Browsing Category

ଆଞ୍ଚଳିକ

ଓଡିଶା ପୁଲିସ ମହାନିର୍ଦେଶକଙ୍କ ସ୍ୱାଭିମାନରେ ମାଓ ଅଞ୍ଚଳ ଗସ୍ତ ଓ ନିର୍ବାଚନ ସମୀକ୍ଷା

ମାଲକାନଗିରି ଚିତ୍ରକୋଣ୍ଡା (୧୧/୦୨) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱଭିମାନଞ୍ଚଳର ହନ୍ତାଳଗୁଡ଼ା ଓ ଯୋଡ଼ାମ୍ବ ବିଏସଏଫ କ୍ୟାମ୍ପ ରେ ଓଡିଶା ପୁଲିସ ମହାନିର୍ଦେଶକ ସୁନୀଲ ବଂଶଲ। ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପ ଠାରେ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଅବତରଣ କରିବା ପରେ ସେଠାରେ…

ମହିଳାଙ୍କ ଆତ୍ମହତ୍ୟା

ହିଞ୍ଜିଳିକାଟୁ, (୧୧/୨) : ହିଞ୍ଜିଳି ଥାନା ଶାସନଆମ୍ବଗାଁର ଜୈନିକା ବିବାହିତା ମହିଳା ଗୁରୁବାର ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ଶାସନ ଆମ୍ବଗାଁ ଗ୍ରାମର ପୁଜା ବେହେରା (୨୪) । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୨/୨୨ ରେ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ମୃତଦେହକୁ…

ୟୁନିସେଫ୍ ଆନୁକୂଲ୍ୟରେ ଶିଶୁ ଗୃହ ଅନ୍ତେବାସୀମାନଙ୍କୁ ସ୍ବଚ୍ଛତା ସାମଗ୍ରୀ ବଣ୍ଟନ

ମାଲକାନଗିରି (୧୧/୦୨) ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଶିଶୁ ଗୃହରେ ରହୁଥିବା ପାଖାପାଖି ୨୦୦ ରୁ ଉର୍ଦ୍ଧ୍ବ ଅନ୍ତେବାସୀ ମାନଙ୍କୁ ସ୍ବଚ୍ଛତା ସାମଗ୍ରୀ ପ୍ୟାକେଟ ଯୋଗାଇ ଦିଆଯାଇଛି । ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସ°ସ୍ଥା ୟୁନିସେଫ୍ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଉକ୍ତ…

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭୋଟ ଗଣତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି (୧୧/୦୨) : ଆଜି ଦିବା ୧୧ ଘଟିକା ସମୟରେ, ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି କାର୍ଯ୍ୟକ୍ରମ ଉପରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି | ଏହି…

କଇଁଝର ପଞ୍ଚାୟତର ୨୦ ନଂ ୱାର୍ଡର ୯୦ରୁ ଉର୍ଦ୍ଧ ଭୋଟରଙ୍କ ଭୋଟ ଲିଷ୍ଟ ରେ ନାଁ ନଥିବା ଅଭିଯୋଗ

ଟିକାବାଲି (୧୧/୦୨) : ଟିକାବାଲି ଅନ୍ତର୍ଗତ କଇଁଝର ପଞ୍ଚାୟତ ର କଇଁଝର କୁମ୍ଭାରସାହି କୁହାଯାଉଥିବା ୨୦ନଂ ୱାର୍ଡ ର ୯୦ ରୁ ଉର୍ଦ୍ଧ ଭୋଟର ଙ୍କ ଭୋଟ ଲିଷ୍ଟ ରେ ନାଁ ନଥିବା ଅଭିଯୋଗ ହେଉଛି | ସୂଚନା ଅନୁଯାୟୀ ପ୍ରତ୍ୟକ ତ୍ରିସ୍ତରୀୟ ଏବଂ ସାଧାରଣ ନିର୍ବାଚନ ରେ ଏହି ୨୦ ନଂ ୱାର୍ଡ ର ୨୦୦ ରୁ…

ଦ୍ବିତୀୟ ଥର ପାଇଁ ପଂଚାୟତ ନିର୍ବାଚନ ବର୍ଜନ କରିବେ ମହେଶ୍ୱରପୁର ଗ୍ରାମବାସୀ

ଖଲ୍ଲିକୋଟ : (୧୧/୦୨) ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମବାସୀ ଚଳିତ ୨୦୨୨ ପଂଚାୟତ ନିର୍ବାଚନ ବର୍ଜନ କରିବା ନେଇ ଗ୍ରାମବାସୀ ନିଷ୍ପତି ନେଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାଇ ଖଲ୍ଲିକୋଟ ବ୍ଲକ ର ମହେଶ୍ୱରପୁର ଗ୍ରାମ ସ୍ୱାଧୀନତା ପରଠାରୁ ଓ ଖଲ୍ଲିକୋଟ ବ୍ଲକ ଗଠ…

ଖଜୁରୀ ରସ ଓ ସଲପ ରସରେ ଭାସୁଛି ବନ୍ଧଗଡ଼

ଫୁଲବାଣୀ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜୋର ସୋରରେ ଚାଲିଥିବା ବେଳେ ସେ ରକମରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏଥର ନୋଟ ବଦଳରେ ଖାଲି ଭାସୁଛି ଖଜୁରୀ ଓ ସଲପ ରସ । ଆଜକୁ ଦୁଇ ମାସ ହେଲା ତେଜମାହା, ବାଲକିଦାଡି ଅଞ୍ଚଳରେ ଯୋରସୋରରେ…

ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା ଅଧିକାରୀଙ୍କ ଦିନିକିଆ ନବରଙ୍ଗପୁର ଜିଲ୍ଲା ଗସ୍ତ

ନବରଙ୍ଗପୁର : ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା ଅଧିକାରୀ ଡଃ ରାକେଶ ରଞ୍ଜନ ଠାକୁରଙ୍କ ଦିନିକିଆ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ନବରଙ୍ଗପୁର ଜିଲ୍ଲାରେ ଥିବା ଦଶ ଗୋଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରିଛନ୍ତି | ଏହିସବୁ ବନ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ହେଲା…

ସହରାଞ୍ଚଳ ନିର୍ବାଚନ ସକାଶେ ଭୋଟର ତାଲିକା ପ୍ରକାଶିତ

ଛତ୍ରପୁର (୧୧/୦୨) : ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ନିର୍ବାଚନ ଅନୁଷ୍ଠିତହେବ । ଏଥି ସକାଶେ ଭୋଟର ତାଲିକା ପ୍ରସ୍ତୁତ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜାନୁଆରୀ ୨୦୨୨ରେ ପ୍ରକାଶିତ ବିଧାନ ସଭା ଭୋଟର ତାଲିକାକୁ ଭିତ୍ତିକରି ପ୍ରାଥମିକ ଭୋଟର ତାଲିକା…

ଜିଲ୍ଲାରେ ବାଲ୍ୟ ବିବାହ ଉଛେଦ କୁ ନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଜିତ…

ନବରଙ୍ଗପୁର : ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ଅନ୍ଵେଷା ଅଭିଯାନ। କମ୍ ବୟସରେ ବିବାହ ବନ୍ଧନ ରେ ନବାନ୍ଧି ପିତା ମାତା ଓ ସଂପ୍ରଦାୟକୁ ବୁଝାଇ କିଶୋରୀ ମାନଙ୍କର ପ୍ରତିଭାକୁ ବିକଶିତ କରିବା…