Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଅଲଓଡ଼ିଶା ଆଙ୍ଗନବାଡି ଲେଡିସ ୱାର୍କରସ ଆସୋସିଏସନ ତରଫରୁ ଗଣ ଧାରଣା
ମାଲକାନଗିରି : ଆଜି ଅଲ ଓଡ଼ିଶା ଆଙ୍ଗନବାଡି ଲେଡିସ ୱାର୍କରସ ଆସୋସିଏସନ ତରଫରୁ ବିଶାଳ ଗଣ ଧାରଣା ଦିଆଯାଇଥିଲା। ଏହି ଗଣଧାରଣାରେ ଜିଲ୍ଲାର ସମସ୍ତ ଅଙ୍ଗନବାଡି କର୍ମୀ ସହ ଅଙ୍ଗନବାଡି ସହକର୍ମୀ ଯୋଗ ଦେଇଥିଲେ।ପ୍ରାୟ୩୦୦୦ ରୁ ଉର୍ଦ୍ଧ ଅଙ୍ଗନବାଡି କର୍ମୀ ଓ ସହକର୍ମୀ ମାଲକାନଗିରି ବସ ଷ୍ଟାଣ୍ଡ!-->…
ମା’ ଶ୍ୟାମଳାଇଙ୍କ ଚୈତ୍ର ପର୍ବ ଆରମ୍ଭ
ହିଞ୍ଜିଳିକାଟୁ, ୧୮/୩ : ଚୈତ୍ର ମାସ ପ୍ରଥମ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ନିକଟସ୍ଥ ଶକ୍ତିପୀଠ ମା ଶ୍ୟାମଳାଇ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋରରୁମାଁଙ୍କମାଜଣା ,ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ମଇଲମ ଓ ସମସ୍ତ ଦେବୀନାତି ସମାପନ!-->…
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ହିଞ୍ଜିଳିକାଟୁ ପୌରପରିଷଦରେ ଏକାଧିକ ଜଳଛତ୍ର ଉଦଘାଟିତ
ହିଞ୍ଜିଳିକାଟୁ : ଗ୍ରୀଷ୍ମ ପ୍ରବାହକୁ ଆଖିଆଗରେ ରଖି ଜନ ସାଧାରଣ ଯେପରି ଅଂଶୁଘାତର ଶିକାର ନ ହୁଅନ୍ତି ପୈାରପରିଷଦ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ହିଞ୍ଜିଳିକାଟୁ ବସ ଟର୍ମୀନାଲ ପରିସରରେ ଜନସାଧାରଣଙ୍କ ପାଇଁ ଥଣ୍ଡା ପାନୀୟ ଜଳର!-->…
ସରକାରଙ୍କ ବିରୁଦ୍ଧରେ ଗର୍ଜିଲେ ଅଲ ଓଡିଶା ଅଙ୍ଗନବାଡି ଲେଡିସ ୱାର୍କର୍ସ ଆସୋସିଏସନ : ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…
ଛତ୍ରପୁର : ଭାରତୀୟ ମଜଦୂର ସଂଘ ର ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନବାଡି ଲେଡିସ ୱାର୍କର୍ସ ଆସୋସିଏସନ ଗଞ୍ଜାମ ଜିଲ୍ଲା ପକ୍ଷରୁ ୧୦ ଦଫା ଦାବି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଏଥିରେ ଶହ ଶହ ଅଙ୍ଗନବାଡି କର୍ମୀ ମାନେ ସାମିଲ ହୋଇ ନିଜ ହକ!-->…
ହିଞ୍ଜିଳିକାଟୁ ସରକାରୀ ଏନ୍ ଏ ସି ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ଉତ୍ସବ
ହିଞ୍ଜିଳିକାଟୁ : ସ୍ଥାନୀୟ ସରକାରୀ ଏନ୍ ଏ ସି ଉଚ୍ଚ ବିଦ୍ୟାଳୟ ପରିସରରେ ଆମ ସଂସ୍କୃତି ଆମ ଖେଳଣା, ରାମାନୁଜନ ଗଣିତ କ୍ଲବ, ଅବଦୁଲ କାଲାମ ବିଜ୍ଞାନ କ୍ଲବ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା, ସାଧାରଣ ଜ୍ଞାନ ପ୍ରତିଯୋଗିତା, ବିଜ୍ଞାନ ସେମିନାର, ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହା ସହ!-->…
