Browsing Category

ଆଞ୍ଚଳିକ

ଧୁ ଧୁ ଖରାରେ କାମ କରୁଛନ୍ତି ଶ୍ରମିକ…

ପ୍ରଶାସନର ନିୟମ କୁ ଫୁ...! ହିଞ୍ଜିଳିକାଟୁ : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ରାଜ୍ୟ ଶ୍ରମବିଭାଗ ପକ୍ଷରୁ ପୂର୍ବାହ୍ନ ୧୧ଟା ପରେ ଶ୍ରମିକମାନଙ୍କୁ କାମ କରିବା ପାଇଁ ବାରଣ କରାଯାଇଛି। ଏଥିପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସକାଳ ସମୟରେ କରାଯାଉଛି। ଯେଉଁଠି ଶ୍ରମିକମାନେ

ପୁଲିସ ଜାଲରେ ୫ଜଣିଆ ଡକାୟତ ଗ୍ୟାଙ୍ଗ୍ : ଲୁଟି ନେଇଥିବା ଲକ୍ଷେ ଟଙ୍କା ସହ ଦାମିକା କାର୍ ଓ ଅସ୍ତ୍ରଶସ୍ତ୍ର ଜବତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ଜଳେଶପଟ୍ଟା ପୋଲ ନିକଟରେ ରବିବାର ଭୋର୍ ୩ଟାରେ ଏକ ବଡ଼ଧରଣର ଡକାୟତି ହୋଇଥିଲା । ତେବେ ତୁମୁଡ଼ିବନ୍ଧ ପୁଲିସ ତ୍ବରିତ ପଦକ୍ଷେପ ଗ୍ରହଣ କରି ୫ଜଣିଆ ଡକାୟତ ଗ୍ୟାଙ୍ଗ୍‌କୁ କାବୁ କରିବାରେ ସଫଳ ହୋଇଛି। ସେମାନେ

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ସମାରୋହ

ନବରଙ୍ଗପୁର : ଆଜି ସ୍ଥାନୀୟ ନବରଙ୍ଗପୁର ପୌରପାଳିକା ସମ୍ମିଳନୀ ଗୃହରେ ସକାଳ ୮.୩୦ ମି ସମୟରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ା ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ସମାରୋହ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ, ପୂଜ୍ୟପୂଜା, ସ୍ମୃତି ଚାରଣ ସଭା ଓ ପୁରସ୍କାର

ଭଗବତ ଗୀତାରୁ ଶିଖନ୍ତୁ ସଫଳତାର ସୂତ୍ର

ଉମରକୋଟ : ଜୀବନରେ ପରମ ଆନନ୍ଦ ପ୍ରାପ୍ତି କରିବାର ଆଧ୍ୟାତ୍ମିକ ଅନୁସନ୍ଧାନ । "ଗୀତା"ଆଉ "ସମୁଦ୍ର" ଦୁଇଟା ଗଭୀର କିନ୍ତୁ ଏହି ଦୁଇଟିର ଗଭୀର ଭିତରେ ପାର୍ଥକ୍ୟ ଅଛି । "ସମୁଦ୍ରର" ଗଭୀରତାରେ ମନୁଷ୍ୟ ବୁଡ଼ି ଯାଏ କିନ୍ତୁ "ଗୀତାର" ଗଭୀରତାରେ ମନୁଷ୍ୟ ଉଦ୍ଧାର ହୋଇ ଯାଏ । ପାଞ୍ଚଦିନ

ଅବ୍ୟବସ୍ଥାଘେରରେ ହିଞ୍ଜିଳିକାଟୁ ଇନ୍‌ଡୋର୍ ଷ୍ଟାଡିୟମ୍ : ବାହାରେ ସୁନ୍ଦର, ଭିତର ଫମ୍ପା

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ପରିସରରେ ଥିବା ଇଣ୍ଡୋର ଷ୍ଟାଡିୟମ୍ ୫ ବର୍ଷ ପୂରଣ ହୋଇନାହିଁ. ତଥାପି ଷ୍ଟାଡିଅମ ବହୁ ଅବ୍ଯବସ୍ଥା ଘେରରେ ଥିବା ଦେଖିବାକୁ ମିଳିଛି | ଉକ୍ତ ଷ୍ଟାଡିୟମ୍ ଉଦଘାଟନ ହୋଇ ୫ ବର୍ଷ ପୂରଣ ହୋଇନାହିଁ. କିନ୍ତୁ

