Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଓଡ଼ଗାଁ ପୋଲିସର ଅପରେସନ ଷ୍ଟ୍ରାଇକ : ୫ ଲିଟର ଦେଶୀ ମଦ ଜବତ ଓ ଜଣେ ଗିରଫ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଅପରେସନ ଷ୍ଟ୍ରାଇକ ମାଧ୍ୟମରେ ୫ ଲିଟର ଦେଶୀ ମଦ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି।ଗିରଫ ଜଣକ ନନ୍ଦିଘୋର ଗ୍ରାମର ସନ୍ତୋଷ କୁମାର ପରିଡ଼ା । କୌଣସି ପୂର୍ବ ସୂଚନା ନଥାଇ ଓଡ଼ଗାଁ ପୋଲିସ ଓଡ଼ଗାଁ ଅଞ୍ଚଳର ବିଭିନ୍ନ ହୋଟେଲ ଏବଂ ଲଜ!-->…
ରୋଷୋଇ ସମୟରେ ଗ୍ୟାସ ଟାଙ୍କିରେ ଲାଗିଲା ନିଆଁ, ଦୁର୍ଘଟଣାରୁ ଅଳ୍ପେକେ ବର୍ତ୍ତିଲେ ପରିବାର…
ମାଲକାନଗିରି : ଆଜି ସଦର ମହକୁମା ପୁରୁଣା ପୋଷ୍ଟଅଫିସ ସାହି ବି ପ୍ରକାଶଙ୍କ ଘରେ ମକର ସଂକ୍ରାନ୍ତି ବା ପୋଙ୍ଗଲ ପାଇଁ ଉତ୍ସବ ମୁଖର ହୋଇଥିବା ବେଳେ ପାରମ୍ପାରିକ ରୀତି ନୀତି ଅନୁସାରେ ପିଠାପଣା କରିବା ନିମନ୍ତେ ଜୋର ସୋରରେ ପ୍ରସୁତି ହେଉଥିଲା । ପରମ୍ପରା ଅନୁସାରେ ପରିବାର ର ସମସ୍ତ ସଦସ୍ୟ!-->…
ଆସିକା ପୋଲିସ ଉପଖଣ୍ଡରେ ମିଳିତ ଚଢ଼ାଉ : ୭ ଏମ.ଏମ ମାଉଜର ସହିତ ଜୁଆଡ଼ି ଗିରଫ
ବ୍ରହ୍ମପୁର : ଗତକାଲି ରାତ୍ରୀ ରେ ଆସିକା ଏସ.ଡି.ପି.ଓ ସନ୍ତୋଷ କୁମାର ଜେନା ଙ୍କ ନେତୃତ୍ୱରେ ପୋଲିସ ର ଏକ ଟିମ ଆସିକା ଥାନା ଅଧିକାରୀ କୁଳମଣି ସେଠୀ ଙ୍କ ସହିତ କାଳଷଣ୍ଢ ପୁର ନିକଟ ଋଷିକୂଲ୍ୟା ନଦୀ ବ୍ରିଜ ଉପରୁ ଆଜି ଭୋର ରୁ ଦୁଇ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଦୁଇଟି ୭ ଏମ!-->…
ଫେରାର ଥିବା ଆନ୍ତରାଜ୍ୟ କୁଖ୍ୟାତ ଗଞ୍ଜେଇ ମାଫିଆ ଗିରଫ
ବାଲିଗୁଡା : ସମଗ୍ର କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ସଂଗ୍ରହ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ବାରମ୍ବାର ଚାଲାଣ କରି ଜେଲ କୁ ଯାଇ ପୁଣି ହାଇକୋର୍ଟ ରୁ ବେଲ ଆଣି ଖୁଲମ ଖୁଲା ଭାବେ ପୁଣି ଗଞ୍ଜେଇ ଚାଲାଣ କରି ଫେରାର ଥିବା ଜଣେ କୁଖ୍ୟାତ ଗଞ୍ଜେଇ ବେପାରୀ କୁ ବାଲିଗୁଡା ପୋଲିସ ତାଙ୍କ ନିଜ ଘରୁ!-->…
ଆକ୍ସନ ମୁଡ଼ରେ ଆସିକା ପୋଲିସ : ବିଭିନ୍ନ ସ୍ଥାନରୁ ଚୋରା ବାଲି ଚାଲାଣ ବେଳେ ୯ ହାଇୱା ଅଟକ..!
