Browsing Category

ଆଞ୍ଚଳିକ

ଆଦର୍ଶ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବିଭାବକ ଏବଂ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର

ମାଲକାନଗିରି : ମାଥିଲି ବ୍ଲକ ସଦର ମହକୁମା ନିକଟସ୍ଥ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲୋପାମୁଦ୍ରା ମହାରଥୀ ଶିକ୍ଷାର୍ଥୀଙ୍କ ଅଭିଭାବକ ଅର୍ଜୁନ ପୂଜାରୀ ଙ୍କୁ ଦୁର୍ବ୍ୟବହାର କରିଥିଲେ l ଉକ୍ତ ଆଦର୍ଶ ବିଦ୍ୟାଳୟରେ ଅର୍ଜୁନ ଙ୍କ ଝିଅ ପାଠ ପଢୁ ଥିବା ସମୟରେ ଆଦର୍ଶ ବିଦ୍ୟାଳୟର

ଗୁମାକିଆ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଉତ୍ସବ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଞ୍ଚାୟତ ଗୁମାକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁମ୍ବିରା ମଳିକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ

ମୋବାଇଲ ଦୁକାନର ଭେଣ୍ଟିଲେଟର ଭାଙ୍ଗି ଚୋରି

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବିରମିତ୍ରପୁର ଥାନା ଅଧିନସ୍ତ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚେକଗେଟ ସମୁଖରେ ହାଶ୍ମି କମ୍ପ୍ଲେସରେ ଥିବା ଏ ଟୁ ଜେଡ ମୋବାଇଲ ଦୋକାନର ଭେଣ୍ଟିଲେଟର ଭାଙ୍ଗି ଚୋରି ହୋଇ ଥିବା ଜଣା ପଡ଼ିଛି | ଗତ କାଲି ଶୁକ୍ରବାର ଦିନ ପ୍ରାୟ ୮. ୩୦ ସନ୍ଧିୟାରେ ମୋହମ୍ମଦ

ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତାଙ୍କୁ ଶୁଭେଛା ଜଣାଇଲେ ବିଧାୟକ : ଜିଲ୍ଲା ସମସ୍ୟାକୁ ଆଲୋଚନା

ମାଲକାନଗିରି, ୧।୨ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ ପରେ ଜିଲ୍ଲା ସଭାପତି ଓ ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଛା ଜଣାଇଛନ୍ତି ମାଲକାନଗିରି ବିଧାୟକ ନରସିଂହ ମାଡକାମୀ। ଏହି ଅବସରରେ ବିଧାୟକ ଶ୍ରୀ ମାଡକାମୀଙ୍କ ସହ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର

ବେଆଇନ ବାଲି ଚୋରାଚାଲାଣ, ଟ୍ରାକ୍ଟର ଜବତ, ଚାଳକ ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଦେଇ ପ୍ରବାହିତ ଘୋଡାହାଡ ନଦୀରୁ ବେଆଇନ ଭାବେ ବାଲି ଚୋରାଚାଲାଣ କରୁଥିବା ବେଳେ ହିଞ୍ଜିଳି ପୁଲିସ ଚଢ଼ାଉ କରିଛି। ଶନିବାର ମଧ୍ୟାହ୍ନରେ ହିଞ୍ଜିଳିକାଟୁ ଘୋଡାହାଡ ନଦୀରୁ ବେଆଇନ ଭାବେ ବାଲି ବୋଝେଇ କରି ସିକିରି ଅଭିମୁଖେ ଯାଉଥିବା ବେଳେ ଆଙ୍କୋରଡା ଶିଶୁ

ଚିକିଟୀ ମହାବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ ପାଳିତ

ଚିକିଟୀ : ସ୍ଥାନୀୟ ଚିକିଟୀ ମହାବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ ଫେବୃଆରୀ ୧ ତାରିଖ ଦିନ ମହାବିଦ୍ୟାଳୟ ପରିସରରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଅଧ୍ୟକ୍ଷ ଡ. ଭବାନୀ ପ୍ରସାଦ ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିବା ସଭାରେ ସ୍ଥାନୀୟ ବିଧାୟକ ଶ୍ରୀ

ଦଲାଲ ମାନଙ୍କ କବ୍ଜାରେ ଆସିକା ଆଦର୍ଶ ଥାନା :ଅଭିଯୋଗ ପରେ କାଉଣ୍ଟର ଅଭିଯୋଗ କରାଇ ହେଉଛି ସମାଧାନ …..!

ସାଧାରଣ ଲୋକେ ନ୍ୟାୟ ପାଇବା ରୁ ବଞ୍ଚିତ …..!!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅତି ସମ୍ବେଦନ ଥାନା ଭାବରେ ଆସିକା ଥାନା ପରିଚିତ । ଆସିକା ରେ ପୋଲିସ ର ଭୂମିକା ଏବେ ସନ୍ଦେହ ଘେରରେ ରହିଥିବା ଚର୍ଚ୍ଚା ହେଲାଣି। ଆସିକା ଥାନା ବାବୁଙ୍କୁ ଅନ୍ଧାର ରେ ରଖି କିଛି ପୋଲିସ କର୍ମଚାରୀ ମାନେ ଦଲାଲ

ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ସୋନିଆ ଦେଇଥିବା କଟୁ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିବା ସହିତ କୁଶପୁତ୍ତଳିକା ଦାହ

ବ୍ରହ୍ମପୁର : ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ କର୍ମକର୍ତ୍ତା ଯୋଗଦେଇ ଗାନ୍ଧୀ ନଗର ଛକଠାରେ ପ୍ରତିବାଦ କରିଥିଲେ। ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ପବିତ୍ର ସାଂସଦରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ କଟୁ

ମହାମହିମ ରାଷ୍ଟ୍ରପତିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ; ସୋନିଆ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

ହିଞ୍ଜିଳିକାଟୁ ୩୧/୧ : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା କାରଣରୁ ହିଞ୍ଜିଳି ବିଜେପି ପକ୍ଷରୁ ଶୁକ୍ରବାର ସୋନିଆ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଦ୍ରୌପଦୀ ଆଦିବାସୀ ନେତ୍ରୀ ହୋଇଥିବାରୁ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି

ସ୍ବାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ : ବିଦ୍ୟାଳୟ ଦେଖାଏ ଆଗକୁ ବଢିବାର ବାଟ – ମୁଖ୍ୟ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ରାଳବ ସ୍ବାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନନ୍ତରାମ ପାଢିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟୁତ୍