Browsing Category

ଆଞ୍ଚଳିକ

ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନୀୟାଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି :L ଆଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନୀୟା ମାଲକାନଗିରି ଗସ୍ତ କରିଛନ୍ତି, ସେ ପ୍ରଥମେ ମାଓପ୍ରଵଣ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଆଞ୍ଚଳ ର ଗୋରାସେତୁ ବିଏସ ଏଫ କ୍ୟାମ୍ପ ପରିଦର୍ଶନ କରି ଯବାନ ମାନଙ୍କ ସୁବିଧା ଅସୁବିଧା କଥା ପଚାରି

ଶାନ୍ତି ମିଶ୍ର ହତ୍ୟା ମାମଲା; ୧୧ଜଣ ଅଭିଯୁକ୍ତ ଆଜୀବନ କାରାଦଣ୍ଡ, ଜଣେ ଏବେବି ଫେରାର ଅଛି

ବ୍ରହ୍ମପୁର : ଗୋଶାଣୀନୂଆ ଗାଁ ଥାନା ଅଞ୍ଚଳରେ ଗତ ୨୦୧୩ ଜାନୁୟାରୀ ୨୯ ତାରିଖରେ ହୋଇଥିବା ବହୁ ଚର୍ଚ୍ଚିତ ବ୍ରହ୍ମପୁର ଶାନ୍ତି ମିଶ୍ର ହତ୍ୟା ମାମଲାରେ ୧୧ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ । ଦୋଷୀ ସାବ୍ୟସ୍ତ

ଓଡ଼ିଆ ପାଠଚକ୍ର ଅନୁଷ୍ଠିତ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଲାଇନ୍ ପଡା ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଗାଳ୍ପିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଂସର ବିଳାପ ଗଳ୍ପ କୁନେଇ ପାଠ ଚକ୍ର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମଲ୍ଲିକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ବିଭାଗର

ବ୍ରହ୍ମପୁର ସିପିଆଇ କାର୍ଯ୍ୟାଳୟରେ ଅକ୍ଟୋବର ବିପ୍ଳବର ୧୦୮ତମ ବାର୍ଷିକୀ ଉପଲକ୍ଷେ ଲାଲ ପତାକା ଉତ୍ତୋଳନ

ବ୍ରହ୍ମପୁର : ନଭେମ୍ବର ୭ ମହାନ ଅକ୍ଟୋବର ବିପ୍ଳବ ର ୧୦୮ତମ ବାର୍ଷିକୀ ଉପଲକ୍ଷେ ବ୍ରହ୍ମପୁର ପାର୍କ ସାହିସ୍ଥ ସିପିଆଇ କାର୍ଯ୍ୟାଳୟ ଠାରେ ଲାଲ୍ ପତାକା ଉତ୍ତୋଳନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ପାର୍ଟି ନେତା ତଥା ପାର୍ଟି ମୁଖପତ୍ର 'ନୂଆଦୁନିଆ' ର ସମ୍ପାଦକ ରମେଶ ଚନ୍ଦ୍ର ପାଢ଼ୀ ଲାଲ୍

ସହର ସ୍ଥିତ ଗୌଶିକ ଫିଟନେସ ପାର୍କ ଜିମ ର ଦ୍ଵିତୀୟ ବାର୍ଷିକି ଉତ୍ସବ ଅନୁଷ୍ଠିତ : ଯୋଗଦେଲେ ଅତିରିକ୍ତ ଜିଲ୍ଲାପାଳ,…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ପ୍ରଖ୍ୟାତ ଜିମ୍ ଗୌସିକ ଫିଟନେସ ପାର୍କର ନୂତନ ଜିମ୍ ର ଦ୍ୱିତୀୟ ପ୍ରତିଷ୍ଠା ଦିବସ ମହାଆଡମ୍ବରରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ମହେଶ୍ବର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି

