Browsing Category

ଆଞ୍ଚଳିକ

ଉତ୍କଳ ଦିବସରେ ଓଡିଶାର ଭୌଗୋଳିକ ସୀମାର ସୁରକ୍ଷା ସହ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ପୂଜ୍ୟପୂଜା ସମିତିର ଆହ୍ୱାନ

ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ଆଜି ଉତ୍କଳ ଦିବସରେ ଓଡ଼ିଶାର କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସ ଓ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମରଣ ସଭା ଆୟୋଜନ କରିଛି l ୧୯୩୬ମସିହା ଅପ୍ରେଲ ପହିଲାରେ ଓଡ଼ିଆ ଭାଷା

୩୦ ଜଣ ଓଏଏସ୍ ଅଧିକାରୀଙ୍କୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି

ନିଃସର୍ତ : ୩୦ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ଭାରତୀୟ ପ୍ରଶାସନିକ ସେବାକୁ ପଦୋନ୍ନତି ମିଳିଛି। ପ୍ରଶାସନିକ ସେବା (ନିଯୁକ୍ତି) ନିୟମ, ୧୯୫୪ ଅନୁଯାୟୀ ଜାରି କରାଯାଇଥିବା ଏହି ପଦୋନ୍ନତି ୨୦୨୩ ଏବଂ ୨୦୨୪ର ଚୟନିତ ତାଲିକା ପାଇଁ ଉପଲବ୍ଧ ଖାଲି ସ୍ଥାନ ସହିତ ସମାନ। ବିଜ୍ଞପ୍ତି

ଥାନା ବାବୁ ମାନଙ୍କ ଆଶୀର୍ବାଦ ରେ ନୟାଗଡ଼ ଜିଲ୍ଲାରେ ନିଶା କାର ବାର ବୃଦ୍ଧି …..!

ଗଞ୍ଜାମ ଜିଲ୍ଲାର ଅପମିଶ୍ରଣ ପାଉଚ ମଦ ର ଚାହିଦା ବେଶୀ.. ନୟାଗଡ଼: ନୟାଗଡ଼ ଜିଲ୍ଲାରେ ବେଆଇନ ନିଶା କାରବାର ଦିନକୁଦିନ ବୃଦ୍ଧି ହେଉଛି।ଜିଲ୍ଲାରେ ଅବକାରୀ ବିଭାଗ ଦ୍ଵାରା ନିଲାମ ପ୍ରାପ୍ତ ଦେଶୀମଦ ଦୋକାନରେ ସ୍ଵୀକୃତିପ୍ରାପ୍ତ ଦେଶୀମଦ ବିକ୍ରି ହେଉନାହିଁ । ଏହାର ସୁଯୋଗ ନେଇ ମଦ

ବ୍ରହ୍ମପୁରରେ ସାମାଜିକ ସମରସତା ଅଭିଯାନ ସମ୍ମିଳନୀ

ବ୍ରହ୍ମପୁର : ସ୍ଥାନୀୟ ଅକ୍ସଫୋର୍ଡ ପବ୍ଲିକ ସ୍କୁଲରେ ବିଶ୍ୱହିନ୍ଦୁ ପରିଷଦ ଗଞ୍ଜାମ ଓ ବଜରଙ୍ଗ ଦଳ ଗଞ୍ଜାମଙ୍କ ଆନୁକୂଲ୍ୟରେ ଭାରତୀୟ ସାମାଜିକ ସମରସତା ଅଭିଯାନର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ଅଖିଳ ଭାରତୀୟ କେନ୍ଦ୍ରୀୟ ସାମାଜିକ ସମରସତା ପ୍ରମୁଖ ଦେଓଜୀ ରାୱାତ୍

ଭ୍ରମରବାଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ପିଏମଶ୍ରୀ ବାର୍ଷିକ ଉତ୍ସବ ପାଳନ

