Browsing Category

ଆଞ୍ଚଳିକ

ସମର୍ଥକଙ୍କ ସହିତ ବିଜେପିରେ ମିଶିଲେ ଶରଣକୁଳ ସରପଞ୍ଚ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଗ୍ରାମ ପଞ୍ଚାୟତ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ ତାଙ୍କର ଶହେରୁ ଉର୍ଦ୍ଧ୍ବ ସମର୍ଥକ ଙ୍କ ସହିତ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି ।ବିଜେପି ମଣ୍ଡଳ ସଭାପତି ମନୋଜ କୁମାର ସାହୁ, ଗୋଡ଼ିପଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଲିଙ୍ଗରାଜ

ଟାଟାଷ୍ଟିଲ ପକ୍ଷରୁ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଟାଟା ଷ୍ଟିଲ, ମେରାମଣ୍ଡଳି ଏବଂ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧିନସ୍ଥ ପଠାଣି ସାମନ୍ତ ପ୍ଲାନେଟରିୟମ, ଭୁବନେଶ୍ବର ତରଫରୁ ଯୁବ

ମାଲକାନଗିରିରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରରେ ଥିବା ସଂସ୍କୃତି ଭବନରେ ଆଜି ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସାଧାରଣ ଲୋକମାନଙ୍କ ମଧ୍ୟରେ ଇଣ୍ଟରନେଟ ବ୍ୟବହାର ସମୟରେ ସୁରକ୍ଷା ବିଷୟରେ ସଚେତନତା ବୃଦ୍ଧି କରିବା ଥିଲା। ପ୍ରଥମେ

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମାଲକାନଗିରି : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଉପଲକ୍ଷେ ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ସେ ନିଜ ଉଦ୍ବୋଧନରେ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଚଳିତ ଅକ୍ଟୋବର ୨୭ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହେବ । ଅତିରିକ୍ତ

ଆଶାକର୍ମୀଙ୍କ ଧାରଣା ସ୍ଥଗିତ: ୧୦ ଦିନ ପରେ ନେତା ଓ ପ୍ରଶାସନ ହାର ମାନିଲେ

ଉମରକୋଟ : ନବରଙ୍ଗପୁର ଜିଲ୍ଲାରେ ଭାରତୀୟ ମଜଦୁର ସଂଘ ସଂଲଗ୍ନ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ଧାରଣା ୧୦ ଦିନ ପରେ ଶେଷ ହୋଇଛି। ଗତ ଅକ୍ଟୋବର ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି

ବିକ୍ରମ ପଣ୍ଡାଙ୍କୁ ଗିରଫ ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡ଼ି…

ବ୍ରହ୍ମପୁର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେଡ଼ି । ବିଜେଡ଼ି ପକ୍ଷରୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା ବାହାରିଥିଲା । ଏହି

ବ୍ରହ୍ମପୁର ଗୋବିନ୍ଦ ବିହାରରେ ଶ୍ରୀ ରାମଚରିତ ମାନସ ପ୍ରବଚନ : ଭକ୍ତି ଓ ଆଧ୍ୟାତ୍ମିକତାର ମହାସମାଗମ

ବ୍ରହ୍ମପୁର: ଗୋବିନ୍ଦ ବିହାରର ପବିତ୍ର ଶାନ୍ତି କଲ୍ୟାଣ ମଣ୍ଡପରେ ଆଧ୍ୟାତ୍ମିକତାର ଏକ ମନୋରମ ବାତାବରଣ ସୃଷ୍ଟି ହୋଇଛି, ଯେଉଁଠାରେ ୯ ଦିନ ବ୍ୟାପୀ ଶ୍ରୀ ରାମ ଚରିତ ମାନସ ପ୍ରବଚନ ମହୋତ୍ସବ ଅନୁଷ୍ଠିତ ହେଉଛି। ପ୍ରଭୁ ଶ୍ରୀରାମଙ୍କ ଅମର ଗାଥା ଏବଂ ତାଙ୍କର ଆଦର୍ଶ ଜୀବନଶୈଳୀକୁ

ସାଇବର ସୁରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ସାଇବର ସୁରକ୍ଷା ଦିଗରେ ଲୋକଙ୍କୁ ଅଧିକ ସଚେତନ କରାଇବା ସହ ଏହି ସାଇବର ଲୁଟରୁ କିପରି ଲୋକେ ରକ୍ଷା ପାଇବେ ସେନେଇ ଜିଲ୍ଲା ପୋଲିସ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି। ଜିଲ୍ଲାର ବିଭିନ୍ନ ସାଥାନରେ ସାଇବର ସୁରକ୍ଷା ଦିଗରେ ଲୋକଙ୍କୁ ସଚେତନ କରାଇବା

ଛାରଖାର ହେଉଛି ନୟାଗଡ଼ ବନଖଣ୍ଡ: ବନାଞ୍ଚଳ ଅଧିକାରୀଙ୍କ ଜଙ୍ଗଲରେ ପାଦ ପଡୁନି

ନୟାଗଡ଼ : ନୟାଗଡ଼ ବନଖଣ୍ଡରେ ଦିନକୁ ଦିନ ଅସୁରକ୍ଷିତ ହେଉଛନ୍ତି ବନ୍ୟଜନ୍ତୁ ଏବଂ ବୃକ୍ଷଲତା ।ଜଙ୍ଗଲ ସୁରକ୍ଷା ପ୍ରହସନ ରେ ପରିଣତ ହୋଇଛି।ବିଭିନ୍ନ ବନାଞ୍ଚଳ ଅଧିକାରୀ ଅଫିସରେ ବସି କାଗଜ ଚାଷରେ ବ୍ୟସ୍ତ ରହି ଜଙ୍ଗଲରେ ପାଦ ପକାଉନାହାନ୍ତି ।ନୟାଗଡ଼ ବନଖଣ୍ଡ ଅଧିନରେ ନୟାଗଡ଼, ଗଣିଆ, ମହିପୁର,