Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପୂର୍ବତନ ସରପଞ୍ଚଙ୍କୁ ଗୁଳିମାଡ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ଆଗକୁ ପଞ୍ଚାୟତ ନିର୍ବାଚନ।କଥା କଥାରେ ଫୁଟୁଛି ଗୁଳି ଓ ବୋମା ମାଡ଼।ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ଥାନା ସୁନାଥର ଗ୍ରାମର ପୂର୍ବତନ ସରପଞ୍ଚଙ୍କୁ ଗୁଳିମାଡ। ଗୁଳିମାଡ଼ରେ ଆହତ ପୂର୍ବତନ!-->…
ତିନି ମାସ ଭିତରେ ଭୁଶୁଡ଼ିଲା ନବନିର୍ମିତ ପିଚୁ ରାସ୍ତା, ପୋଲ ନିକଟରେ ଦବିଯାଇ ଭାଙ୍ଗିବାକୁ ବସିଲାଣି
ଉମରକୋଟ : ନିର୍ମାଣର ମାତ୍ର ତିନି ମାସ ପରେ ହିଁ ଏକ ନୂଆ ରାସ୍ତା ଏଭଳି ଶୋଚନୀୟ ଭାବେ ଭାଙ୍ଗିଯିବ ବୋଲି ଗ୍ରାମବାସୀ କେବେ କଳ୍ପନା ମଧ୍ୟ କରିନଥିଲେ। ଚଳାଚଳ ଆରମ୍ଭ ହେବାର କିଛି ଦିନ ପରେ ହିଁ ରାସ୍ତାର ପିଚୁ ଅଂଶ ଦବିଯାଇଛି ଏବଂ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇ ଭାଙ୍ଗିବା ଆରମ୍ଭ!-->!-->!-->…
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସିଆର୍ପି. ସିଏମ୍. ଆସୋସିଏସନ୍ ପକ୍ଷରୁ୍ ଦାବି ପତ୍ର ପ୍ରଦାନ…
ରାୟଗଡ଼ା : ତା : ୨୫/୦୭ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସିଆର୍ପି. ସିଏମ୍. ଆସୋସି ଏସନ୍ ସଭାନେତ୍ରୀ ହୀରା ଦେବୀ ପ୍ରଧାନ ଏବଂ ସବିତା ପରିଚ୍ଛାଙ୍କ ନେତୃତ୍ବରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ!-->…
୭୯ତମ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ…
ବ୍ରହ୍ମପୁର,୨୫/୭ - ଚଳିତ ବର୍ଷ ୭୯ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆଜି ୪ଘଣ୍ଟା ୩୦ମିନିଟ୍ ରେ ଅତିରିକ୍ତ ଉପଜିଲ୍ଲାପାଳ ଛତ୍ରପୁର ତଥା ଭାରପ୍ରାପ୍ତ ବ୍ରହ୍ମପୁର ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଂସଦା ଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର!-->…
ଆଦିବାସୀ ଅଞ୍ଚଳରେ ଶିକ୍ଷା ବ୍ୟବସ୍ତା ଠପ :ନାଙ୍ଗାଗୁଡ଼ାରେ ଶିକ୍ଷକଙ୍କ ମନମାନି…
ଉମରକୋଟ :- ( ୨୫/୦୭/୨୦୨୫) ଆଦିବାସୀ ଅଧୁଷିତ ଜଙ୍ଗଳ ବେଷ୍ଠିତ ବେହେଡ଼ା ପଞ୍ଚାୟତର ନାଙ୍ଗାଗୁଡ଼ା ଗାଁର ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ମନମାନି ଚରିତ୍ର ହାଟରୁ ଯାଇ ବାଟରେ ଗଡୁଛି। ଶିକ୍ଷକ ସ୍କୁଲରେ ତାଳା ଲଗାଇ ଦିନ ଦୁଇଟା ରେ ଗାଁ ଦାଣ୍ଡରେ ବୁଲୁଥିବାରୁ!-->…