ଅବକାରୀଙ୍କ ପୃଥକ୍ ପୃଥକ୍ ଦୁଇ ଜାଗାରେ ଚଢାଉ ମହୁଲ ଓ ଦେଶୀ ମଦ ଜବତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ କାରିଛପଲ ଓ ହାଟିବାରି ଥାନା ଅନ୍ତର୍ଗତ ଅଙ୍କୁରପାଲିରେ ଆଜି ବୀରମିତ୍ରପୁର ଓ କୁଆଁରମୁଣ୍ଡା ଅବକରୀଙ୍କ ମିଳିତ ଭାବେ ଚଢାଉ କରାଯାଇଛି | ଏହି ମିଳିତ ଚଢ଼ାଉରେ କାରିଛପଲ ଅଞ୍ଚଳର ବିଲରେ ଗାତ କରି ୪ଟନ ୫୦୦ କୁଇଣ୍ଟାଲ

ମାଲକାନଗିରି ମାଥିଲି ବନବିଭାଗକୁ ସଫଳତା : ବେଆଇନ ଭାବେ ନିର୍ମିତ ଗୃହ ଉପକରଣ ଜବତ

ମାଲକାନଗିରି : ଆଜି ମାଲକାନଗିରି ଖଣ୍ଡିୟ ବନାଧିକାରୀ କତାପାଲ୍ଲୀ ପ୍ରତାପଙ୍କ ନିର୍ଦ୍ଦେଶ କ୍ରମେ ମାଥିଲି ବନାଞ୍ଚଳ ପକ୍ଷରୁ ରେଞ୍ଜର ବାସୁଦେବ ନାୟକଙ୍କ ନେତୃତ୍ୱରେ ଏକ ଟିମ ମାଥିଲି ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମରେ ବେଆଇନ ଭାବେ ନିର୍ମିତ ଗୃହ ଉପକରଣ ଓ ବିକ୍ରି ପାଇଁ ରଖାଯାଇଥିବା

ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଠନ ଉଦ୍ଦେଶ୍ୟରେ ଵ୍ରହ୍ମପୁର ଠାରେ ମେଳା ଅନୁଷ୍ଠିତ

ଵ୍ରହ୍ମପୁର: ଆଜି ଵ୍ରହ୍ମପୁର ସ୍ଥିତ ସୁଭମ ସେଲେବ୍ରେସେନ ଠାରେ ସ୍ଥାନୀୟ ରୋଟାରୀ କ୍ଲବ ଓ ଭୁବନେଶ୍ୱର କେରିଅର ମ୍ୟାପ ସଂଘଟିତ ଭାବେ ଛାତ୍ର ଛାତ୍ରୀ ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ମେଳାରେ ୯,୧୦୧୧,୧୨ କକ୍ଷର ଛାତ୍ର ଛାତ୍ରୀ ଏବଂ ସ୍ନାତକ ସହିତ ସ୍ନାତକୋତ୍ତର

ମା’ ମହୁରୀକାଳୁଆଙ୍କୁ ଆରାଧନା : ଯାତ୍ରା ସକାଶେ ଆଙ୍କୋରଡ଼ା ଉତ୍ସବମୁଖର

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ା ଗ୍ରାମରେ ମା’ ମହୁରୀ କାଳୁଆଙ୍କ ୪୧ ତମ ଯାତ୍ରା ମହୋତ୍ସବ ଅଷ୍ଟଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଯାତ୍ରା ବୁଧବାର ଠାରୁ ଶୁଭାରମ୍ଭ ହୋଇଯାଇଛି । ଯାତ୍ରାର ପ୍ରଥମ ଦିବସ ବୁଧବାର ମା’ଙ୍କୁ ମହୁରୀକାଳୁଆ ପୀଠରୁ ସ୍ବାଗତ ସମ୍ବର୍ଦ୍ଧନା

ଘର ତିଆରି କରିବାକୁ କେନ୍ଦ୍ରକରି ୨ ସର୍ମ୍ପକୀୟ ଭାଇ ହାତାହାତି : ଆକ୍ରମଣ ଓ ପ୍ରତିଆକ୍ରମଣରେ ୩ ଆହତ, ୩ ଗିରଫ

ହିଞ୍ଜିଳିକାଟୁ : ଘର ତିଆରି କରିବାକୁ କେନ୍ଦ୍ରକରି ୨ ସର୍ମ୍ପକୀୟ ଭାଇଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଘଟିଛି । ଏଭଳି ଏକ ଘଟଣା ବୁଧବାର ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମରେ ଘଟିଛି । ଆକ୍ରମଣ ଓ ପ୍ରତିଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଆହତ ମାନେ ହେଲେ କୋଳିଦାସପୁର ଗ୍ରାମର