତେବେଳେ ମୃତ ବ୍ୟକ୍ତି କାମ କରିଥିବା ନେଇ ଟଙ୍କା ହଡ଼ପ କରାଯାଉଛି ତ ଆଉ କେତେବେଳେ କାମ ନକରି…

ପୋଲିସ ଜୁଲମରୁ ନାବାଳିକାଙ୍କ ଆତ୍ମହତ୍ୟା ଅଭିଯୋଗ

ଜଗତସିଂହପୁର: ପୋଲିସର ଜୁଲମରୁ ନାବାଳିକାଙ୍କ ଆତ୍ମହତ୍ୟା ଅଭିଯୋଗ । ଜଗତସିଂହପୁର ଜିଲ୍ଲା ପଲି ପଞ୍ଚାୟତ ହାବେଲିରେ ନାବାଳିକାଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ବର୍ବରତା ଓ ନିର୍ଯୟାତନା ପାଇଁ ନାବାଳିକା ଜଣକ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ, ଗତ ପଞ୍ଚାୟତ…

ଟେଙ୍ଗେରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କୃତିତ୍ବ

ଫୁଲବାଣୀ : ଚଳିତ ୨୦୨୧-୨୨ ମସିହାରେ ହୋଇଥିବା ମେଧାବୃତ୍ତି ପରୀକ୍ଷାରେ କେନପାଜୁ କ୍ଲଷ୍ଟରର ଦୁର୍ଗମ ଅଞ୍ଚଳରେ ଥିବା ଟେଙ୍ଗେରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସର୍ବାଧିକ ତୃତୀୟ ଶ୍ରେଣୀରୁ ଦୁଇଜଣ ଯଥା ରାଜେଶ କୁମାର କହଁର ଓ ପ୍ରଦ୍ୟୁମ୍ନ କହଁର ଏବଂ ପଞ୍ଚମ ଶ୍ରେଣୀରୁ ଦୁଇଜଣ ଯଥା…

ଭିସନ୍ସ ପକ୍ଷରୁ ଗ୍ଳକୋମା ଦିବସ ପାଳନ…

ଚିକିଟି : ଚିକିଟି ବ୍ଳକ ଅନ୍ତର୍ଗତ କତୁରୁ ଗ୍ରାମରେ କାର୍ଯ୍ୟରତ ବେସରକାରୀ ସେବା ସଂସ୍ଥା ଭିସନ୍ସ ପକ୍ଷରୁ  ଗ୍ଳକୋମା ଦିବସ ପାଳନ ସହ ଚକ୍ଷୁ ଚିକିତ୍ସା ଶିବିର ପଞ୍ଚାୟତ କାର୍ଯ୍ୟଳୟ ସଭାଗୃହରେ ଅନୁଷ୍ଠିତ ହୋଇଛି  ଭିସନ୍ସ ପକ୍ଷରୁ ନିମନ୍ତ୍ରଣ ରକ୍ଷା କରି ଓଡ଼ିଶା ସରାକାରଙ୍କ ଜନସ୍ବାସ୍ଥ୍ୟ…

ମାଲକାନଗିରି : ଜିଲ୍ଲା ପରିଷଦ ଅଧକ୍ଷ ପଦବୀ ହାତଇଲେ ସମାରି ତାଙ୍ଗୁଲ…

ମାଲକାନଗିରି : ଜିଲା ପରିଷଦ ଅଧକ୍ଷ ଭାବେ ବିଜେଡି ପ୍ରାର୍ଥୀ ସମାରି ତାଙ୍ଗୁଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସମାରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଜୋନ ୨ର ଜିଲା ପରିଷଦ ବିଜେଡି ପ୍ରାର୍ଥୀ ଭାବରେ ବିଜୟ ହୋଇଥିଲେ। ପ୍ରଥମଥର ଜିଲା ପରିଷଦ ଅଧକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ…

ନନ୍ଦିନୀ ମଲ୍ଲୀକ ହେଲେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପରିଷଦର ଅଧ୍ୟକ୍ଷାପଦବୀ ନିର୍ବାଚନ ଆଜି ପଞ୍ଚାୟତ ଭବନ ଠାରେ ଥିବା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଗଠନ କରିବା ପାଇଁ ସ୍ଥିର କରାଯାଇ ଥିଲା।ଆଜି ସକାଳେ ବାଲିଗୁଡା ବ୍ଲକ ୧୫ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ନନ୍ଦିନୀ ମଲ୍ଲୀକ…