Browsing Category

ଆଞ୍ଚଳିକ

ଜିଲ୍ଲାରେ ୨୪ ଘଣ୍ଟିଆ ପେଟ୍ରୋଲ ପମ୍ପ ସେବା ପାଇଁ ଲୟର୍ସ ଆସୋସିଏସସନ ପକ୍ଷରୁ ସାଂସଦକୁ ଦାବିପତ୍ର ପ୍ରଦାନ…

ମାଲକାନଗିରି,୫l୩ ମାଲକାନଗିରି ଜିଲ୍ଲା ଲୟର୍ସ ଆସୋସିଏସନ ପକ୍ଷରୁ ଜିଲ୍ଲାରେ ୨୪ ଘଣ୍ଟିଆ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ସାଂସଦଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଗସ୍ତରେ ଆସିଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝିଙ୍କୁ ଜିଲ୍ଲା ଲୟର୍ସ ଆସୋସିଏସନ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ

ରାଷ୍ଟ୍ରୀୟ ଲୋକ ଅଦାଲତ ନିମନ୍ତେ ବୁଲିଲା ସଚେତନତା ରଥ…

ଛତ୍ରପୁର, ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ଆସନ୍ତା ୮ତାରିଖ ଦିନ ଛତ୍ରପୁର କୋର୍ଟ ପରିସରରେ ଚଳିତ ବର୍ଷ ର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି। ଏହାର ବ୍ୟାପକ ପ୍ରଚାର ଏବଂ ଲୋକଙ୍କୁ ସଚେତନତା କରିବା ନିମନ୍ତେ ବୁଧବାର କୋର୍ଟ ପରିସର ରେ ଏକ ସଚେତନତା ରଥର

ଦୁଇମାସ ହେଲା ଷ୍ଟେଟବ୍ୟାଙ୍କ ଏଟିଏମ ଅଚଳ : ଭେଣ୍ଡରର ସମସ୍ୟା ଯୋଗୁଁ ଟଙ୍କା ଲୋଡିଂ ହୋଇପାରୁନି…

ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ୍‌ରେ ଟଙ୍କା ଲୋଡିଂ ହୋଇପାରୁନଥିବା ଯୋଗୁଁ ଅଧିକାଂଶ ସ୍ଥାନରେ ଏହା ଅଚଳ ହୋଇ ରହିଥିବା ଜଣାଯାଇଛି। ଏହି ସମସ୍ୟା ଫେବ୍ରୁଆରି ମାସରୁ ଆରମ୍ଭ ହୋଇଯାଇଥିବା ବେଳେ ଅଦ୍ୟାବଧି ସୁଦ୍ଧା

ଛତ୍ରପୁର ଠାରେ ପ୍ରବାଦ ପୂରୁଷ ବିଜୁପଟ୍ଟନାୟକଙ୍କ ୧୦୯ତମ ଜନ୍ମଜୟନ୍ତୀ ପାଳିତ

ଛତ୍ରପୁର, : ବିଜୁ ଜନତା ଦଳ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ମହାନ ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି । ସ୍ଥାନୀୟ ଲୋୟର ବସଷ୍ଟାଣ୍ଡସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀ ମାନେ ପୁଷ୍ପମାଲ୍ୟ

ହିଞ୍ଜିଳି : ବିଜୁବାବୁଙ୍କ ୧୦୯ ତମ ଜନ୍ମ ଜୟନ୍ତି ପାଳିତ

ହିଞ୍ଜିଳିକାଟୁ, ୫ା୩: କଳିଙ୍ଗର ବରପୁତ୍ର, ଜନନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ବୁଧବାର ହିଞ୍ଜିଳି ବିଜେଡି ପକ୍ଷରୁ ବିଜୁବାବୁଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ବିଧାୟକଙ୍କ ପୈାର‌ପରିଷଦ ପ୍ରତିନିଧି ପ୍ୟାରୀମୋହନ

ନବରଙ୍ଗପୁର ଠାରେ” ଦିଶା “କମିଟି ବୈଠକ ଅନୁଷ୍ଠିତ…

ନବରଙ୍ଗପୁର ତା ୪.୩.୨୦୨୫: ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ମାନ୍ୟବର ଲୋକସଭା ସାଂସଦ ବଳଭଦ୍ର ମାଝିଙ୍କ ଅଧକ୍ଷତାରେ" ଦିଶା" କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଏହି ବୈଠକରେ, ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାନ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଡାବୁଗାଁ ବିଧାୟକ

ବ୍ଯାଙ୍କ ମଧ୍ୟରୁ ଉଧାର ହେଲା ୬ଫୁଟ ଲମ୍ବର ସାପ…

ମାଲକାନଗିରି : ବ୍ଯାଙ୍କ ମଧ୍ୟରେ ସାପ ଏହି ଭଳି କଥା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟଏହା ସତ୍ୟ । ଏହିଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରିରେ । ଖବର ଅନୁଯାୟୀ ମାଲକାନଗିରି ସଦର ମହକୁମା ଡିଏନକେରେ ଥିବା ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ସବୁ ଦିନ ଭଳି ଆଜି ସକାଳ ୧୦ଟା ସମୟରେ ଖୋଲା

ଏନ ଏ ସି ପକ୍ଷରୁ ସାର୍ଟିଫାୟେ କପି ନଦେବାରୁ ଅଫିସ୍ ସମ୍ମୁଖରେ ଧାରଣାରେ ବସିଲେ କାଉନସିଲର…

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ବାଲିମେଳା ଏନ୍ ଏ ସି ରେ ଏକ ନମ୍ୱର ୱାର୍ଡର କାଉନସିଲର ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ତେବେ କାଉନସିଲର

ମାଲକାନଗିରି : ସ୍କୁଲ ଛାତ୍ରୀ ମାଆ ହେବା ଘଟଣାକୁ ନେଇ ଜିଲ୍ଲା କଂଗ୍ରେସର ଉଦବେଗ…

ମାଲକାନଗିରି : ରାଜ୍ୟରେ ପ୍ରତ୍ୟେକ ଦିନ ଘଟୁଥିବା ନାରୀ ନିର୍ଯ୍ୟାତନା ଓ ଅତ୍ୟାଚାରକୁ ହୃଦୟଙ୍ଗମ କରି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।ପ୍ରଦେଶ କଂଗ୍ରେସ ତରଫରୁ ଏକ ତଥ୍ୟ ଅନୁଧ୍ୟାନକାରୀ ଦଳ ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର କୁମାର ପ୍ରଧାନଙ୍କ