Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବର୍ଷେ ପରେ ବିତିଲାଣି ମିଳିନାହିଁ ହରିଶ୍ଚନ୍ଦ୍ର ସହାୟତା ଟଙ୍କା
ଦାରିଙ୍ଗବାଡ଼ି, (୧୮/୦୨) : ରାଜ୍ୟ ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। କିନ୍ତୁ ଲୋକେ ଯୋଜନାର ସୁଫଳ ପାଉନଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତର ସରପଞ୍ଚ ଓ ସରକାରୀ ବାବୁଙ୍କ ଖାମଖିଆଲି ମୋନଭାବ ଯୋଗୁଁ ଲୋକେ ବର୍ଷ ବର୍ଷ ହେଲାଣି!-->!-->!-->…
କୋଟିଆ ପଞ୍ଚାୟତ ନିର୍ବାଚନ : ବିଶୃଙ୍ଖଳା ଆଚରଣ ବିଧି ଆଶଙ୍କା ନେଇ 12 ଜଣଙ୍କୁ ନୋଟିସ…
କୋରାପୁଟ : ଆଜି କୋଟିଆରେ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏନେଇ ପଟ୍ଟାଙ୍ଗି ତହସିଲଦାରଙ୍କ କାର୍ଯ୍ୟାଳୟରୁ 12 ଜଣଙ୍କୁ ନୋଟିସ କରାଯାଇଛି । କୋଟିଆରେ ଆଜି ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଆନ୍ଧ୍ର ସମର୍ଥକ ଓ ଅନ୍ୟ କିଛି ସ୍ଥାନୀୟ ବ୍ୟକ୍ତି ନିର୍ବାଚନ!-->…
ଓଡ଼ିଶାର ସ୍ବାସ୍ଥ୍ୟସେବାକୁ କୋଟିଆରେ ପ୍ରଶଂସା…
କୋରାପୁଟ: କୋଟିଆ ସୀମାନ୍ତ ଗ୍ରାମ ହରମାଂଡିଙ୍ଗି ଠାରେ ଆଜି କୋଟିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପବିତ୍ର ପଣ୍ଡାଙ୍କ ନେତୃତ୍ବରେ ସ୍ବାସ୍ଥ୍ୟସେବା ଟିମ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ପ୍ରଦାନ କରିଛନ୍ତି ।ହରମାଂଡିଙ୍ଗି ଗ୍ରାମରେ ଝାଡାବାନ୍ତି ଲାଗିଥିବା!-->…
ରାୟଗଡ଼ା ଜିଲ୍ଲାପାଳଙ୍କ ମୁନିଗୁଡା ବ୍ଲକ ଗସ୍ତ : ବିଦ୍ୟାଳୟ ରୂପାନ୍ତରିଣ କାର୍ଯ୍ୟ ଅନୁଧ୍ୟାନ…
ରାୟଗଡ : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡା ପଞ୍ଚାୟତ ସମିତିର 5T ଅନ୍ତର୍ଗତ ରୂପାନ୍ତରୀକରଣ ପାଇଁ ଉଚ୍ଚ ବିଦ୍ୟାଳୟ ଗୁଡିକର କାର୍ଯ୍ୟ ସମୀକ୍ଷା ଓ ଅନୁଧ୍ୟାନ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଦ୍ୱାରା ପ୍ରତ୍ୟେକ୍ଷ ଭାବେ କରାଯାଇଥିଲା । ଆଜି ମୁନିଗୁଡା ବ୍ଳକ ଗସ୍ତ ସମୟରେ!-->…
ବିଜେଡି ଦଳର ପ୍ରଚାର ପାଇଁ ମଙ୍ଗୁଆଳ ସାଜିଛନ୍ତି ପ୍ରଧାନଶିକ୍ଷକ : ନିର୍ବାଚନ ଆଚରଣ ବିଧିକୁ ବେଖାତିର…
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ନିର୍ବାଚନ ନୀତି ନିୟମକୁ ବେଖାତିର କରି ନିର୍ବାଚନ ପ୍ରଚାର କରୁଛନ୍ତି ପ୍ରଧାନଶିକ୍ଷକ । କୋରକୋଣ୍ଡା ଏବଂ ଖଇରପୁଟ ବ୍ଲକ୍ ଅନ୍ତର୍ଗତ ତିନୋଟି ଜୋନ ରେ ହେଉଥିବା ନିର୍ବାଚନ ପାଇଁ ଶିକ୍ଷକ ମୃତ୍ୟୁଞ୍ଜୟ ହାଲଦାର ଭୋଟ ମାଗି ନିର୍ବାଚନ ଆଇନକୁ ଖୋଲା!-->!-->!-->…
ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ : ଦ୍ୱିତୀୟ ପର୍ଯ୍ୟାୟରେ ତୁମୁଡିବନ୍ଧ ଓ କୋଟଗଡ ବ୍ଲକରେ ହେବ ଭୋଟ ଗ୍ରହଣ…
ବାଲିଗୁଡା,: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଦ୍ଵିତୀୟ ପର୍ଯ୍ୟାୟ ରେ କନ୍ଧମାଳ ଜିଲ୍ଲା ରେ କୋଟଗଡ଼ ଓ ତୁମୁଡିବନ୍ଧ ବ୍ଲକ ର ଦୁଇ ଗୋଟି ଜୋନ ରେ ମତଦାନ ହେବ l ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି l ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭୋଟ ଗ୍ରହଣ ନେଇ ପ୍ରଶାସନ!-->…
ବର୍ଷେ ପରେ ବିତିଲାଣି ମିଳିନି ସହାୟତା ଟଙ୍କା
ଦାରିଙ୍ଗବାଡ଼ି (୧୭/୦୨) : ରାଜ୍ୟ ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରିଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ କିନ୍ତୁ ଲୋକେ ଯୋଜନାର ସୁଫଳ ପାଉନଥିବା ନେଇ ଅଭିଯୋଗ ହେଉଛି । ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ଓ ସରକାରୀ ବାବୁଙ୍କ ଖାମଖିଆଲି ମୋନଭାବ ଯୋଗୁଁ ଲୋକେ ବର୍ଷ ବର୍ଷ!-->!-->!-->…
ସାହିତ୍ୟିକ ହରପ୍ରସାଦ ପରିଛା ପଟ୍ଟନାୟକଙ୍କ ବିୟୋଗରେ ସ୍ମୃତି ଚାରଣ ସଭା
ଖଲ୍ଲିକୋଟ (୧୭ /୦୨) : ଖଲ୍ଲିକୋଟ ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ " ସିନ୍ଧୁ - ଉର୍ମି " ସାହିତ୍ୟ ସଂସଦ ତରଫରୁ ଖଲ୍ଲିକୋଟ ବିକ୍ରମପୁର ଗ୍ରାମ ର କୃତବିଦ୍ୟ କବି ଓ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀ ର ପୂର୍ବତନ ସଚିବ ଡ଼ .ପ୍ରଫେସସର ଅଧ୍ୟାପକ ସ୍ବର୍ଗତ ହର ପରିଛା ପଟନାୟକ ଙ୍କ!-->…
ପୁଅର ଟାଙ୍ଗିଆ ଚୋଟରେ ମାଆ ଗୁରୁତର :ଅଭିଯୁକ୍ତ ପୁଅ ଟାଙ୍ଗିଆ ସହ ଥାନାରେ ଆତ୍ମ ସମର୍ପଣ
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତ ଗୁରୁପଡା ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି l ଜଣେ ପୁଅ ର ଟାଙ୍ଗିଆ ଚୋଟରେ ମା ଗୁରୁତର ହୋଇ ମେଡିକାଲ ରେ ଭର୍ତି ହୋଇଥିବା ସୂଚନା ମିଳିଛି l ଖବର ରୁ ପ୍ରକାଶ ଯେ ଗୁରୁପଡା ଗାଁ ର ବୈକୁଣ୍ଠ ମିଶ୍ର ନାମକ ଜଣେ ବ୍ୟକ୍ତି ଙ୍କ!-->…
ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ : କୋଟିଆରେ ପହଞ୍ଚିଲା ପୋଲିଂ ପାର୍ଟି…
କୋରାପୁଟ: ଆଉ ଦିନକ ପରେ କୋଟିଆ ପଞ୍ଚାୟତର ମାଡକାର, ଫଗୁଣସିନେରି, ରଣାସିଂଗି, ତାଡ଼ିବାଲାସା, ତଳ ସେମ୍ବୀ, ଉପର ସମ୍ବି, ବାରାବନ୍ଧ, ଥୁରିଆ, କରଞ୍ଜଗୁଡ଼ା, ଟାଉପଦର, ମାତଲାମ୍ବା, କୋଟିଆ ଓ ଗଞ୍ଜେଇପଦର ପ୍ରଭୃତି ସମୁଦାୟ 13ଟି ବୁଥରେ ହେବ ମତଦାନ । ଏଥିପାଇଁ ପ୍ରଶାସନ ପକ୍ଷରୁ ଚାଲିଛି!-->!-->!-->…