Browsing Category

ଆଞ୍ଚଳିକ

“ଜଗୁଆର ଏକାଡେମୀ ଅଫ ମାର୍ଶାଲ ଆର୍ଟ “ ହିଞ୍ଜିଳିକାଟୁ ଓ ବ୍ରହ୍ମପୁର ର ଛାତ୍ରଛାତ୍ରୀମାନେ ରଙ୍ଗ ଵେଲ୍ଟ ପଦୋନ୍ନତି…

ହିଞ୍ଜିଳିକାଟୁ ତା ୬/୨:ଗଞ୍ଜାମଜିଲ୍ଲା ଟାଇକୋଣ୍ଡୋ ଏକାଡେମୀ ଏସୋସିଏସନ ତରଫରୁ ରବିବାର ପୂର୍ବାହ୍ନ ୮ ଘଣ୍ଟା ସମୟରେ ଛତ୍ରପୁର ଲକ୍ଷ୍ମଣ ଭବନ ପରିସରରେ ୨୫ ତମ ରଙ୍ଗ ବେଲ୍ଟ ପଦୋନ୍ନତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜାଗୁଆର ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ହିଞ୍ଜିଳିକାଟୁ ର…

ଉତ୍କଳ କୋରାଟେ ସ୍କୁଲ ଟିକାବାଲି ଠାରେ ବେଲ୍ଟ ଗ୍ରେଡିଙ୍ଗ ଟେଷ୍ଟ ଅନୁଷ୍ଠିତ

ଟିକାବାଲି : (୦୬/୦୨) ଟିକାବାଲି ଉତ୍କଳ କୋରାଟେ ସ୍କୁଲ ର 2022 ମସିହା ପାଇଁ ବାର୍ଷିକ ପରୀକ୍ଷା ଯଥା ଉତୀର୍ଣ୍ଣ ପରୀକ୍ଷା ଅନୁଷ୍ଟିତ ହୋଇଯାଇଛି। ଉତ୍କଳ କୋରାଟେ ସ୍କୁଲ ଓଡିଶା ର ଚିପ ଇନଷ୍ଟ୍ରକଟର ତଥା ବ୍ଲାକ ବେଲ୍ଟ 4 ର୍ଥ ଡନ ଜୁନେଷ ଦିଗାଲଙ୍କ ତତ୍ତ୍ବାବଧାନରେ ଏହି ଗ୍ରେଡିଙ୍ଗ…

ନିୟମତ ଚାକିରୀ ନଥାଇ ସରକାରୀ ନିୟମରେ ଅବସର

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ 2002ମସିହାଠାରୁ ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମକୁ ନେଇ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ପରିଚାଳିତ ହେଉଛି I ଏହା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା OSEPAକର୍ତ୍ତୁପକ୍ଷଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ଷମ ହୋଇ…

କବି ସମ୍ରାଟ ଓ କବିସୂର୍ଯ୍ୟ ଜୟନ୍ତୀ ପାଳିତ

ବ୍ରହ୍ମପୁର, (୦୬/୦୨) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଭାରତୀୟ ତାଲିମ ଓ ବିକାଶ ସମାଜ ତତଫରୁ ବସନ୍ତ ପଞ୍ଚମୀ ଶୁଭ ଅବସର ରେ କବି ସମ୍ରାଟ ଓ କବିସୂର୍ଯ୍ୟ ଙ୍କ ଜୟନ୍ତୀ ସମାରୋହ କୋଭିଡ କଟକଣା ଯୋଗୁଁ ସନ୍ଧ୍ୟା-୦୭-୩୦ ସମୟ ଗୁଗଲ ଲିଙ୍କ ଜରିଆରେ ଅଧ୍ୟକ୍ଷ ପ୍ର, ରଘୁନାଥ ପଣ୍ଡା ଙ୍କ…

ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁଘଟଣା ଗ୍ରସ୍ତ : ଅଳ୍ପକେ ବର୍ତିଲେ ମନ୍ତ୍ରୀ…