ରାଇକିଆ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବ୍ରହ୍ମପ୍ରକାଶ ପାତ୍ରଙ୍କ ତତ୍ଵାବଧାନରେ ପ୍ରଥମ ପିଏମ ଶ୍ରୀ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଏହି ଅବସରରେ ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଦାରିଙ୍ଗବାଡି ଅତିରିକ୍ତ

ନବଜୀବନ ବସନ୍ତ ମହୋତ୍ସବ ଉଦଯାପିତ : ମନ ମୋହିଲା ନାଟକ ‘କାଉଁର’

ସୁନ୍ଦରଗଡ : ନବଜୀବନ ଆୟୋଜିତ "ବସନ୍ତ ମହୋତ୍ସବ"ର ବିଦାୟୀ ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି ନାଟକ "କାଉଁର"। ଏହା ହେଉଛି ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ, ପ୍ରଯୋଜକ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ଏକ କାଳଜୟୀ ରଚନା। ଏହି ରଚନାରେ ଲୁଚି ରହିଛି ବିଶ୍ୱାସଘାତକତାର ବିକଟାଳ ପରିଣତି। ନାଟକରେ

୩୬ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ : ପ୍ରସ୍ତୁତି କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ୦୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ମା’କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି

ପ୍ରହସନ ପାଲଟିଛି ଡ୍ରିଙ୍କ ଫର୍ମ ଟ୍ୟାପ ପ୍ରକଳ୍ପ :ସହରବାସୀଙ୍କୁ ୨୪ ଘଣ୍ଟିଆ ପାନୀୟ ଜଳ‌‌‌ ଯୋଗାଣ କାଗଜ କଲମରେ…

ଘୋଡାହାଡ ଓ ଋଷିକୂଲ୍ୟା ନଦୀର ଜଳଉତ୍ସ କମିବା ଯୋଗୁଁ ପାନୀୟ ଜଳ‌‌‌ ଯୋଗାଣରେ ସମସ୍ୟା ରହିଛି: ଯନ୍ତ୍ରୀ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ ଦେଲେ ଜନସାଧାରଣ...ହିଞ୍ଜିଳିକାଟୁ, ୩୧।୩(): ଜନସାଧାରଣଙ୍କୁ ସେମାନଙ୍କର ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ

ଆହତ ହରିଣ ମୃତ: ବନ୍ୟପ୍ରାଣୀ ନିୟମକୁ ଉଲ୍ଲଂଘନ…

ହିଞ୍ଜିଳିକାଟୁ,୩୦।୩(): ଗତ ୧୭ ତାରିଖ ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ହିଞ୍ଜିଳିକାଟୁ ବନ ବିଭାଗ ନନ୍ଦିକ ବିଟ୍ ଅଧୀନ ସାହାପୁର ଗ୍ରାମ ରାସ୍ତା ଅତିକ୍ରମ କରୁଥିବା ବେଳେ ଏକ ହରିଣ ବାଇକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିଲା। ସେହିଦିନ ରାତ୍ର ସାଢେ଼ ୮ଟା ବେଳେ ବନ ବିଭାଗର

ବେଆଇନ ମୋରମ ଚୋରା ଚାଲାଣ ବେଳେ ଟିପର, ହାଇୱା ସହ ହିଟାଚି ଜବତ : ୯ ଗିରଫ, ଚଢ଼ାଉ କଲା ସ୍ୱତନ୍ତ୍ର ଟିମ

ଛତ୍ରପୁର : ବେଆଇନ ମୋରମ ଚୋରା ଚାଲାଣ ଏବଂ ଉତ୍ତୋଳନ ବେଳେ ମାଡ଼ି ବସିଲା ପୁଲିସ, ୩ଟିପର, ୨ହାଇୱା ଏବଂ ହୁଡ଼ାଇ ହିଟାଚି ସହ ୯ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ, ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର (ପଇତାରୀ )ପାହାଡ଼ରୁ ବେଆଇନ ମୋରମ ଚାଲାଣ ହେଉଥିବା ବେଳେ ଖବର ପାଇ ଛତ୍ରପୁର