Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ । ବସ ଚାଳକଙ୍କ ସାହସ ଏବଂ ଉପସ୍ଥିତ ବୁଦ୍ଧି ଯୋଗୁଁ ବିପଦ ଟଳିଗଲା
ଫୁଲବାଣୀ (୯/୨) : ଆଜି ମା ପାଟଖଣ୍ଡା ନାମକ ଏକ ଯାତ୍ରୀବାହୀ ବସ ନଂ OR05AV 3065 ସାରଙ୍ଗଡ଼ ରୁ ମୁଜାଗଡ଼ ଅଭିମୁଖେ ବାହାଘର କାର୍ଯ୍ୟରେ ଯାତ୍ରୀଙ୍କୁ ଧରି ଯାଉଥିବା ବେଳେ କଳିଙ୍ଗା ଘାଟି ୫କିମି ଅତିକ୍ରମ କରିବା ପରେ ଗାଡିର ବ୍ରେକ ଫେଲ ହୋଇଯାଇଥିବା ଚାଳକ ଜାଣି ପାରି ବସରେ ବସିଥିବା!-->!-->!-->…
କନ୍ଧମାଳରେ ସାଂସଦଙ୍କ ଧୂଆଁଧାର ପ୍ରଚାର
ଫୁଲବାଣୀ (୯ ।୨) : କନ୍ଧମାଳ ଜିଲ୍ଲାର ବିଭିନ୍ନ ଜିଲ୍ଲା ପରିଷଦ ଜୋନରେ ବିଜେଡ଼ି ପ୍ରାର୍ଥୀଙ୍କ ସପକ୍ଷରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଧୂଆଁଧାର ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ଜିଲ୍ଲା ପରିଷଦ ଜୋନରେ ଶ୍ରୀ ସାମନ୍ତଙ୍କ ପ୍ରଚାର ସମୟରେ ବିପୁଳ ଜନ ସମର୍ଥନ ପରିଲକ୍ଷିତ!-->…
ପୋଲିସ ପ୍ରଶାସନ ପକ୍ଷରୁ ହିଞ୍ଜିଳି ଓ ପାଟପୁର ଥାନା ଅଞ୍ଚଳରେ ଫ୍ଲାଗମାର୍ଚ୍ଚ
ହିଞ୍ଜିଳିକାଟୁ (୯/୨) : ଫେବୃୟାରୀ ୧୬ ତାରିଖରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକରେ ଫେବୃୟାରୀ ୧୬ ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ!-->…
ଟ୍ୟୁସନ୍ ଯିବ କହି ଘରକୁ ଫେରିଲାନି ପୁଅ, ପରିବାର ପକ୍ଷରୁ ଥାନାରେ ଏତଲା : ପୋଲିସର ତଦନ୍ତ ଆରମ୍ଭ
ବାଲିଗୁଡ଼ା : ଟ୍ୟୁସନ୍ ଯାଉଛି କହି ଘରକୁ ଆଉ ଫେରିଲାନି ପୁଅ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ।
ସୂଚନା ପ୍ରକାରେ ଗମଙ୍ଗଳ ବାର ସକାଳ ୭ଟା ସମୟରେ ବାଲିଗୁଡ଼ା ବିଜ୍ଞାପିତ!-->!-->!-->…
ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ, ମହିଳା ଗୁରୁତର
ଦାରିଙ୍ଗବାଡ଼ି(୯/୨), ପ୍ରେମ ଜନିତ ଘଟଣା କୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ମହିଳା । ଏହାରି ଫଳରେ ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡ଼ି ମେଡିକାଲରେ ଭର୍ତି ହୋଇ ଚିକିଶ୍ଚିତ ହୋଇଥିବା ଦେଖିବାକୁ ମିଳିଛି । ଗୁରୁତର ମହିଳା ଜଣକ ହେଲେ ବି.ଡକେବାଡ଼ି ଗ୍ରାମର ଅନିତା!-->!-->!-->…
ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨ ବର୍ଷ ଜେଲ ୧୫ ହଜାର ଜରିମାନା
ଫୁଲବାଣୀ : ଫୁଲବାଣୀ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍ ଭାସ୍କରଚନ୍ଦ୍ର ସାହୁ ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୯ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ହରିବନ୍ଧୁ!-->!-->!-->…
ନିଜ ଦଳ ସପକ୍ଷରେ ଭୋଟ ଦେବାକୁ ବିଧାୟକଙ୍କ ନିବେଦନ
ଦାରିଙ୍ଗବାଡ଼ି (୯/୨) : ଦାରିଙ୍ଗବାଡ଼ି ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ଫେବୃଆରୀ ୨୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବୁଧବାର ଦିନ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବ୍ଲକର ୧୧ ନମ୍ବର ଜୋନର ଗ୍ରିନବାଡ଼ି ପଞ୍ଚାୟତ ର ତଗାପାଙ୍ଗା ଗ୍ରାମରେ ଏବଂ ଦନେକ!-->!-->!-->…
ପ୍ରିଜାଇଡିଂ ଓ ପ୍ରଥମେ ପୋଲିଂ ଅଧିକାରୀଙ୍କୁ ତାଲିମ ପ୍ରଦାନ
ଦାରିଙ୍ଗବାଡ଼ି (୯/୨) : ଦାରିଙ୍ଗବାଡ଼ି ଡ଼ଃ ବିଆର ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରିଜାଇଡିଂ ଓ ପ୍ରଥମ ପୋଲିଂ ଅଧିକାରୀ ମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଶିକ୍ଷକ ଭାବେ ଦାରିଙ୍ଗବାଡି ବିଡିଓ!-->!-->!-->…
ପୁଣି କିଛି ଦିନ ବ୍ୟବଧାନ ପରେ କନ୍ଧମାଳରେ ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ
ଫୁଲବାଣୀ : ପୁଣି କିଛି ଦିନ ବ୍ୟବଧାନ ପରେ କନ୍ଧମାଳ ରେ ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ ମାନେ l ସୋମବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କିଆମୁଣ୍ଡା ଗ୍ରାମ ରେ ରାସ୍ତା କାମ ରେ ଲାଗିଥିବା ଜେସିବି ଓ ଟ୍ରାକ୍ଟର କୁ ପୋ ଡିଦେଇ ଛନ୍ତି ମାଓବାଦୀମାନେ!-->!-->!-->…
କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ: କେକେବିଏନ୍ ପକ୍ଷରୁ ବ୍ୟାନର ଓ ପୋଷ୍ଟର ଜାରି
ବାଲିଗୁଡ଼ା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ । ଗତ କିଛିଦିନ ପୂର୍ବରୁ ତୁମୁଡ଼ିବନ୍ଧ ଥାନା ବେନାରବାହାଲ ଅଞ୍ଚଳରେ ମାଓ ପୋଷ୍ଟର ଜାରି ହୋଇଥିବା ବେଳେ ମଙ୍ଗଳବାର ଦିନ ଫିରିଙ୍ଗିଆ ଥାନା ଅଞ୍ଚଳରେ ରାସ୍ତା କାମକୁ ବିରୋଧ କରି!-->…