ଫୁଲବାଣୀ : ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ଭେଟ କୋଲ୍ ଘlଟିରେ ଭାରସାମ୍ୟ ହରାଇବା ଯୋଗୁଁ ଦୁର୍ଘଟଣା ଘଟିଛି l ଗାଡ଼ିଟି ରାସ୍ତା କଡକୁ ଖସି ଯାଇଥିଲା lତେବେ ଅଳ୍ପକେ ବର୍ତ୍ତୀ ଯାଇଥିଲେଲେ ମନ୍ତ୍ରୀ ଜେନା l ମନ୍ତ୍ରୀ ଜେନା ପ୍ରଥମ ଗାଡ଼ିରେ…

ସଡ଼କ ଦୁର୍ଘଟଣାରେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ : ସ୍ତ୍ରୀ ଗୁରୁତର…

ବାଲିଗୁଡା,:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ନିକଟସ୍ଥ ଏଫସିଆଇ ଗୋଦାମ ନିକଟରେ ଏକ ହୋଣ୍ଡାଇ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି | ଘଟଣାରୁ ପ୍ରକାଶ ଯେ, ଦାରିଙ୍ଗବାଡି ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ଏକ…

ରାୟଗଡ଼ା : ପଡେଇକାନି ରେ ମାଁ ଠାକୁରାଣୀଙ୍କ ବାଲାଣି ପର୍ବ

ରାୟଗଡ଼ା : ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଳକ ରେ ସରସ୍ବତି ପୂଜା ପରିବର୍ତ୍ତେ ଗାଁ ଗାଁ ରେ ଆଦିବାସୀ ଙ୍କ ପରମ୍ପରା ଅନୁଯାୟୀ ମାଁ ଠାକୁରାଣୀଙ୍କ ବାଲାଣି ପର୍ବ ପାଳନ କରାଯାଉଛି। ଏହି ଠାକୁରାଣୀ ପର୍ବ ରେ ଆଦିବାସୀ ପାରମ୍ପରିକ ରୀତିନୀତି ଅନୁସାରେ ଜ୍ଵର, ବେମାର ହେଲେ…

ଚାକିରି ଦେବା ନାଆଁରେ ଠକେଇ: ଭୁବନେଶ୍ୱରରୁ ଗିରଫ ହେଲେ ୩ ମୋଷ୍ଟୱାଣ୍ଟେଡ

ଭୁବନେଶ୍ୱର: ଚାକିରି ଦେବା ନାଆଁରେ ଲୋକଙ୍କୁ ଠକୁଥିବା ୩ଜଣ ଯୁବକ ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି। ଚନ୍ଦ୍ରଶେଖରପୁର ଥାନା ସହାୟତାରେ ୩ ଜଣଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୁଲିସ।ମିଳିଥିବା ସୂଚନା ଅନୁଯାୟୀ, ବେଙ୍ଗାଲୁରୁ ପୁଲିସର ସ୍ୱତନ୍ତ୍ର ଟିମ ଚନ୍ଦ୍ରଶେଖରପୁର ଥାନା ସହାୟତାରେ ୨୦ ଲକ୍ଷ…

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି…

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଞ୍ଚଳରେ ଆଜି ପୂର୍ବହ୍ନରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏନେଇ ଗଣମାଧ୍ୟମ ପରାମର୍ଶଦାତା ମାନସ…

କୋଭିଡ଼ରେ ଛାତ୍ରୀଙ୍କ ମୃତ୍ୟୁ

ଦାରିଙ୍ଗବାଡ଼ି, ୦୫/୦୨, ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି। ଏହା ଚଳିତ ତୃତୀୟ ଲହରୀର ପ୍ରଥମ ଘଟଣା ବୋଲି ଜଣାପଡ଼ିଛି। ମୃତକ ଜଣକ ଦଶମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡ଼ିଛି। ସେ ଗତ କିଛି ଦିନ ହେଲା ରକ୍ତହୀନତା ସହିତ ଏକାଧିକ ରୋଗରେ ଆକ୍ରାନ୍ତ…