Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଓଡିଶା ରାଜ୍ୟପାଳଙ୍କ ସଚିବଙ୍କ କୋଟପାଡ଼ ଗସ୍ତ
କୋଟପାଡ଼ : ଓଡିଶା ରାଜ୍ୟପାଳଙ୍କ କୋରାପୁଟ ଗସ୍ତ ସମୟରେ ରାଜ୍ୟପାଳଙ୍କ ସଚିବ ଶ୍ରୀମତୀ ରୁପା ରୋଶନ ସାହୁ କୋଟପାଡ଼ ଗସ୍ତରେ ପହଁଞ୍ଚିଥିଲେ lକୋଟପାଡ଼ ବ୍ଲକ ଅଧୀନ ଏସ.ବି. ନୂଆଗାଁ ଅନ୍ତର୍ଗତ ଡଙ୍ଗରୀଗୁଡା ଗ୍ରାମର ବୁଣାକାର ମାନଙ୍କ ସହିତ ସେମାନଙ୍କ ସମସ୍ୟା ଏବଂ ଅନେକ ଗୁରୁତ୍ୱପୁର୍ଣ!-->!-->!-->…
ମାଲକାନଗିରି ଜିଲ୍ଲାର କୃଷିଭିତ୍ତିକ କାର୍ଯ୍ୟକ୍ରମ ପରିଦର୍ଶନ କଲେ କୃଷି ଅତିରିକ୍ତ ସଚିବ
ମାଲକାନଗିରି : ଓଡ଼ିଶା ସରକାରଙ୍କ ତରଫରୁ କୃଷି ଅତିରିକ୍ତ ସଚିବ ଶୁଭ୍ରାଂଶୁ ମିଶ୍ର ମାଲକାନଗିରି ଜିଲ୍ଲାର କୃଷିଭିତ୍ତିକ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ। ଯେଉଁଥିରେ ସେ କ୍ଷୁଦ୍ର ଶସ୍ୟ ଚାଷ ପ୍ରଦର୍ଶନ କ୍ଷେତ୍ର ପରିଭ୍ରମଣ କରିଥିଲେ ଏବଂ ଏମ ଭି ୭ ର ଉଚ୍ଚ ବିଦ୍ୟାଳୟରେ ଶ୍ରୀ ଅନ୍ନ!-->…
ନବରଙ୍ଗପୁର ସହରାଞ୍ଚଳ ବିକାଶ ଓ ସ୍ୱଚ୍ଛତା ପାଇଁ ନବରଙ୍ଗପୁର ବିଧାୟକ ଏବଂ ଜିଲ୍ଲାପାଳଙ୍କ ପରିଦର୍ଶନ
ନବରଙ୍ଗପୁର : ଆଜି ସକାଳ ୭.୩୦ ମି଼ ସମୟରେ ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଏବଂ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ନବରଙ୍ଗପୁର ପୌରାଞ୍ଚଳର ସ୍ୱଚ୍ଛତା,ସାହି ରାସ୍ତା,ନାଳ ନିର୍ମାଣ,ରାସ୍ତା ଓସାର,ରିଙ୍ଗ ରୋଡ ଓସାର, ମାଝୀଗୁଡ଼ା ଓ, ସୁବାସ ବୋଷ ଚୌକ, ଚଉଁରିଆଗୁଡା ଟ୍ରାଫିକ!-->…
ନବରଙ୍ଗପୁରଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧ…
ନବରଙ୍ଗପୁର : ଆଜି ସ୍ଥାନୀୟ ନବରଙ୍ଗପୁର ପୌରପାଳିକା ସମ୍ମିଳନୀ ଗୃହରେ ସକାଳ ୧୦.୦୦ ଘ ସମୟରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ା ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ,ପୂଜ୍ୟପୂଜା,ସ୍ମୃତି ଚାରଣ ,ଆଲୋଚନା ଚକ୍ର!-->…
ଆଧାର ସଂଶୋଧନ ଜରୁରୀ ହେଉଥିବା ବେଳେ ଆଧାର କେନ୍ଦ୍ର ବନ୍ଦକୁ ନେଇ ଅସନ୍ତୋଷ ବୃଦ୍ଧି….
ମାଲକାନଗିରି ଆଧାର ସଂଶୋଧନକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଧାର ସଂଯୋଗୀକରଣ ପାଇଁ କେନ୍ଦ୍ରରେ ସକାଳୁ ସଞ୍ଜ ଯାଏ ଅପେକ୍ଷା କରୁଛନ୍ତି ଲୋକେ , କିନ୍ତୁ କେନ୍ଦ୍ରରେ ତାଲା ଝୁଲିବା ସହ କର୍ମଚାରୀ ନିୟମିତ ଆସୁନଥିବା ଅଭିଯୋଗ ହୋଇଛି । ସରକାରୀ ସୁବିଧା ପାଇବାକୁ ହେଲେ ଆଧାର!-->…
ନବରଙ୍ଗପୁର ଠାରେ ଆନ୍ତଃ ରାର୍ଜୀୟ ପ୍ରବାସୀ ଶ୍ରମିକ ସଚେତନତା ରଥ ର ଶୁଭାରମ୍ଭ…
ନବରଙ୍ଗପୁର ତା ୦୯.୦୯.୨୦୨୫:ଆଜି ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ 10:00ଘ ସମୟରେ ଜିଲ୍ଲାପାଳ, ନବରଙ୍ଗପୁର ଡ. ମହେଶ୍ୱର ସ୍ୱାଇଁ, ଜିଲ୍ଲା ଶ୍ରମ ଅଧିକାରୀ, ଅନ୍ୟାନ୍ୟ କର୍ମଚାରୀ ଓ ଟ୍ରେଡ ୟୁନିଅନ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ଏକ ଆନ୍ତର୍ରାଜ୍ୟୀୟ ପ୍ରବାସୀ ଶ୍ରମିକ!-->…
ଗ୍ରାମପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଜନଶୁଣାଣି ଶିବିର
ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ତଥା ଭାର ପ୍ରାପ୍ତ ବିଡ଼ିଓ ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ କହଁର, ଏ ବି ଡି ଓ ଶ୍ରୀମତୀ ରେଶମା କୁମାରୀ ସାମଲ,!-->…
ମାନ୍ୟମକୋଣ୍ଡାଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ମାଲକାନଗିରି : ଆଜି କାଲିମେଳା ବ୍ଲକ୍ ମାନ୍ୟମକୋଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି!-->…
ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ମୃତ, ୨ଗୁରୁତର
କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଖାଡିଙ୍ଗିଆ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଅଛନ୍ତି । ମୃତକ ହେଲେ ଖାଡିଙ୍ଗିଆ ଗାଁର ବେଶବେନ କହଁର , କୁକାଙ୍ଗିଆ ଗାଁର ଶଶିକାନ୍ତ ପ୍ରଧାନ । ଅନ୍ୟ ଦୁଇ ଜଣଙ୍କୁ!-->…