Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବ୍ଲକସ୍ତରୀୟ ଦକ୍ଷତା ବିକାଶ କର୍ମଶାଳା
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ସଭାଗୃହରେ ବ୍ଲକସ୍ତରୀୟ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ଅତିରିକ୍ତ ବିଡ଼ିଓ କବିତା!-->…
ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅଞ୍ଚଳର ଜୈନିକ ନାବାଳିକାଙ୍କୁ ନିକଟସ୍ଥ ଗ୍ରାମର ଜଣେ ଯୁବକ ଅସଦାଚରଣ କରିଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୧୦/୨୫ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରିବା ସହ ଜଣେ ଯୁବକଙ୍କୁ!-->…
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଭଙ୍ଗା କାଚ ବୋତଲରେ ଆକ୍ରମଣ : ଆକ୍ରମଣରେ ଯୁବକ ଗୁରୁତର, ଆକ୍ରମଣକାରୀ ଗିରଫ
ହିଞ୍ଜିଳିକାଟୁ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଭଙ୍ଗା କାଚ ବୋତଲରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ନିଳାଞ୍ଚଳ ଗୈାଡ (୨୨)।ପୁଲିସ ସୂଚନା!-->…
ନବରଙ୍ଗପୁର ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଗୁରୁବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ରଙ୍କୁ ଭେଟି, ଜିଲ୍ଲା ଦୌରା ଜଜ ଅଦାଲତ!-->…
ନବରଙ୍ଗପୁର ଓୟୁଜେର ଦାବୀ ପତ୍ର ପ୍ରଦାନ
ନବରଙ୍ଗପୁର : ରାଜ୍ୟର ସାମ୍ବାଦିକ ମାନଙ୍କର ସାମୁହିକ ସ୍ୱାର୍ଥ ରକ୍ଷା ପାଇଁ ଓଡ଼ିଶା ସାମ୍ବାଦିକ ୟୁନିୟନ ଆଉ ନୀରବଦ୍ରଷ୍ଟା ହୋଇ ବସି ନରହି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚରମ ନିଷ୍ପରି ଗ୍ରହଣ କରିଛି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବାର ୮ମାସ ବିତିଯାଇଥିଲେ ମଧ୍ୟ!-->…
ଚିକିଟୀରେ ଦିନଦୟାଲ ଉପାଧ୍ୟାୟ ଜୟନ୍ତୀ ପାଳିତ
ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଦିନଦୟାଲ ଉପାଧ୍ୟାୟ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଗଞ୍ଜାମ ଜ଼ିଲ୍ଲା ବିଜେପି ସଭାପତି ସରୋଜ ସାବତ ଅଧ୍ୟକ୍ଷତା କରିଥିବା ବେଳେ ଚିକିଟୀ ପରିଷଦ ମଣ୍ଡଳ ସଭାପତି ଅନନ୍ତରାମ!-->…
ସ୍ୱାସ୍ଥ୍ୟ, ଶିକ୍ଷା ଓ ମହିଳା ଏବଂ ଶିଶୁ ବିଭାଗର ମିଳିତ ସମୀକ୍ଷା ବୈଠକ
ଛତ୍ରପୁର : ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷ ଠାରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ମହିଳା ଏବଂ ଶିଶୁ ବିଭାଗର ମିଳିତଯୋଜନା ଗୁଡିକ ସଠିକ କାର୍ଯ୍ୟକାରୀ କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଯୋଜନ ମାତୃ ନବଜାତ ଶିଶୁ ଏବଂ କିଶୋରୀ ସ୍ୱାସ୍ଥ୍ୟ ଓ ପୋଷଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରେ!-->…
କୋମଳମତି ଶିଶୁଙ୍କ ଭବିଷ୍ୟତକୁ ନେଇ ଖେଳୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ : ବିଦ୍ୟାଳୟକୁ ୧୧ ଟା ଯାଏଁ ଆସୁନାହାନ୍ତି…
ମାଲକାନଗିରି,୧୨।୨ ଶିକ୍ଷ ମଣିଷ ଜୀବନରେ ଆଲୋକ ଦେଖାଇବା ସହ ଜୀବନକୁ ସରସ ସୁନ୍ଦର କରି ଗଢ଼ିଥାଏ । ପରିବାର ଲୋକେ ନିଜ ଶିଶୁଙ୍କ ଭବିଷ୍ୟତ ପାଇଁ ଶିକ୍ଷାକୁ ଅଧିକ ଗୁରୁତ୍ଵ ଦେଉଥିବା ବେଳେ ରାଜ୍ୟ ସରକାର ଶିକ୍ଷିତଙ୍କ ହାର ବଢାଇବା ପାଇଁ ଅନେକ ପଦକ୍ଷେପ ନେଇଥାନ୍ତି। ଅଧିକରୁ ଅଧିକ ପିଲାଏ!-->!-->!-->…
ଛତ୍ରପୁର ବ୍ଲକ ଶିକ୍ଷାଧିକାରୀଭାବେ ଦାୟିତ୍ୱ ଗ୍ରହଣକଲେ ସୁଜିତ କୁମାର ପାଢୀ
ଛତ୍ରପୁର, : ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଭାବେ ସୁଜିତ କୁମାର ପାଢୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ହିଞ୍ଜିଳିକାଟୁ ବ୍ଲକର କଞ୍ଚୁରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ ସୂଚାରୂ ରୂପେ ତୁଲାଇ ଆସୁଥିଲେ । ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଭାବେ ଶ୍ରୀ ପାଢ଼ୀ!-->…
ମାଥିଲି ଉତ୍କଳ ମହିଳା ସମିତିଙ୍କ ୬ ଦଫା ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ମାଲକାନଗିରି୧୩/୦୨ : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଉତ୍କଳ ମହିଳା ସମିତି ଜିଲ୍ଲା ସାମ୍ପାଦିକା ଶ୍ରୀମତୀ ଦୟାମଣୀ ଗଲରୀ ଙ୍କ ନେତୃତ୍ୱରେ ଆଜି ଉତ୍କଳ ମହିଳା ସମିତିର ମହିଳା ମାନଙ୍କ ୬ ଗୋଟି ଦାବିକୁ ନେଇ ମାଥିଲି ବ୍ଲକ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଙ୍କ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀ!-->…