Browsing Category

ଆଞ୍ଚଳିକ

ଓୟୁଟିଆରର ଚତୁର୍ଥ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ରାଜ୍ୟପାଳ : ଛାତ୍ରଛାତ୍ରୀମାନେ ନବସୃଜନର ନେତୃତ୍ୱ ନେବାକୁ…

ଭୁବନେଶ୍ୱର : ଛାତ୍ରଛାତ୍ରୀମାନେ ଶିକ୍ଷାର ଉପଯୋଗ କରି ଭାରତର ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବା ପାଇଁ ଅର୍ଥପୂର୍ଣ୍ଣ ନବସୃଜନ ଏବଂ ସ୍ଥାୟୀ ସମାଧାନ ସୃଷ୍ଟି କରିବାକୁ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି I ଓଡ଼ିଶା ପ୍ରଯୁକ୍ତିବିଦ୍ୟା ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ

ମାଲକାନଗିରିରେ ମହର୍ଷି ବାଲ୍ମିକୀ ଙ୍କ ଜନ୍ମ ଜୟନ୍ତୀ ପାଳିତ…

ମାଲକାଗିରି ଗତ କାଲି ଶରଦ ପୂର୍ଣ୍ଣମି , ଅଶ୍ବିନ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣମାରେ ଆଦି କବି ମହର୍ଷି ବାଲ୍ମିକୀ ଙ୍କ ଜନ୍ମ ଦିବସ, ଆଜି ସାରା ଭାରତରେ ଏହି ଜନ୍ମ ଜୟନ୍ତୀ ପାଳନ କରୁଥିବା ବେଳେ ମାଲକାନଗିରି ଜିଲ୍ଲାର ଗୋରାଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ କୃଷୁ ୱାଡ଼ା ଗ୍ରାମରେ ସାରା ଭାରତ

ଧରାକୋଟ କୁଶପଡା ଅଞ୍ଚଳ ର ଚାଷ ଜମିରେ ବାଲି ମାଡ଼ି ଯାଇଥିବା ଚାଷୀଙ୍କୁ କ୍ଷତି ପୂରଣ ମିଳିବ କେବେ…..?

ବାଲି ମାଫିଆ ପାଇଁ ଦଣ୍ଡ ଭୋଗୁଛନ୍ତି ଚାଷୀ କୂଳ…!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ଓ ବଡ଼ ନଦୀରୁ ବାଲି ମାଫିଆ ମାନେ ରୀତିମତ ଚୋରାରେ ବାଲି ଲୁଟୁଛନ୍ତି। ଗତ ଦୁଇ ମାସ ହେଲା ଆସିକା ଅଞ୍ଚଳରେ ଥିବା ବିଭିନ୍ନ ବାଲି ଘାଟରୁ ବାଲି ଉତ୍ତୋଳନ ବନ୍ଦ ରହିଛି। ଏହାର ସୁଯୋଗ ନେଇ ଧରାକୋଟ

କନ୍ଧମାଳ ର ବିଚାରାଧୀନ କଏଦୀ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ…

କନ୍ଧମାଳ, ତା, ୭/୧୦ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଫିରିଙ୍ଗିଆ ଥାନା କେଲାପଡ଼ା ପଞ୍ଚାୟତର କମଡକାମ୍ବା ଗ୍ରାମର ଯଶୋବନ୍ତ ଅମାତ। ଘଟଣା ରୁ ପ୍ରକାଶ

କାଳିମେଳା ଵନାଞ୍ଚଳ ସଭାଗୃହ ଠାରେ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ…

ମାଲକାନଗିରି : ଆଜି କାଳିମେଳା ଵନାଞ୍ଚଳ ସଭାଗୃହ ଠାରେ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ବନ୍ୟଜନ୍ତ ତଥା କଇଁଛ ଓ ସାପ ଭଳି ପ୍ରାଣୀଙ୍କ ସୁରକ୍ଷା ଆଲୋଚନା ବିଷ ୟରେ ଆଲୋଚନା ହେବା ସହ ସେମାନଙ୍କ ସୁରକ୍ଷା ଓ ଅବାଧ ଶିକାରକୁ ନେଇ ଆଲଚନା ହୋଇଥିଲା । ଏହି ଅବସରରେ ବଣ