ଦୁଷ୍କର୍ମ ପିଡିତା ଙ୍କୁ ଭେଟିଲା ବିଜେଡ଼ି ଫ୍ୟାକ୍ଟ ଫାଇଣ୍ଡିଙ୍ଗି ଟିମ…
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତ ରବିବାର ନାବାଳିକା ଙ୍କ ସହ ହୋଇଥିବା ଗଣ ଦୁଷ୍କର୍ମ ମାମଲାର ସତ୍ୟତା ସାମ୍ନା କୁ ଆଣିବା ପାଇଁ ଓ ପିଡିତା ଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ମାଲକାନଗିରି ଗସ୍ତରେ ଆସି ସମୀକ୍ଷା କରିଚି । ବିଜୁ ଜନତା ଦଳର ବରିଷ୍ଠ!-->…
ଲଗାଣ ବର୍ଷାରେ ମାଲକାନଗିରି ରେ ବୁଡ଼ିଲା ପୋଲ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ କିଛିଦିନ ଧରି ଲଗାଣ ଲଘୁଚାପ ଜନିତ ବର୍ଷାରେ ବୁଡ଼ିଲା କନ୍ୟାଶ୍ରମ ପୋଲ | ପୋଲ ଉପରେ ଦୁଇ ଫୁଟରୁ ଅଧିକ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁଁ କାଲିମେଳା ବ୍ଲକ ସହିତ ପଡିଆ ବ୍ଲକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । କନ୍ୟାଶ୍ରମ ପୋଲ ଉପରେ ଦୁଇ!-->…
ଭାଟଖାଲି ପାହାଡ଼ ଖାଲି କରିଦେଲେଣି ପଥର ମାଫିଆ : ବଟି ନେଇ ଚୁପ ବସିଛି ପ୍ରଶାସନ..!
ଫରେଷ୍ଟ ଓ ତହସିଲର ଆଶୀର୍ବାଦ ରେ ପଥର ଲୁଟ….!ପୋଲସରା: ଗଞ୍ଜାମ ଜିଲ୍ଲାର ପୋଲସରା ତହସିଲ ଆସିକା ବନ ବିଭାଗ ଅଧୀନରେ ଥିବା ଭାଟଖାଲି ପାହାଡ଼ ରୁ ଏକ ବର୍ଷ ହେଲା ପଥର ଲୁଟ ହେଉଛି। ଯାଜପୁର ର ଡ଼ଙ୍କାରି ପାହାଡ଼ କେଳେଙ୍କାରୀ ଠାରୁ ବଳି ପଡ଼ିବ ଭାଟଖାଲି ପାହାଡ଼। ପୋଲସରା ତହସିଲ ଆସିକା!-->!-->!-->…
ଜମି ଅଧିଗ୍ରହଣର କ୍ଷତିପୂରଣ ଲାଗି ଜିଲ୍ଲାପାଳଙ୍କୁ ଦାବିପତ୍ର
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ରେଳପଥ ନିମନ୍ତେ ଜମି ଅଧିଗ୍ରହଣର କ୍ଷତି ପୂରଣ ନିମନ୍ତେ ଉଚିତ ମୂଲ୍ୟ ପ୍ରଦାନ କରିବା ସମ୍ବନ୍ଧରେ ଆଜି ସିନ୍ଦ୍ରିମାଳ ପଞ୍ଚାୟତର ଆଠ ଗୋଟି ଗ୍ରାମର ହିତାଧିକାରୀ ମାନେ ଜିଲ୍ଲାପାଳଙ୍କୁ ନିଜ ଦାବିପତ୍ର ଦେଇଛନ୍ତି । ମାଲକାନଗିରି ତହସିଲ ତରଫରୁ ଗତ ୨୨!-->…
ସହୀଦ ସପ୍ତାହ ପୂର୍ବରୁ ଲାଲବାହିନୀକୁ ବଡ଼ ଝଟକା,୨୫ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ଜୁଲାଇ ୨୮ତାରିଖ ଠାରୁ ମାଓବାଦୀଙ୍କ ସହିତ ସପ୍ତାହ ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ଲାଲ୍ ବାହିନୀକୁ ଲାଗିଛି ବଡ ଝଟକା । ଆଜି ସୁକୁମା ଜିଲ୍ଲାରେ ୫ ଜଣ ଓ ନାରାୟଣପୁର ଜିଲ୍ଲାରେ ୮ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପରେ ଦନ୍ତେୱାଡା ଜିଲ୍ଲାରେ ପୁଣି ୧୫ ଜଣ ହାଡକୋର!-->…