Browsing Category

ଆଞ୍ଚଳିକ

ଗୁପ୍ତେଶ୍ୱର ଠାରେ ମହା ଶିବ ରାତ୍ରୀ ନିମନ୍ତେ ପ୍ରସ୍ତୁତି ବୈଠକ…

କୋରାପୁଟ :- ଗୁପ୍ତେଶ୍ୱର ଶୈବ ପୀଠ ଠାରେ ମହା ଶିବରାତ୍ରୀ  ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ କାର୍ଯ୍ୟ।ଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।  ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ କାର୍ଯ୍ୟ ବିଷୟରେ…

ଫଲଗୁ ସାହିତ୍ୟ ସଂସଦ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର : ଓଡ଼ିଶାର ଅନ୍ୟତମ ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଫଲଗୁ' ସାହିତ୍ୟ ସଂସଦର ନବ ଗଠିତ କାର୍ଯ୍ୟକାରିଣୀ ସଦସ୍ୟଙ୍କ ପ୍ରଥମ ବୈଠକ ଆଜି ସଂସଦର ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀଙ୍କ ସଭାପତିିତ୍ବରେ ସ୍ଥାନୀୟ କେ ସି ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି।…

ଯୁବ ଆଇନଜୀବୀ ଅନିଲ ପଟ୍ଟନାୟକଙ୍କ ବିୟୋଗ…

ଫୁଲବାଣୀ:-ସ୍ଥାନୀୟ କେନ୍ଦୁପଦର ସାହିର ଅଶୋକ ପଟ୍ଟନାୟକଙ୍କ ପୁତ୍ର ସ୍ବର୍ଗତ ଅନିଲ କୁମାର ପଟ୍ଟନାୟକ(୩୬)ଙ୍କ ଗତକାଲି ବିଳମ୍ବିତ ରାତିରେ ହୃଦ ଘାତରେ ପରଲୋକ ଘଟିଛି।ସେ ଫୁଲବାଣୀ ଓକିଲ ସଂଘର ସଦସ୍ୟ ଭାବେ ୨୦୧୬ ମସିହାରେ ଯୋଗ ଦେଇଥିଲେ। ସେ ଜଣେ ସରଳ,ଶାନ୍ତ, ମେଳାପୀ ସ୍ୱଭାବର ଯୁବ ଆଇନଜୀବୀ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ହିଞ୍ଜିଳିକାଟୁ ବ୍ଳକର ୫୪୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୮୨୨୪…

ହିଞ୍ଜିଳିକାଟୁ : ଫେବୃୟାରୀ ୧୬ ତାରିଖ ଠାରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ସମେତ ଗଞ୍ଜାମ ଜିଲ୍ଲାର ୫ଟି ବ୍ଳକରେ ନିର୍ବାଚନ…

ଢିଙ୍କିଆବାସୀଙ୍କ ସହ ଆଲୋଚନା କଲା ପ୍ରଶାସନ

ପାରାଦୀପ: ଆଜି ଢିଙ୍କିଆବାସୀଙ୍କ ସହ ଆଲୋଚନା କରିଛି ପ୍ରଶାସନ । ଢ଼ିଙ୍କିଆ ଲୋକଙ୍କ ଅନୁରୋଧକ୍ରମେ ସେଠାରେ ପହଞ୍ଚିଥିଲେ ଜିଲ୍ଲାପାଳ ଓ ଏସପି । ଜିଲ୍ଲାପାଳ ଓ ଏସପି ଲୋକମାନଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ଗାଁରେ ଶାନ୍ତି ଫେରିବା ନେଇ ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଓ ଏସପି ।…

କନ୍ଧମାଳ ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ ସଜା କାଟୁଥିବା କଏଦିର ମୃତ୍ୟୁ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ମୁଖ୍ୟ କାରାଗାରରେ ସଜା କାଟୁଥିବା ଜଣେ କଏଦୀ ଙ୍କ ଦେହ ଅସୁସ୍ଥତା ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ମୃତ କଏଦିଙ୍କ ନାମ କାହ୍ନୁ ଚରଣ ପ୍ରଧାନ l ୧୦/୭/୧୬ ମସିହାରେ ଦାରିଙ୍ଗବାଡ଼ି ବ୍ଲକର କିରlମହାରେ ମଡ଼ର ମାମଲରେ ଜେଲରେ ସଜା…

ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଜଳିଗଲା ଘର

ଫୁଲବାଣୀ (୧୩/୦୨) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ତହସିଲ ଅନ୍ତର୍ଭୁକ୍ତ ଆର୍ ନୂଆଗାଁ କଲରାପାଜୁ ଗ୍ରାମର ପ୍ରହଲ୍ଲାଦ କହଁର (୫୫) ଙ୍କ ଘରେ ଆଜି ଅପରାହ୍ନ ସମୟରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଘର ଜଳିଗଲା । ନିଆଁ ଲାଗିବା ଫଳରେ ଘରେ ଥିବା ଲୁଗା ପଟା, ଧାନ,ଚାଉଳ ସମେତ ୪୫ ହଜାର…

ଡୁଲୁରିଠାରେ କାର ଦୁର୍ଘଟଣା, ମହିଳାଙ୍କ ସମେତ ଦୁଇ ଗୁରୁତର

ସଂଙ୍କେତ ଫଳକ ନଥିବାରୁ ଦୁର୍ଘଟଣା ଘଟୁଛି ଦାରିଙ୍ଗବାଡ଼ି ୧୩/୦୨ : ଦାରିଙ୍ଗବାଡ଼ି ଡୁଲୁରୀ ପାଇନ୍‌ ଜଙ୍ଗଲ ବ୍ରିଜ୍‌ ନିକଟରେ ଦୁର୍ଘଟଣା । ପାଣି ପମ୍ପ ହାଉସର ପାଚେରୀ ରେ ବାଡେଇ ହୋଇ ଓଲଟି ପଡ଼ିଲା କାର, ଫଳରେ କାର୍ ରେ ବସିଥିବା ଦୁଇ ଜଣ ଗୁରୁତର ତିନି ଆହତ ହୋଇଛନ୍ତି। ଖବର ଅନୁଯାୟୀ,…

ସ୍ଵର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର ଓ ସାଧୁ ଅର୍ଜୁନ ସାହୁଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର, ତା.୧୩/୦୨ : ସ୍ଥାନୀୟ ସିଟି ହାଇସ୍କୁଲ ରୋଡ ସ୍ଥିତ ମାନସ ଭବନ ପରିସରରେ ସ୍ଵର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର୍ ଓ ସାଧୁ ଅର୍ଜୁନ ସାହୁଙ୍କ ବିୟୋଗରେ ଏକ ଶୋକ ସଭା ବରିଷ୍ଠ ସମାଜସେବୀ ତଥା ମାନସ ଭବନ ସଭାପତି ଶିଏଚ୍. ସନ୍ତୋଷ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ହୋଇ…

ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଲାଗି ବ୍ରାହ୍ମଣୀଗାଁରେ ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ

ଦାରିଙ୍ଗବାଡି : ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଦଳୀୟ ପାର୍ଥିଙ୍କୁ ଜିତେଇବାକୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦଳର ତତ୍ପରତା ସେହି ହାରରେ ବୃଦ୍ଧି ପାଇ ନେତା ମାନେ ଗାଁ ଗାଁରେ ପହଞ୍ଚି ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। ବିଜେପି ଦଳର ବରିଷ୍ଠ ନେତା…