Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଯୁଗ୍ମ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଅଧକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ମାଲକାନଗିରି ଏସପି!-->…
ସର୍ବନିମ୍ମ ମଜୁରୀ ବୃଦ୍ଧି ଦାବି ନେଇ ଏଆଇଟିୟୁସି ପକ୍ଷରୁ ଶୋଭାଯାତ୍ରା, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଓ…
ମାଲକାନଗିରି : ସର୍ବନିମ୍ମ ମଜୁରୀ ବୃଦ୍ଧି ଦାବି ନେଇ ଏ ଆଇଟିୟୁସି ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ଶୋଭାଯାତ୍ରା ବାହାରି ସହର ପରୀକ୍ରମା କରି ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲା ପାଳ ଙ୍କ ଜରିଆରେ ମୁଖ୍ୟସାଶନ ସଚିବ ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ!-->…
ଧାନଘର ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ
ଚିକିଟୀ : ଏହି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଧାନଘର ସ୍ଥିତ ଓଁ ଶ୍ରୀଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପୂର୍ବତନ ଗୋଷ୍ଟୀ ଶିକ୍ଷା ଅଧିକାରୀ ତଥା ବର୍ତ୍ତମାନର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା, ଗୋଷ୍ଟୀ ଶିକ୍ଷା ଅଧିକାରୀ ପନ୍ନଗ!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ବୌଦ୍ଧରେ ଭରସାଯୋଗ୍ୟ ବିଜୁଳି ସେବା ପାଇଁ କଣ୍ଟାମାଳ ପିଏସ୍ଏସର କ୍ଷମତା ବୃଦ୍ଧି
-- ଟ୍ରାନ୍ସଫର୍ମର କ୍ଷମତା ୬.୫ ଏମଭିଏ ରୁ ୮.୧୫ ଏମଭିଏକୁ ବୃଦ୍ଧି-- ୫ ହଜାରରୁ ଉର୍ଦ୍ଧ୍ବ ଉପଭୋକ୍ତା ଭରସାଯୋଗ୍ୟ ବିଜୁଳି ସେବା ପାଇବେ-- କଣ୍ଟାମାଳ ବ୍ଲକର ଗୁରୁତ୍ୱପୂର୍ଣ୍ଣ ଫିଡରଗୁଡ଼ିକୁ ସ୍ଥାୟୀ ଏବଂ ଗୁଣାତ୍ମକ ବିଜୁଳି ଯୋଗାଣ
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ବିଦ୍ୟୁତ!-->!-->!-->…
ନବରଙ୍ଗପୁରଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ
ନବରଙ୍ଗପୁର : ଆଜି ପୌରପାଳିକା ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର, ମୁଖ୍ୟ!-->…
ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତହିଞ୍ଜିଳିକାଟୁ ବ୍ଳକର ପାସହାର ୯୮.୩୯%…
ଏ-୧ ରେ ୬ ପରୀକ୍ଷାର୍ଥୀ, ରୋଶନ ବେହେରା ବ୍ଳକ ଟପ୍ପରହିଞ୍ଜିଳିକାଟୁ, ତା ୩।୫(): ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪-୨୫ ଶିକ୍ଷାବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ରାଜ୍ୟରେ ପାସହାର ୯୫% ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକର!-->…
ଆଦିବାସୀଙ୍କ ଜମି ବଙ୍ଗୀୟ ଅନୁପ୍ରବେଶକାରୀଙ୍କ ଜବର ଦଖଲରୁ ଉଛେଦ କରି ଆଦିବାସୀଙ୍କୁ ହସ୍ତାନ୍ତର ଦାବିକଲା ମିଳିତ…
ମାଲକାନଗିରି, ୩।୫ ମାଲକାନଗିରି ଜିଲ୍ଲାରେ ଆଦିବାସୀ ବଙ୍ଗାଳି ମଧ୍ୟରେ ଜମି ବିବାଦ କଥା କିଛି ନୁଆ କଥା ନୁହଁ। ପ୍ରତ୍ୟକ ବର୍ଷ ଜିଲ୍ଲାର ବିଭିନ୍ନ ଅଂଚଳରେ ବଙ୍ଗାଳି ଆଦିବାସୀ ମଧ୍ୟରେ ଜମିଜମା ସଂଘର୍ଷ ଲାଗିରହିଥାଏ। କିନ୍ତୁ ସମସ୍ତ ଘଟଣା ଲୋକଲୋଚନକୁ ଆସୁନାହିଁ। ନିକଟରେ ଚିତ୍ରକୋଣ୍ଡା ତହସିଲ!-->…
ମାଲକାନଗିରି ରେ ପ୍ରେସ ସ୍ଵାଧୀନତା ଦିବସ ପାଳିତ…
ମାଲକାନଗିରି, ୩।୫ ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ନାଲିଷ୍ଟସ୍ (ଏସ୍ୟୁଜେ) ଓଡ଼ିଶା ମାଲକାନଗିରି ଜିଲ୍ଲା ଶାଖା ତରଫରୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ" ପାଳିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ସମୟରେ ଜୀବନ ହରାଇଥିବା ସାମ୍ବାଦିକ ଓ ପହଲଗାଓରେ ହୋଇଥିବା!-->…
ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର କଚ୍ଛପ ଗତିରେ ଚାଲିଥିବା ପଟ୍ଟା ପ୍ରଦାନ ପାଇଁ ବନ୍ଦୋବସ୍ତ ପ୍ରକ୍ରିୟା ସରକାର ପକ୍ଷରୁ…
ସାଧାରଣରେ ତୀବ୍ର ପ୍ରତିକ୍ରିୟା ..!ବ୍ରହ୍ମପୁର : ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଜନସାଧାରଣ ଜନତା ସ୍ଥାୟୀ ଭାବେ ଶହ ଶହ ବର୍ଷ ଧରି ଗୃହ ନିର୍ମାଣ କରି ଆସୁଛନ୍ତି। ହେଲେ ବିଭିନ୍ନ ଆଳ ଦେଖାଇ ସାଧାରଣର ଜନତାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବାରେ ସରକାର ବିଫଳ ହୋଇଛନ୍ତି। ଗତ ୨୦୧୭!-->…
ନବରଙ୍ଗପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ-୨୦୨୫
ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା(ବନ୍ୟା) କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି!-->…