Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଶେଷ ପର୍ଯ୍ୟାୟରେ ବୃତଙ୍ଗ ଜଳସେଚନ ପ୍ରକଳ୍ପ : ୩୬ଟି ଗାଁର ୩୫ଶହ ହେକ୍ଟର ଜମିକୁ ପାଣି ମାଡ଼ିବ
ନୟାଗଡ଼: ଦଶପଲ୍ଲା ବୃତଙ୍ଗ ପ୍ରକଳ୍ପରୁ ଓଡ଼ଗାଁ ବ୍ଲକର ଚାଷ ଜମିକୁ ଜଳ ଯୋଗାଣ ପାଇଁ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ପ୍ରଥମ ପର୍ଯ୍ୟାୟରେ ଓଡ଼ଗାଁ ବ୍ଲକର ୧୦ଟି ପଞ୍ଚାୟତର ୩୬ଟି ଗାଁ ସାମିଲ ରହିଛି । ଓଡ଼ଗାଁ ଚାଷୀଙ୍କ ସ୍ବପ୍ନ ସାକାର ହୋଇଥିବାରୁ ରାଜ୍ୟ ସରକାରଙ୍କୁ ସାଧୁବାଦ!-->…
ବାଲିଗୁଡାରେ ବିଶ୍ୱ ଆଦିବାସୀ ଦିବସ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଆଦିବାସୀ ଜନଜାତିଙ୍କ କିଛି ଅଧିକାର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଉପ!-->…
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପ୍ରଥମ ସେମି ଫାଇନାଲରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି l ଏହି ଚମ୍ପିୟାନସିପ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ l ଏଥିରେ ବାଲିଗୁଡା ସମେତ ସୀତାପଡି,!-->!-->!-->…
ଗ୍ରାମୀଣ ନାଟ୍ୟ ଦିବସ ପାଳିତ
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ " ଏବଂ ୟୁଟ୍ୟୁବ ଚାନେଲ ସୁହାନୀ କ୍ରିଏସନ ଓ ତିରୁପତି ଓଡ଼ିଆ ପ୍ରଡକ୍ସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ହିଲପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ପବିତ୍ର ଗ୍ରାମୀଣ ନାଟ୍ୟ ଦିବସ!-->…
ସଙ୍କୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ
ବାଲିଗୁଡା, ତା, ୦୯/୦୭: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଆଦିବାସୀ!-->…
ବାଲୁଗାଁ ପୋଲିସ୍ ର ମାନବିକତା
ହଜିଯାଇଥିବା ମୋବାଇଲ୍ ଉଦ୍ଧାର କରି ମାଲିକଙ୍କୁ ଫେରାଇଲା ବାଲୁଗାଁ ପୋଲିସ୍
ବାଲୁଗାଁ : ଗତ ୧୦-୦୧-୨୦୨୫ ରେ ଓପୋ ଏଫ ୧୯ ପ୍ରୋ ପ୍ଲସ ମୋବାଇଲ ହଜିବା ସମ୍ବନ୍ଧରେ ବାଲୁଗାଁ ଥାନାରେ ଏକ ଅଭିଯୋଗ ପରେ ପୋଲିସ ମୋବାଇଲର IMEI 861932057848071 861932057848063 କୁ ଟ୍ରାକିଙ୍ଗ କରି!-->!-->!-->…
ରେଳଟ୍ରାକରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ବାଲୁଗାଁ : ରବିବାର ପୂର୍ବାହ୍ନରେ ବାଲୁଗାଁ ରେଳ ଷ୍ଟେସନ ଅନ୍ତର୍ଗତ ସୁବୁଦ୍ଧିପାଟଣା ରେଳ ଫାଟକ ନିକଟ ରେଳ ଟ୍ରାକରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ରେଳ ପୋଲିସ।ସୂଚନା ମୁତାବକ ରବିବାର ସକାଳେ ଆସାମରୁ ଚେନ୍ନାଇ ୮ ଜଣ ଯୁବକ ଟ୍ରେନ୍ ଯୋଗେ ଯାଉଥିବା ବେଳେ ଅସାବଧାନତା ବଶତଃ ଜଣେ!-->…
ବନ୍ଧମୁଣ୍ଡା ପୋଲିସକୁ ବଡ଼ ସଫଳତା: ମୋବାଇଲ ଚୋରି ମାମଲାରେ ଜଣେ ଗିରଫ, ବିପୁଳ ସାମଗ୍ରୀ ଜବତ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଥାନା ପୋଲିସ ଏକ ମୋବାଇଲ ଚୋରି ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ଘଟଣାର ତଦନ୍ତ କରି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଚୋରି ହୋଇଥିବା ବହୁ ମୂଲ୍ୟବାନ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଜବତ କରିଛି।
!-->!-->!-->!-->!-->…
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପେନାଲଟିକ ସୁଟ ଜରିଆରେ ପାକୁଲଦା ଓ ସିନ୍ଦ୍ରିଗାଁ ଦଳ ବିଜୟୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି l ଏହି ଚମ୍ପିୟାନସିପ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ l ଏଥିରେ ବାଲିଗୁଡା ସମେତ ସୀତାପଡି,!-->…
ଯୌତୁକ ନିଷେଧ ଅଧିନିୟମ-୧୯୬୧ ଉପରେ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ
ନୟାଗଡ଼ : ନୟାଗଡ଼ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭା ଗୃହରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ (DSWO Section) ପକ୍ଷରୁ ଯୌତୁକ ନିଷେଧ ଅଧିନିୟମ-୧୯୬୧ ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ!-->…