Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସମଗ୍ର ଶିକ୍ଷା ଯୋଜନା ଭିତ୍ତିକ ସ୍ବତନ୍ତ୍ର ବୈଠକ ! ୧୨୬୪ ଜଣ କନିଷ୍ଠ ଶିକ୍ଷକ ନିଯୁକ୍ତି ତାଲିକାର ଅନୁମୋଦନ !
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ସମଗ୍ର ଶିକ୍ଷା ଯୋଜନା ଭିତ୍ତିକ ୧୨୬୪ ଜଣ କନିଷ୍ଠ ଶିକ୍ଷକ ନିଯୁକ୍ତି ତାଲିକାର ଅନୁମୋଦନ ସକାଶେ ଜିଲ୍ଲା ପରିଷଦର ସ୍ବତନ୍ତ୍ର ବୈଠକ ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ଯକ୍ଷା!-->…
ଭାଲୁ ଆକ୍ରମଣରେ ଜଣେ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକରେ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତ୍ତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେ ଭର୍ତି ହୋଇଥିବା ଜଣା ପଡିଛି। ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକ ଅନ୍ତର୍ଗତ ମାଡକାପାଲି ପଞ୍ଚାୟତର ମଲାଲିଗୁଡା ଗ୍ରାମର ରଘୁନାଥ ଖିଲ ନାମକ!-->…
ବିଦ୍ୟୁତ୍ ଆଘାତରେ ଯୁବକ ମୃତ : ସହାୟତା ପ୍ରଦାନ ଦାବିରେ ଉତ୍ୟକ୍ତ ଗ୍ରାମବାସୀ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରିଲେ
ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ବାଦିଆମ୍ବଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଷଜମିରୁ କାମ ସାରି ଫେରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ନିମିଗାଁର ବିଶିକେଶନ ଗୈାଡ (୧୯) ।!-->…
ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ ତମ ପ୍ରତିଷ୍ଠା ଦିବସ ପାଳିତ
ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ୧୦ ତମ ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ମୁଖ୍ୟବକ୍ତା!-->…
ଥାନା ଅଧିକାରୀସ୍ତରରେ ଅଦଳବଦଳ
ଫୁଲବାଣୀ : କନ୍ଧମାଳର ବିଭିନ୍ନ ଥାନା ଅଧିକାରୀଙ୍କ ଅଦଳବଦଳ କରାଯାଇଛି । ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ହୋଇଥିବା ଏହି ବଦଳି ପ୍ରକ୍ରିୟାରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ରେ କାର୍ଯ୍ୟରତ ଇନ୍ସପେକ୍ଟର ବିଜୟ ହାଇବୁରୁଙ୍କୁ ବ୍ରାହ୍ମଣୀ ଗାଁ ଥାନା ଅଧିକାରୀ ଭାବେ!-->…
ବିଶ୍ଵକର୍ମା ପୂଜା ଉପଲକ୍ଷେ ଓ ସ୍ବର୍ଗୀୟ ଶ୍ୟାମ ସାହାଙ୍କ ସ୍ମୃତିରେ ଦୁଇ ଦିନ ବ୍ୟାପି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ
ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଛତାବେଡା ଡିଏନକେ ଗ୍ରାମରେ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ବିଷକର୍ମା ପୂଜା ଉପଲକ୍ଷରେ ଏସ ଏସ ସାହା ପରିବାର ଦ୍ୱାରା ଦୁଇ ଦିନ ବ୍ୟାପି ଏକ ଫୁଟବଲ ପ୍ରତିଯୋଗିତାର ଆୟୋଜନ କରିଛନ୍ତି। ଏହି ଫୁଟବଲ ପ୍ରତିଯୋଗିତାରେ ସମୁଦାୟ ଆଠଗୋଟି ଦଳ!-->!-->!-->…
ଟ୍ରକ୍ ପଛକୁ ଧକ୍କା ଦେଲା ଟାଟାଏସି – ୨ ଶ୍ରମିକ ମୃତ, ଚାଳକ ଗୁରୁତର…
ହିଞ୍ଜିଳିକାଟୁ, ୧୯/୮(): ବୁଧବାର ବିଳମ୍ୱିତ ରାତିରେ ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ପିତଳ ଛକ ନିକଟରେ ଟ୍ରକ୍ ପଛକୁ ଏକ ପରିବା ବୋଝେଇ ଟାଟାଏସି ଧକ୍କା ଦେଇଛି। ଦୂର୍ଘଟଣାରେ ଟାଟାଏସିରେ ଯାତ୍ରା କରୁଥିବା ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ଜଣଙ୍କ ଗୁରୁତର ଆହତ ହୋଇ!-->…
ମୂର୍ତ୍ତୀ ବିସର୍ଜନକୁ ନେଇ ଗୋଷ୍ଠୀ ସଂଘର୍ଷ : ଆକ୍ରମଣ ଓ ପ୍ରତିଆକ୍ରମଣରେ ୩ ଆହତ, ୪ ଗିରଫ
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ସାରୁ ଗ୍ରାମରେ ଗଣେଶ ମୂର୍ତ୍ତୀ ବିସର୍ଜନକୁ ନେଇ ମଙ୍ଗଳବାର ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଉଭୟ ଗୋଷ୍ଠୀର ଆକ୍ରମଣ ଓ ପ୍ରତିଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ସାରୁ ଗ୍ରାମର ଆକାଶ ସାହୁ, ରାମକୃଷ୍ଣ ପାତ୍ର ଓ ରାମକୃଷ୍ଣ ସାବତ।!-->…
ହରଚଣ୍ଡୀ ଉଚ୍ଚବିଦ୍ୟାଳୟରେ ପାଠ ପଢ଼ାଇଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଲାଲ ମେଣ୍ଟା ପଞ୍ଚାୟତ ର ବିଭିନ୍ନ ବିଦ୍ୟାଳୟ କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବସନ୍ତ କୁମାର ପଣ୍ଡା ମଙ୍ଗଳବାର ଗସ୍ତ କରି ବିଦ୍ୟାଳୟ ଗୁଡିକର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଓ ଶିକ୍ଷା ଦାନ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ!-->…
କନ୍ଧମାଳ ସାଂସଦଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେଲେ ଲିପ୍ସା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଡେନ୍ସ ଏକାଡେମୀ ଫୁଲବାଣୀର ଓଡିଶୀ ନୃତ୍ୟାଙ୍ଗନା ଲିପ୍ସା ରାଣୀ ଷଡଙ୍ଗୀ ଗତ କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ଦଶମ ବାର୍ଷିକ ଉତ୍ସବରେ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡିଶୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ମୁଖ୍ୟ ଅତିଥି ଅତିଥି ସୋମ୍ୟ ରଞ୍ଜନ ପଟ୍ଟନାୟକ ଏବଂ!-->…