ବାଲ୍ୟ ବିବାହ ରୋକିଲା ଶିଶୁ ସୁରକ୍ଷା ବିଭାଗ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ ଚିତାପାରି-୩ ପଞ୍ଚାୟତର ଚିତାପାରି-୧ ଗ୍ରାମରେ ବାଲ୍ୟ ବିବାହ ରୋକିଛି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ନାବାଳିକା ଙ୍କୁ ଉଦ୍ଧାର ସହ ଥାନାରେ ଅଭିଯୋଗ ପ୍ରଦାନ। ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅଧିକାରୀ

ଅଜଣା ମୃତ ଦେହ ଉଧାର ଘଟଣା, ମୃତକଙ୍କ ମିଳିଲା ପରିଚୟ…

ମାଲକାଗିରି, : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କତାପାଲୀ ପଞ୍ଚାୟତର ବଡରେଙ୍ଗାଗୁଡା ଗ୍ରାମର ଜଣେ ଯୁବକ ଗତ ୩୦ ତାରିଖ ଠାରୁ ଘରୁ ଦଶହରା ଦେଖିବା ପାଇଁ ବାହାରିଥିବା ବେଳେ ସେ ଆଉ ଘରକୁ ଫେରିନଥିବା ବେଳେ ତାର ମୃତ ଦେହ ୪ ଦିନ ପରେ ଉଦ୍ଧାର ହୋଇଛି। ପରିବାର ଲୋକେ ଏହାକୁ ହତ୍ୟା ବୋଲିଲ

ଚିକିଟୀ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟକଳାପ ରେ ଅସନ୍ତୁଷ୍ଟ ହୋଇ ଉପ ଜିଲ୍ଲାପାଳ ଙ୍କୁ…

ଚିକିଟୀ-- ଏହି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟକଳାପ ରେ ଅସନ୍ତୁଷ୍ଟ ହୋଇ ଆଜି ଚିକିଟୀ ବ୍ଲକ ଅଧ୍ୟକ୍ଷ ଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ବିଡ଼ିଓ ଙ୍କ ଜରିଆରେ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ସାତ ଦିନ

ବାଲି ମାଫିଆଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ…

କାହା ଛତ୍ର ଛାୟା ତଳେ ବାଲି ମାଫିଆ...?? ଋଷିକୂଲ୍ୟା ନଦୀବନ୍ଧ ଭାଙ୍ଗି ଧରାକୋଟର ୩୦ ଏକର ଚାଷଜମିରେ ବାଲି ମାଡ଼ିଲା ବ୍ରହ୍ମପୁର: ଧରାକୋଟ ବ୍ଲକର କୁଶପଡ଼ାଠାରେ ଋଷିକୂଲ୍ୟା ନଦୀବନ୍ଧକୁ କାଟି ବାଲି ଚାଲାଣ କରୁଥିବା ମାଫିଆମାନେ ଏବେ ହରଡ଼ଘଣାରେ ପଡ଼ିଛନ୍ତି। ଉପରମୁଣ୍ଡରେ ପ୍ରବଳ

ବ୍ୟବସ୍ଥା ବାଟହୁଡିଲେ ଗଣମାଧ୍ୟମ ଲକ୍ଷ୍ମଣ ରେଖା ଟପିବାକୁ ବାଧ୍ୟ ହେବ…

ଏସୟୁଜେ ର ଆଂଚଳିକ ସମାବେଶ ଓ ଆଲୋଚନା ଚକ୍ରପାଣିକୋଇଲି : ଦେଶର ଗଣତନ୍ତ୍ର ବାସ୍ତବରେ ତିନୋଟି ସ୍ତମ୍ଭ ଉପରେ ଦଣ୍ଡାୟମାନ।ଏହି ତିନି ସ୍ତମ୍ବର କାର୍ଯ୍ୟଧାରାକୁ ଚତୁର୍ଥ ସ୍ତମ୍ବର ଆଖ୍ୟା ଦିଆଯାଇଥିବା ଗଣମାଧ୍ୟମ ନୀରିକ୍ଷଣ କରିଥାଏ। ଏବେ ଗଣତାନ୍ତ୍ରିକ ବ୍ୟବସ୍ଥା ବାଟ ହୁଡୁଛୁ। ସର୍ବତ୍ର