Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଘରୁ ଡାକିନେଇ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାରବର୍ଗ, ପୁଲିସ କରୁଛି ତଦନ୍ତ
ବ୍ରହ୍ମପୁର : ଗୋଷାଣୀ ନୂଆ ଗାଁ ଥାନା ଅର୍ନ୍ତଗତ ଜାତୀୟ ରାଜପଥ 16 ପାର୍ଶ୍ଵ ଖଜୁରିଆ ନିକଟ ଏକ କେନାଲ ରେ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। କେହି ତାଙ୍କୁ ହତ୍ୟା କରିବା ପରେ କେନାଲ ରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣା ସ୍ଥଳ ରୁ ଅଗ୍ନିଶମ ବିଭାଗ ସହାୟତା ରେ ପୋଲିସ!-->…
ଆଦିବାସୀ ମହାବିଦ୍ୟାଳୟର ୩୭ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡ଼ିୟମ ପରିସର ମଧ୍ୟରେ ଆଦିବାସୀ ମହାବିଦ୍ୟାଳୟର ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ମହାସମାରୋହରେ ଉଦଘାଟନ ହୋଇଯାଇଛି l ଏହି ଅବସରରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କ ମନ୍ଦିରରୁ ଯଥାରିତି!-->…
ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ଅନେକ ପଦବୀ ଖାଲି
ନୟାଗଡ଼: ନୟାଗଡ଼ ଜିଲ୍ଲା ଏବଂ ବୌଦ୍ଧ ଜିଲ୍ଲାର ମଧ୍ୟବର୍ତ୍ତୀ ଅଞ୍ଚଳରେ ସାତକୋଶିଆ ଏବଂ ବାଇଶିପଲ୍ଲୀ ଅଭୟାରଣ୍ୟ ରହିଛି । ଏହାର ସୁରକ୍ଷା ତଥା ରକ୍ଷଣା ବେକ୍ଷଣ ପାଇଁ ମହାନଦୀ ବନ୍ୟପ୍ରାଣୀ ଡ଼ିଭିଜନ କାମ କରୁଛି। ଏହି ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ନୟାଗଡ଼ ଜିଲ୍ଲାର ୩ଟି ବନାଞ୍ଚଳ!-->…
ଖାମ୍ବେୟାଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ସ୍ଥିତ ଖାମ୍ବେୟାଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ!-->…
ଚୋରାବାଲି ଚାଲାଣ ବେଳେ ଗାଡ଼ିକୁ ଜବତ କଲା କିଏ…?
ବାବୁ ମାନେ କାହା ନିର୍ଦ୍ଦେଶ କୁ ଅପେକ୍ଷା କରିଛନ୍ତି….!
ରାସ୍ତା କଡରେ ଛିଡା ହୋଇଛି ଚୋରା ବାଲି ବୋଝେଇ ଗାଡି ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ନଦୀରୁ ବେଆଇନ ଭାବେ ବେଧଡ଼କ ଚୋରା ବାଲି ଚାଲାଣ ହେଉଛି। ଆସିକା ଅଞ୍ଚଳରୁ ଗତ ଗୁରୁବାର ଦିନ ଅପରାହ୍ଣ ରେ ବେଆଇନ ଭାବେ ଚୋରା ବାଲି!-->!-->!-->…
ମା ବାକକୁମାରୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଶ୍ଵଶାନ୍ତି ଆମ୍ବା ମହାଯଜ୍ଞ ଲାଗି ଶୁଭଖୁଣ୍ଟି ସ୍ଥାପନ
ଚିକିଟୀ : ଏହି ବ୍ଲକ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମଗୁଡା ଗ୍ରାମ ନିକଟସ୍ଥ କେରାଣ୍ଡିମାଳ ପର୍ବତ ଶିଖରରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ରାଜ ପ୍ରତିଷ୍ଠିତ ଭଗବତୀ ମହାମାୟୀ ମା ବାଳକୁମାରୀ ଙ୍କ ପୀଠରେ ହେବାକୁ ଥିବା, ବିଶ୍ବଶାନ୍ତି ଅମ୍ବା ମହାଯଜ୍ଞ ଓ ନୂତନ!-->…
ବାଳିକା ଆତ୍ମ-ସୁରକ୍ଷା ତାଲିମ ଶିବିର ଉଦଯାପିତ
ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଗିରିସୋଲା ରିଜନାଲ ସାଇନ୍ସ ହାଏର ସେକେଣ୍ଡାରୀ ସ୍କୁଲରେ ଗତ ଜାନୁଆରୀ ୬ ତାରିଖରୁ ଆରମ୍ଭ ହୋଇଥିବା ଆଠଦିନିଆ ବାଳିକା ଆତ୍ମ-ସୁରକ୍ଷା ତାଲିମ ଶିବିର ଗୁରୁବାର ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ!-->…
କର୍ମଚାରୀ ଭବିଷ୍ୟନିଧି ସଂଗଠନ ର କେନ୍ଦ୍ରିୟ କମିଟିରେ ଏଆଇଟିୟୁସିକୁ ସାମିଲ କରିବା ଦାବିରେ ବିକ୍ଷୋଭ
ବ୍ରହ୍ମପୁର : କର୍ମଚାରୀ ଭବିଷ୍ୟନିଧି ସଂଗଠନ ର କେନ୍ଦ୍ରିୟ କମିଟି ରେ ଅଖିଳ ଭାରତ ଟ୍ରେନ ୟୁନିୟନର କଂଗ୍ରେସ (AITUC) କୁ ସାମିଲ୍ କରିବା ଦାବିରେ ଆଜି ଅଖିଳ ଭାରତ ଟ୍ରେନ ୟୁନିୟନ କଂଗ୍ରେସ (AITUC) ଗଞ୍ଜାମ ଜିଲ୍ଲା ଓ କୋରାପୁଟ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ଆଞ୍ଚଳିକ ଭବିଷ୍ୟନିଧି!-->!-->!-->…
ପୁର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗିଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ପୋଲିସ୍
ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଏସଡିପିଓ ଅଧିନସ୍ଥ ନାରାୟଣପାଟଣା ଥାନା ଅନ୍ତର୍ଗତ ତଳଗୁମାଣ୍ଡି ଗାଁ ର ପୁର୍ବତନ ସରପଞ୍ଚ ସୀଙ୍ଗୁରୁ ତାଡ଼ିଙ୍ଗି (୩୨)ନିର୍ମମ ଭାବେ ହତ୍ୟା କରି ଏକ ଗାତ ରେ ପୋତି ଦେଇ ଥିଲେ । ଏହି ଘଟଣା କୁ ନେଇ ଏକ ଲିଖିତ ଅଭିଯୋଗ ୨୦୨୪ ମସିହା ମାର୍ଚ୍ଚ ମାସ!-->…
ଛତିଶଗଡ ବନ ବିଭାଗ ଓଡ଼ିଶାରେ ଆସି ଲକ୍ଷ୍ୟଧିକ ଟଙ୍କାର ଶାଗୁଆନ କାଠ ଜବତ
ଓଡ଼ିଶାର ବନ ବିଭାଗର ପଷ୍ୟପୁତ୍ର କାଠ ମାଫିଆଉମରକୋଟ / ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଏକ ଉପାନ୍ତ ଛତିଶଗଡ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳ ହେଇଥିବାରୁ ଏହାର ଫାଇଦା ଉଠାଇ ବିଭିନ୍ନ ସମୟରେ ଅସାମାଜିକ କାଠ ମାଫିଆ ମାନଙ୍କର କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବା!-->…