Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କର୍ଲଭଟ ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର ନେଇ ଅଭିଯୋଗ କଲେ ସାହି ବାସିନ୍ଦା
ମାଲକାନଗିରି : ମାଲକାନଗିରି ସଦର ମହକୁମା ସ୍ଥିତ ୱାର୍ଡ ନମ୍ବର ୨ ଠାରେ ରାସ୍ତା ଏବଂ ଗୃହ ବିଭାଗ ପକ୍ଷରୁ ନିର୍ମାଣଧୀନ ଏକ କର୍ଲଭଟ ରେ ନିମ୍ନମାନର ବାଲି,ସିମେଣ୍ଟ, ମେଟାଲ ବ୍ୟବହାର କୁ ନେଇ ଅଭିଯୋଗ କରିଛନ୍ତି ସାହି ବାସିନ୍ଦା l ଉକ୍ତ ସ୍ଥାନରେ ରହିଥିବା ପୁରୁଣା କଲଭର୍ଟ ରେ ୧୬ ଏମ ଏମ ରଡ!-->…
ସରପଞ୍ଚ ପ୍ରାର୍ଥୀଙ୍କ ଅକାଳ ବିୟୋଗ – ବି. ମାଳିଗୁଡା ପଞ୍ଚାୟତରେ ଶୋକର ଛାୟା
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବି.ମାଳିଗୁଡ଼ାର ବର୍ତ୍ତମାନ ସରପଞ୍ଚ ପ୍ରାର୍ଥୀ ଶ୍ରୀ ଭାଗିରଥି ଅମନାତ୍ୟ (୩୮) ଙ୍କ ଆଜି ସକାଳେ ଅକାଳ ବିୟୋଗ ହୋଇଛି । ସୂଚନା ଅନୁଯାୟୀ ସ୍ୱର୍ଗତ ଭାଗିରଥି ଅମନାତ୍ୟ ବି. ମାଳିଗୁଡା ର ପୂର୍ଵତନ ସରପଞ୍ଚ ଭାବେ ନିର୍ବାଚିତ!-->…
ଖଲ୍ଲିକୋଟ : ଦୟନୀୟ ଆର୍ଥିକ ସ୍ଥିତିରେ ନିର୍ବାଚନ ଲଢ଼ୁଛନ୍ତି ୩ ଜିଲ୍ଲା ପରିଷଦ ପ୍ରାର୍ଥୀ
ଖଲ୍ଲିକୋଟ (୧୬/୦୨) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଚାର ଓ ସଂଗୀତ ର ତାଳେ ତାଳେ କର୍ମୀଙ୍କ ନୃତ୍ୟ ରେ ଗ୍ରାମ୍ୟ ରାଜନୀତି ଦୁଲୁକୁଥିବା ବେଳେ ସରକାରୀ ଦଳ ବିଜେଡି ରଙ୍ଗ ବେରଂଗ ବ୍ୟାନର ସାଙ୍ଗକୁ ମନଲୋଭା ଗେଟରେ ଦଳୀୟ ପ୍ରଚାର ଚଳାଇ ଭୋଟରଙ୍କ ମନ କିଣିବା ପାଇଁ ଉଦ୍ୟମ କରୁଥିବା!-->…
ବଦଳୁଛି ସ୍ୱାସ୍ଥ କେନ୍ଦ୍ର ର ପରିବେଶ : ପାର୍କ ର ଭ୍ରମ ସୃଷ୍ଟି କରୁଛି ଏମଭି 79 ସ୍ୱାସ୍ଥ କେନ୍ଦ୍ର…
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ
ମାଲକାନଗିରି : ଜାତୀୟ ସ୍ତରରେ ଅୟୋଜିତ କୟାକଳ୍ପ ପ୍ରତିଯୋଗୀତା ରେ ପୂର୍ବ ବର୍ଷ ର ରେକର୍ଡ କୁ ଦୋହରାଇବା ପାଇଁ ଚେଷ୍ଟା କରିଛନ୍ତି ଏମଭି 79 ସ୍ୱାସ୍ଥ କେନ୍ଦ୍ର ର କର୍ତ୍ତୁପକ୍ଷ ।ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳ ର ସ୍ୱାସ୍ଥ!-->!-->!-->…
ମାଲକାନଗିରି ଜିଲ୍ଲାରେ ଦିନ ୧ଟା ସୁଦ୍ଧା ୪୨.୨ ପ୍ରତିଶତ ମତ ଦାନ…
ମାଲକାନଗିରି : ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଜାରି ରହିଛି । ଦିନ ୧ଟା ସୁଦ୍ଧା ୪୨.୨ପ୍ରତିଶତରୁ ଅଧିକ ମତଦାନ ସରିଛି । ଏନେଇ ଜିଲ୍ଲା ସୂଚନା ବିଭାଗ ତରଫରୁ ସୂଚନା ମିଳିଛି ୩ଟି ଜୋନ ରେ ପ୍ରଥମ ପର୍ଯ୍ୟାୟରେ ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଥିବା!-->!-->!-->…
