Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆସିକା ସାଂସଦଙ୍କ ହିଞ୍ଜିଳି ଗସ୍ତ ଥାନା ପରିଦର୍ଶନ ସହ ମନ୍ଦିର ବାର୍ଷିକତ୍ସୋଵରେ ଯୋଗଦେଲେ
ହିଞ୍ଜିଳିକାଟୁ : ଆସିକା ଲୋକସଭା ସାଂସଦ ଅନିତା ଶୁଭ ଦର୍ଶିନୀ ରବିବାର ହିଞ୍ଜିଳି ଗସ୍ତରେ ଆସିଥିଲେ। ରବିବାର ଅପରାହ୍ନରେ ହିଞ୍ଜିଳି ଥାନା ପରିଦର୍ଶନ କରିଥିଲେ। ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଓ ସମସ୍ତ କର୍ମଚାରୀ ସାଂସଦଙ୍କୁ ପୁଷ୍ପଗୁଚ୍ଛ ଦେଇ ପାଛୋଟି ନେଇଥିଲେ। ସାଂସଦ!-->…
ପୂର୍ବ ଶତୃତାକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ : କାତି, ଠେଙ୍ଗା ଓ କୋଡିରେ ଆକ୍ରମଣ, ୫ ଆହତ : ଥାନାରେ ୨…
ହିଞ୍ଜିଳିକାଟୁ : ପୂର୍ବ ଶତୃତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି । ଉଭୟ ପରିବାର ସଦସ୍ୟଙ୍କ ମଧ୍ୟରେ କାତି, ଠେଙ୍ଗା ଓ କୋଡିରେ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଛି । ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ପରିବାରର ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା!-->…
୧୩ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା : ମା’ ମହାମାୟୀ ନିଜ ୫ଭଉଣୀଙ୍କୁ ନେଇ ନିଜ ସାହି ବୁଲିଲେ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ଅସ୍ଥାୟୀ!-->…
ଗଦ୍ରିଙ୍ଗିଆ ଘାଟିରେ ୨୪ ଘଣ୍ଟା ନ ହେଉଣୁ ପୁଣି ଏକ କାଠ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥର ଗଦ୍ରିଙ୍ଗିଆ ଘାଟିରେ ୨୪ ଘଣ୍ଟା ନ ହେଉଣୁ ପୁଣି ଏକ କାଠ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକର ଚାଳକ ବାଲିଗୁଡ଼ା ମେଡିକାଲ ଚିକିତ୍ସିତ ହୋଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ!-->…
ଲାଲ୍ ବ୍ୟାନର୍ ଓ ହାତଲେଖା ପୋଷ୍ଟର୍ ଲଗାଇ ସ୍ଥିତି ଜାହିର କଲେ ମାଓବାଦୀ : ସକ୍ରିୟ ମାଓବାଦୀ ଗେଟେଡ଼ାକୁ ଉଠାଇନେଲା…
ବାଲିଗୁଡା : କନ୍ଧମାଳ ପୁଲିସକୁ ମାଓଦମନ ଅଭିଯାନରେ ବଡ଼ ସଫଳତା ମିଳିଛି। ଗୁଇନ୍ଦା ସୂଚନା ଆଧାରରେ କନ୍ଧମାଳ-ରାୟଗଡ଼ା ଜିଲ୍ଲା ସୀମାନ୍ତ କୋଟଗଡ଼ ଥାନା ଦୁର୍ଗାପାଙ୍ଗା ପଂଚାୟତର ଡିମିଲିରୁ ଗେଟେଡ଼ା ମାଝୀ ନାମକ ଜଣେ ସକ୍ରିୟ ମାଓବାଦୀକୁ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ପରେ ଗେଟେଡ଼ା!-->…
ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର ଘଟଣା, ଜଣେ ଗିରଫ -୨ ଫେରାର : ଛୁରୀ ଜବତ
ହିଞ୍ଜିଳିକାଟୁ : ଗୁରୁବାର ଅପରାହ୍ନରେ ହିଞ୍ଜିଳି ଥାନା ସିକିରି ଗ୍ରାମ ନିକଟରେ ଜଣେ ଯୁବକଙ୍କୁ, ୩ ଜଣ ଯୁବକ ଜୋରଜବରଦସ୍ତ ଅଟୋରୁ ଓହ୍ଲାଇ ଛୁରୀରେ ଆକ୍ରମଣ କରିବା ସହ ନିକଟସ୍ଥ ଚାଷଜମିକୁ ନେଇ ହତ୍ୟା ଉଦ୍ୟମ କରିଥିଲେ। ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ଆହତ ଯୁବକ ଜଣଙ୍କ!-->…
୧୨ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ବନଖଣ୍ଡ କାର୍ଯ୍ୟାଳୟ ବୁଲି ଆସିଲେ ମା’
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ଅସ୍ଥାୟୀ!-->…
ସାର ଓ ବିହନର ଅଧିକୃତ ବିକ୍ରେତା ମାନଙ୍କର ଦୁଇଟି ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ…
ନବରଙ୍ଗପୁର : ଶନିବାର ଦିନ କୃଷକ ତାଲିମ୍ କେନ୍ଦ୍ର, ନବରଙ୍ଗପୁର ରେ ସାର ଓ ବିହନ ର ଅଧିକୃତ ବିକ୍ରେତା ମାନଙ୍କର ଦୁଇଟି ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ପାପଡ଼ାହାଣ୍ଡି, କୋଷଗୁମୁଡ଼ା, ଡାବୁଗାଁ ବ୍ଲକ୍ ର ୭୦ ଜଣ ଅଧିକୃତ ବିକ୍ରେତା ଯୋଗଦାନ କରିଥିଲେ। ଉକ୍ତ!-->…
ଗଦ୍ରିଙ୍ଗିଆ ଘାଟିରେ ବାରମ୍ବାର ଦୁର୍ଘଟଣା ହେଉଛି : ଭାରସାମ୍ୟ ହରାଇ ଓଲଟିଲା ଥଣ୍ଡା ପାନୀୟ ବୋଝେଇ ଟ୍ରକ୍
ବାଲିଗୁଡ଼ା : ଭାରସାମ୍ୟ ହରାଇ ଓଲୋଟିଲା ଥଣ୍ଡା ପାନୀୟ ବୋଝେଇ ଟ୍ରକ୍ । ଏଭଳି ଦୁର୍ଘଟଣା ଘଟିଛି ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ ଗଦ୍ରଙ୍ଗିଆ ଘାଟିର ଏକ ବୁଲାଣିରେ । ସୂଚନା ମୁତାବକ ଏକ ଥଣ୍ଡା ପାନୀୟ ବୋଝେଇ ଟ୍ରକଟି ଖୋର୍ଦ୍ଧା ରୁ ନବରଙ୍ଗପୁର ଯାଉଥିବା ସମୟରେ ଭାରସାମ୍ୟ!-->…
ଟେଲିକମ ସଂସ୍ଥା ସହ ସାଂସଦଙ୍କ ବୈଠକ : ଦୁର୍ଗମ ଅଞ୍ଚଳରେ ନେଟୱାର୍କ ସେବା ଉପରେ ଗୁରୁତ୍ୱ
ମାଲକାନଗିରି : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଟେଲିକମ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ବିଭିନ୍ନ ସ୍ଥାନରେ ମୋବାଇଲ ନେଟୱାର୍କର ଆବଶ୍ୟକତା ରହିଛି । କାରଣ ଯୋଗାଯୋଗ, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଏସବୁର ପୂର୍ଣ୍ଣ ଉପଯୋଗ ହେବ । ଏହି!-->…