Browsing Category

ଆଞ୍ଚଳିକ

ରଞ୍ଜନ ପ୍ରଧାନଙ୍କ ଉପନ୍ୟାସ ପୁସ୍ତକ ‘ଧରଣୀପେନୁ’ ଲୋକାର୍ପିତ

ଫୁଲବାଣୀ,୧୩/୯: ଆଜି ‘କନ୍ଧମାଳ ଜିଲ୍ଲା ମିଡିଆ ଫୋରମ୍‌’ର ବାର୍ଷିକ ଉତ୍ସବ ଅବସରରେ କଥାକାର ତଥା ‘ସମ୍ବାଦ’ର କନ୍ଧମାଳ ଜିଲ୍ଲା ପ୍ରତିନିଧି ଡକ୍ଟର ରଞ୍ଜନ ପ୍ରଧାନଙ୍କ ଉପନ୍ୟାସ ପୁସ୍ତକ ’ଧରଣୀପେନୁ’ ଲୋକାର୍ପିତ ହୋଇଯାଇଛି। ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି

ରାଏବଗା ଥାନା ସମ୍ମୁଖରେ ଥିବା ଚୋକ୍ଲେଟ ଦୋକାନରୁ ଚୋରୀ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନାରୁ ମାତ୍ର ୩୦ ମିଟର ଦୂରରେ ଥିବା ଗୋଟାଏ ଛୁଆଙ୍କ ଖାଇବା ସାମଗ୍ରୀ ଚୋକଲେଟ ଦୋକାନରୁ ଚୋରି | ଦୋକାନ ମାଲିକଙ୍କ କହିବା ଅନୁଯାୟୀ ଗତ କାଲି ୮ ଟା ସମୟରେ ଦୋକାନ ବନ୍ଦ କରି ନିଜ ଘରକୁ ଯାଇଥିଲେ | ଆଜି ସକାଳ ପ୍ରାୟ ୭ ଟା ବେଳକୁ ଆସି ଦୋକାନର

ଦାଶରଥି ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ

ଉମରକୋଟ : ଓଡିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଦାସିଆ ସାଂସ୍କୃତିକ ପରିଷଦ ତରଫରୁ ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ସ୍ବର୍ଗତ ଦାଶରଥି ପଟ୍ଟନାୟକଙ୍କ ସତେଇଶିତମ ଶ୍ରଦ୍ଧାଞ୍ଜଳି ସମାରୋହ ପରିଷଦର ସମ୍ମିଳନୀ କକ୍ଷରେ ଗତ କାଲି ୧୨/୦୯/୨୦୨୪ ରିଖ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ଏହି

ମଦ, ବାଲି ଓ ଖଣି ମାଫିଆ ଙ୍କ ଉପରେ ପ୍ରଶାସନ ର ଚଢାଉ ଧର୍ମକୁ ଆଖିଠାର ନା ଦଶହରା ଗୁଆ ଦେବା ପର୍ବ ଆରମ୍ଭ ….!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପରମ୍ପରା ଆଳରେ ଦଶହରା ମାମୁଲି ନେବା ଏକ ଅଭ୍ୟାସ ହୋଇଯାଇଛି। ଆଉ ସ୍ୱଳ୍ପ ଦିନ ପରେ ଦଶହରା ପର୍ବ ଆରମ୍ଭ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଅବକାରୀ ଓ ପୋଲିସ ବାବୁ ମାନେ ଚିକିଟି ମଦ ମୃତ୍ୟୁ ପରେ ଆଉ ଚୋରା ମଦ ବ୍ୟବସାୟୀ ମାନଙ୍କ ଉପରେ ଚଢ଼ାଉ ବନ୍ଦ

କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ବାର୍ଷିକ ମହୋତ୍ସବ ଧୁମଧାମରେ ପାଳିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ପଞ୍ଜୀକୃତ ଅନୁଷ୍ଠାନ କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ୧୦ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ମହୋତ୍ସବ ସଭାପତି ଡଃ ସୂର୍ଯ୍ୟ ନାରାୟଣ ବେହେରାଙ୍କ ସଭାପତିତ୍ବରେ ମହା ସମାରୋହରେ ପାଳିତ ହୋଇଯାଇଛି l ସଭାପତି ଶ୍ରୀ ବେହେରା ଅତିଥି ମାନଙ୍କୁ ସ୍ଵାଗତ

ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଏବଂ ଗୋଷ୍ଠିଗତ ଜଙ୍ଗଲ ସମ୍ବଳ ଅଧିକାରକୁ ସ୍ବୀକୃତି ପାଇଁ ମାଲକାନଗିରି ରେ ଆଦିବାସୀଙ୍କ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ତଥା ଜିଲ୍ଲାର ସମସ୍ତ ଆଦିବାସୀ ସମାଜ, ମହାଗ୍ରାମ ସଭା, କାଲିମେଳା, ପଡିଆ ମିଶି ଏକ ସ୍ମାରକ ପତ୍ର ପ୍ରଦାନ ଅପିଲ କରିଛନ୍ତି। ଏନେଇ ଆଜି ମାଲକାନଗିରି ସହର ଜନ ସମୁଦ୍ର ପାଲଟିଛି। ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ

ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରଲର, ଜଣେ ମୃତ : ଦୂର୍ଘଟଣାରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଲା, ବିଦ୍ୟୁତ ସରବରାହ…

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ଆରଏମସି ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଦୂର୍ଘଟଣା ଘଟି ଟ୍ରାକ୍ଟର ଚାଳକ ତଥା ମାଲିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ପିତଳ ଗ୍ରାମ ଦେଶୀବେହେରା ସାହିର ଲବ ବେହେରା

ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଯାପିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ପୋଷ୍ୟ ଗ୍ରାମ (ଗୁଡ୍ରିଗାଁ )ରେ ଦୀର୍ଘ ୭ ଦିନ ଧରି ଚାଲୁ ରହିଥ‌ିବା ଜାତୀୟ ସେବା ଯୋଜନାର ସ୍ବତନ୍ତ୍ର ଶିବିର ଉଦ‌ଯାପିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଡଃ

ଭୋଟର ତାଲିକାରେ ନୂତନ ଭୋଟରଙ୍କ ନାମ ସଂପୃକ୍ତ କରିବା ନେଇ ଜିଲ୍ଲାସ୍ତରୀୟ ବୈଠକ…

ଯୁବବର୍ଗ ରିଲ୍ ପ୍ରସ୍ତୁତ କରି ପୁରସ୍କୃତ ହୋଇ ପାରିବେ ଛତ୍ରପୁର ତା.12.09.24 ରାଜ୍ୟ ସରକାରଙ୍କ ଗୃହ ବିଭାଗ ଅଧିନ ନିର୍ବାଚନ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଗତ ଅଗଷ୍ଟ 20 ତାରିଖରୁ ଆରମ୍ଭ ହୋଇଯାଇଛି । ଏଥି ସକାଶେ ଜିଲ୍ଲା ସ୍ତରରେ