ଧାଡିରେ ରହି ଭୋଟ ଦେଲେ ପଟ୍ଟାଙ୍ଗୀ ବିଧାୟକ ପ୍ରିତମ ପାଢ଼ୀ : କହିଲେ କର୍ତ୍ତବ୍ୟ କରି ଖୁସି…
କୋରାପୁଟ: ରାଜ୍ୟରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ବୁଥ ଆଗରେ ଲମ୍ବା ଲାଇନ ଲଗାଇ ମତଦାନ ସାବ୍ୟସ୍ତ କରୁଛନ୍ତି ମତଦାତା । କୋରାପୁଟ ଜିଲ୍ଲାର ତିନୋଟି ବ୍ଲକରେ ନିର୍ବାଚନ ଆରମ୍ଭ ହୋଇଯାଇଛି । ସେମିଳିଗୁଡା ବ୍ଲକର ପାକଝୋଲାରେ 13 ନମ୍ବର ୱାର୍ଡର ଜଣେ ଭୋଟର ଭାବେ ପଟ୍ଟାଙ୍ଗୀ!-->!-->!-->…
କୋଟିଆରେ ସ୍ଥିତି ପରିଖିଲେ ପ୍ରଶାସନିକ ଅଧିକାରୀ :13ଟି ବୁଥରେ 5 ହଜାର 790 ଭୋଟର ମତଦାନ କରିବେ…
କୋରାପୁଟ: ଆଉ ଦୁଇଦିନ ପରେ 18 ତାରିଖ ଦିନ କୋଟିଆ ପଞ୍ଚାୟତରେ ପଡିବ ଭୋଟ । ପଞ୍ଚାୟତର ମାଡକାର, ଫଗୁଣସିନେରି, ରଣାସିଂଗି , ତାଡିବାଲାସା, ତଳ ସେମ୍ବୀ, ଉପରସମ୍ବି, ବାରାବନ୍ଧ, ଥୁରିଆ, କରଞ୍ଜଗୁଡା, ଟାଉପଦର, ମାତଲାମ୍ବା, କୋଟିଆ ଓ ଗଞ୍ଜେଇପଦର ସମୁଦାୟ 13ଟି ବୁଥରେ 5 ହଜାର 790 ଭୋଟର ନିଜ!-->…
ଦରମା ଦେବାରେ ବିଳମ୍ବ କୁନେଇ ବିଦ୍ୟୁତ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା…
କୋରାପୁଟ: ଜିଲ୍ଲା ମାଛକୁଣ୍ଡ ଯୁଗ୍ମ ଜଳ ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟରତ କର୍ମଚାରୀ, ଅବସର ପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ବିଭାଗୀୟ ଉଚ୍ଚ ପଦାଧିକାରୀ ମାସିକ ଦରମା ଓ ପେନସନ ପ୍ରଦାନ କରିବାରେ ବିଳମ୍ବ କରୁଥିବା ଅଭିଯୋଗ । ଏହାର ପ୍ରତିବାଦ କରି ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟରତ!-->…
ବିଧାୟିକା ଉଷାଦେବୀଙ୍କ ମାରାଥନ ପ୍ରଚାର
ପାତ୍ରପୁର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ବିଧାୟିକା ତଥା ପୁର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି । ପାତ୍ରପୁର ବ୍ଲକର ଗୁଣ୍ଡୁରା,ବରଙ୍ଗ, ଜୟନ୍ତୀ ପୁର ଓ ବି ନୁଆଗାଁ ପଂଚାୟତର ପ୍ରଚାର!-->…
ବିଜେଡିରେ ମିଶିଲେ ପାତ୍ରପୁର ବ୍ଲକ କଂଗ୍ରେସ ସଭାପତି ସରୋଜ ଦୋରା
ପାତ୍ରପୁର : ପଦାଦିଗି ପଂଚାୟତ ନୂଆପେଣ୍ଠ ଗ୍ରାମ ଠାରେ ଆଜି ଅପରାହ୍ନରେ ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ମିଶ୍ରଣ ପର୍ବରେ ଦୀର୍ଘ ପଚିଶ ବର୍ଷ ଧରି କଂଗ୍ରେସ ଦଳରେ ନିଜ ପତିଆରା ଜାହିର କରିଥିବା ନୁଆ ପେଣ୍ଠ ଗ୍ରାମର ଦୋରା ପରିବାର ନବୀନ ସରକାରଙ୍କ!-->…