ଆସିକା ରେ ଥିବା ଖମାନାଳ ମାନ ଚିତ୍ରରୁ ଉଭାନ : ପ୍ରଶାସନ ଖୋଜି ଖୋଜି ନୟାନ୍ତ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁ ବେଳେ ଚର୍ଚ୍ଚାରେ ରହିଆସିଛି। ଏଠିକାର ବାବୁ ମାନେ ଫାଇଲ ଗାଏବ କରିବାରେ ସିଦ୍ଧହସ୍ତ ବୋଲି ଖମା ନାଳ ଆସିକା ମାନ ଚିତ୍ରରୁ ହଜିଯିବା ର ଏକ ନଗ୍ନ ନମୁନା। ଆସିକା ସହର କୁତ୍ରିମ ବନ୍ୟା ପାଇଁ ଏକ ଅଭିଶପ୍ତ ସହର ରୂପେ!-->…
ଅଧିକାର ଓ ସୁରକ୍ଷା ନିମନ୍ତେ ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ବିରାଟ ଶୋଭାଯାତ୍ରା : ୭ ଦଫା…
ବାଲିଗୁଡ଼ା,: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ଭତ୍ତା ହିତାଧିକାରୀ ମାନଙ୍କ ସୁରକ୍ଷା ଓ ନ୍ୟାର୍ଯ୍ୟ ଦାବୀ ପୂରଣ ସମ୍ପର୍କରେ ଏକ ବିରାଟ ଶୋଭାଯାତ୍ରା ସ୍ଥାନୀୟ ଗାୟତ୍ରୀ ମନ୍ଦିର ନିକଟରୁ ବାହାରି ହାତରେ ଦାବୀ ସମ୍ପର୍କିତ ପ୍ଲା କାର୍ଡ ଧରି!-->…
ଏକାମ୍ର ପ୍ରତିଭା ରତ୍ନ ସମ୍ମାନରେ ସମ୍ମାନୀତ ହେଲେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶ୍ରୀୟାଶ୍ରୀ ପତି
ଭୁବନେଶ୍ଵର:-ଓଡିଶାର ଲୋକପ୍ରିୟ ନୃତ୍ୟ ଓଡିଶୀ। ଖାଲି ଓଡିଶା, ନୁହେଁ ଓଡିଶା ବାହାରର ବିଭିନ୍ନ ସ୍ଥାନରେ ଏବେ ଏହି ନୃତ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି। ଏହି ନୃତ୍ୟ କେବଳ ଗୋଟେ ନୃତ୍ୟ ନୁହେଁ ଏହା ଏକ ସାଧନା। ଆଉ ଏହି ସାଧନା କରୁଥିବା ନୃତ୍ୟଶିଳ୍ପୀ ମାନେ ନିଜର ନୃତ୍ୟ ମାଧ୍ୟମରେ!-->…
ସୀମାନ୍ତରେ ୧୯ ମାଓବାଦୀଙ୍କ ଆତ୍ମସମର୍ପଣ, ୯ ଜଣଙ୍କ ନାମରେ ଥିଲା ୨୮ ଲକ୍ଷର ଇନାମ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବୀଜାପୁରରେ ୧୯ ମାଓବାଦୀଙ୍କ ଆତ୍ମସମର୍ପଣ । ୧୯ ଜଣଙ୍କ ମଧ୍ୟରୁ ୯ ମାଓବାଦୀଙ୍କ ମଧ୍ୟରେ ମୋଟ ୨୮ ଲକ୍ଷର ଇନାମ ରହିଥିବା ଜଣା ପଡିଛି। ସୂଚନା ଅନୁଯାୟୀ ଛତିଶଗଡର ବୀଜାପୁର ଜିଲ୍ଲାର ପାମେଡ ଅଞ୍ଚଳରେ ସକ୍ରିୟ ମାଓ କମିଟିରେ କାର୍ଯ୍ୟରତ!-->…
୨ ଜୁଆଡି ଗିରଫ, ୯୬୩୦ ଟଙ୍କା ଓ ୪ ବାଇକ୍ ଜବତ
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ଆଡପଡା ଫାଣ୍ଡି ମୋହିଗୁଡା ଘୋଡାହାଡ ନଦୀ କୂଳରେ ରବିବାର ବିଳମ୍ବିତ ରାତିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୁଲିସ ଚଢ଼ାଉ କରିଛି। ଚଢ଼ାଉରେ ୨ ଜଣ ଜୁଆଡିଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା ବେଳେ କିଛି ଜୁଆଡି ଘଟଣା ସ୍ଥଳରୁ!-->…