ପିକଅପ୍ ଭ୍ୟାନ ଧକ୍କାରେ ଓଲଟିଲା ପରିବା ବୋଝେଇ ଅଟୋ, ଚାଳକ ଗୁରୁତର

ହିଞ୍ଜିଳିକାଟୁ : ୩୬ ନଂ ରାଜ୍ୟ ରାଜପଥ ତଥା ହିଞ୍ଜିଳି ଥାନା ରାଳବ ଗ୍ରାମ ଛକ ନିକଟରେ ପିକଅପ୍ ଭ୍ୟାନ୍ (ଓଡି୩୨ ୯୬୭୦) ଧକ୍କାରେ ଏକ ପରିବା ବୋଝେଇ ଅଟୋ (ଓଡି୦୫ ୟୁ ୯୭୫୬) ରାସ୍ତା ପାର୍ଶ୍ଵକୁ ଓଲଟି ପଡିଛି। ଦୂର୍ଘଟଣାରେ ଅଟୋ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ

ଜାଗୁଆର ଏକାଡେମୀ ତରଫରୁ ଟାଇକଣ୍ଡୋ ବେଲ୍ଟ ପ୍ରମୋସନ ଟେଷ୍ଟ ଅନୁଷ୍ଠିତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ପରିସରରେ ଥିବା ଇଣ୍ଡୋର ଷ୍ଟାଡିୟମ ରେ ଜାଗୁଆର ଏକାଡେମୀ ଅଫ ମାର୍ଶାଲ ଆର୍ଟସ ଏଣ୍ଡ ସେଲ୍ଫ ଡିଫେନ୍ସ ହିଞ୍ଜିଳିକାଟୁ ଟାଇକୋଣ୍ଡୋ ଏକାଡେମୀ ତରଫରୁ କଲର ବେଲ୍ଟ ପ୍ରମୋସନ ଟେଷ୍ଟ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି

କାଳ ବୈଶାଖୀ ପ୍ରଭାବ : ମାଲକାନଗିରି ସଦରରେ ଭାଙ୍ଗିଲା ଅନେକ ଗଛ ବିଦ୍ୟୁତ ସରବରାହ ବନ୍ଦ

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ସଦର ସମେତ ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ବର୍ଷା ସହ ଘଡଘଡି ମାରିଥିବା ଦେଖିବାକୁ ମିଳିଛି। ପବନ ଯୋଗୁଁ ମାଲକାନଗିରି ଜିଲ୍ଲା ସଦର ମହାକୁମା ଡିଏନକେ ୧୧୯ କଲୋନୀ ରେ ଏକ ବୃହତ ଆମ୍ବ ଗଛ ଭାଙ୍ଗି ବିଦ୍ୟୁତ ଖୁଣ୍ଟ ଉପରେ ପଡି ବା ଦ୍ୱାରା ବଦ୍ୟୁତ ତାର

ଭାମିନିଠାରେ ଖେଳ ଇଣ୍ଡିଆ ସେଣ୍ଟର୍ ଉଦଘାଟିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଓଡ଼ିଶା ସରକାରଙ୍କ ମାନ୍ୟବର କ୍ରୀଡାମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ଵାରା ଆଭାଶି ମାଧ୍ୟମରେ ନବରଙ୍ଗପୁର ର ଭାମିନୀ ବିଦ୍ୟାଳୟ ଠାରେ ଏ ଥେଲେଟିକ କ୍ରୀଡା ନିମନ୍ତେ ଖେଳ ଇଣ୍ଡିଆ ସେଣ୍ଟର୍ ଉଦଘାଟିତ ହୋଇଯାଇଛି। ଏହି

ସେକ୍ସ ରେକେଟ ସନ୍ଧାନ ରେ ଆସିକା ର ବିଭିନ୍ନ ହୋଟେଲ ଓ ଲର୍ଡ଼ଜ ଉପରେ ପୋଲିସ ର ଚଢ଼ାଉ ….!

ପୋଲିସ ର ଚଢ଼ାଉ କୁ ନେଇ ବୁଦ୍ଧିଜୀବୀ ମହଲ ରେ ସ୍ୱାଗତ….. ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଠାରେ ଥିବା ବିଭିନ୍ନ ଲର୍ଡ଼ଜ ଓ ହୋଟେଲ ରେ ସେକ୍ସ ରେକେଟ ଚାଲିଥିବା ଚର୍ଚ୍ଚା ହୋଇ ଆସୁଥିଲା। ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ନିର୍ଦ୍ଧେଶ ରେ ଆସିକା