ବ୍ରହ୍ମପୁର : ଆସିକା ଅଞ୍ଚଳରେ ବେଆଇନ ବାଲି ଘାଟ ଚାଲିଛି। ବହୁ ଚର୍ଚ୍ଚିତ କେନ୍ଦୁପଦର ବେଆଇନ ବାଲି ଘାଟ ରୁ ଜେସିବି ଓ ହାଇୱା ଜବତ କରିବା ପରେ ବିନା ଜରିମାନା ରେ ଛାଡ଼ି ଦେବା ଯୋଗୁଁ ଜୁନିଅର ମାଇନିଙ୍ଗ ଅଫିସର ନିଲମ୍ବିତ ହୋଇ ଥିଲେ। ଏହି ବେଆଇନ ଘାଟ ଉପରେ ମହିଳା ନେତ୍ରୀ ଅଚାନକ ଚଢ଼ାଉ!-->…
ଟିକାବାଲି ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଅଭାବ
ବାଲିଗୁଡା, (୧୪/୦୧) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବା ଦେଖିବାକୁ ମିଳିଛି। ସରକାର ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରୁଥିବା ବେଳେ ଟିକାବାଲି ବ୍ଲକର ବାସ୍ତବ ଚିତ୍ର!-->…
ଦାରିଙ୍ଗବାଡିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ : ଇକୋ ରିଟ୍ରିଟ ସହ ହିଲଭିୟୁ ପାର୍କ ବୁଲି ଦେଖିଲେ
ବାଲିଗୁଡା, (୧୪/୦୧) : ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରଥମ ଦାରିଙ୍ଗବାଡି ଗସ୍ତ ରେ ଆସି ସେ ପ୍ରଥମେ ଇକୋ ରିଟ୍ରିଟ ପରିସରରେ ପହଞ୍ଚିଥିଲେ। ସେଠାରେ ଇକୋ ରିଟ୍ରିଟ ବୁଲିବା ସହ ପର୍ଯ୍ୟଟକଙ୍କ ସହ ଆଲୋଚନା କରିଥିଲେ। ତେବେ ପର୍ଯ୍ୟଟନ କ୍ଷେତ୍ରକୁ ସଂଯୋଗ କରୁଥିବା ରାସ୍ତା ଗୁଡିକର ଉନ୍ନତି!-->…
ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ କାର୍ଯ୍ୟକ୍ରମ ଉଦ୍ଘାଟିତ
ନୟାଗଡ଼,୧୪/୦୧ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ସ୍ଥିତ ପିଏମ ଶ୍ରୀ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ବିଦ୍ୟାଳୟ ସ୍ତରୀୟ ପିଏମ ଶ୍ରୀ ଉତ୍ସବ କାର୍ଯ୍ୟକ୍ରମ ଉଦ୍ଘାଟିତ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ବିଧାନସଭାର!-->…
ମାଲକାନଗିରି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ
ମାଲକାନଗିରି (୧୪ /୧/ ୨୦୨୬) : ମାଲକାନଗିରି ଜିଲ୍ଲାର ସର୍ବପୁରାତନ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ହର୍ଷ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏହି ଉତ୍ସବ ଉପଲକ୍ଷେ, ସ୍ଥାନୀୟ ହନୁମାନ ମନ୍ଦିର ଠାରୁ କ୍ରୀଡ଼ା ମଶାଲ ଶୋଭା!-->…
ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୧୮ରେ ରଣପୁର ବ୍ଲକ ଅଡିସନ
ନୟାଗଡ଼,୧୪/୧(ନିସର୍ତ୍ତ) : ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୩ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ ଆସନ୍ତା ୧୮ ତାରିଖ ରବିବାର ଦିନ କଳିଙ୍ଗ ଲୋଟସ ସେଣ୍ଟ୍ରାଲ ଏକାଡେମୀ, ରଣପୁର ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଏକାଡେମୀ ପରିସରରେ ବୁଧବାର!-->…