Browsing Category

ଆଞ୍ଚଳିକ

ବାଲିଗୁଡାରେ ଗଣେଷ ପୂଜା ପାଳିତ : ନୂତନ ଛାତ୍ରଛାତ୍ରୀ ଖଡ଼ି ଛୁଆଁଇଲେ

ବାଲିଗୁଡା, ୦୭/୦୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ସିଦ୍ଧି ପ୍ରଦାୟକ ଶ୍ରୀ ଶ୍ରୀ ଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଯଥା ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି l ଏହି ଅବସରରେ ଟାଉନର ସମସ୍ତ ଶିକ୍ଷାନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ

କନ୍ଧମାଳ ଜିଲ୍ଲାରେ ସମୁଦାୟ ୬ଗୋଟି ସୁଭଦ୍ରା ଭ୍ୟାନ ବୁଲିବ : ଜିଲ୍ଲପାଳ

ଫୁଲବାଣୀ : ଓଡ଼ିଶା ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗର ସୁଭଦ୍ରା ଯୋଜନା ରାଜ୍ୟର ମହିଳାମାନଙ୍କ କଲ୍ୟାଣ ପାଇଁ ଏକ ଅଭିନବ ଯୋଜନା। ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ତଥା ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଏହି କଲ୍ୟାଣକାରୀ ଯୋଜନା

ଫୁଲବାଣୀ ଓକିଲସଂଘ ପକ୍ଷରୁ ପାଳିତ ହେଲା ଗଣେଶ ପୂଜା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘ ପକ୍ଷରୁ ପୁରୁଣା ଓକିଲ ବାର ପରିସରରେ ଗଣେଶ ପୂଜା ପାଳିତ ହୋଇଯାଇଛି l ପୂଜାରେ କର୍ତ୍ତା ଭାବରେ ଆଇନଜୀବୀ ଜ୍ଞାନୀନ୍ଦ୍ର ନାଥ ପାଢୀ କାର୍ଯ୍ୟ ତୁଲାଇ ଥିବା ବେଳେ ବିରୂପାକ୍ଷ ପଣ୍ଡା, ପ୍ରତାପ ବେହେରା, ଜୟନ୍ତ ମହାନ୍ତି, ଦୀପକ ମହାପାତ୍ର,

ପବିତ୍ର ଶ୍ରୀଗଣେଶ ଚତୁର୍ଥୀ : ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ, ସବୁଠି ଚାଲିଛି ଅଗ୍ରପୂଜ୍ୟଙ୍କ ପୂଜାର୍ଚ୍ଚନା

ଛତ୍ରପୁର : ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ଧରାପୃଷ୍ଟରେ ଅବତରଣ କରିଛନ୍ତି ଗଜାନନ । ଚଳଚଞ୍ଚଳ ପୁର ପଲ୍ଲୀ । ସବୁଛି ଚାଲିଛି ଅଗ୍ରପୂଜ୍ୟଙ୍କ ପୂଜାର୍ଚ୍ଚନା । ସେହିପରି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସହ ବିଭିନ୍ନ ସାହି

ଛତ୍ରପୁର ପ୍ରେସ କ୍ଲବରେ ବିଘ୍ନ ବିନାଶକ ଗଜାନନଙ୍କ ପୂଜା ଧୁମଧାମ ରେ ପାଳିତ

ଛତ୍ରପୁର : ଛତ୍ରପୁର ପ୍ରେସ କ୍ଲବ ରେ ଅଗ୍ର ପୂଜ୍ୟ ଗଜାନନଙ୍କ ପୂଜା କୁ ଧୁମଧାମରେ ପାଳନ କରାଯାଇଛି ଗଜାନନ ଙ୍କ ମୂର୍ତ୍ତି ସ୍ଥାପନ କରି ବିଘ୍ନ ବିନାଶକ ଗଜାନନ ଙ୍କୁ ପୂଜା କରାଯାଇଥିଲା । ବିଦ୍ୱାନ ପଣ୍ଡିତଙ୍କ ଦ୍ଵାରା କ୍ଳବ ପରିସରରେ ପ୍ରଭୁ ଗଣେଶଙ୍କୁ ଅବାହନ କରାଯିବା ସହ ହୋମ ଯଜ୍ଞ

ଜିଲ୍ଳା ପ୍ରେସ କ୍ଲବ ପକ୍ଷରୁ ପାଳିତ ହେଲା ଗଣେଶ ପୂଜା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବ ଫୁଲବାଣୀ ଠାରେ ମହା ଆଡମ୍ବର ସହକାରେ ପାଳିତ ହେଲା ଗଣେଶ ପୂଜା l ପୂଜାରେ କର୍ତ୍ତା ଭାବରେ ସଙ୍ଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ପଟ୍ଟନାୟକ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇ ଥିବା ବେଳେ ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ,

ମାଲକାନଗିରି ଜିଲ୍ଲାରେ ସୁଭଦ୍ରା ରଥର ଶୁଭାରମ୍ଭ

ମାଲକାନଗିରି : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୁଭଦ୍ରା ରଥକୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ନେଇ ଲୋକଙ୍କୁ ସଚେତନ କରିବା ପାଇଁ ସେପ୍ଟେମ୍ବର ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ରଥ ଜିଲ୍ଲା ବୁଲିବ। ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଧୁମଧାମରେ ପାଳିତ ହେଲା ଗଣେଶ ପୂଜା

ଫୁଲବାଣୀ : କନ୍ଧମାଳ ଜିଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ଥିବା ବୌଦ୍ଧିକ ମଣ୍ଡପରେ ଛାତ୍ର ଛାତ୍ରୀ ମାନେ ମହା ଆଡମ୍ବର ସହକାରେ ପାଳନ କଲେ ଗଣେଶ ପୂଜା l ପୂଜାରେ କର୍ତ୍ତା ଭାବରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ରାଜେନ୍ଦ୍ର ପାଢୀ କାର୍ଯ୍ୟ ତୁଲାଇ ଥିବା ବେଳେ ଗୁରୁମା

ଆଇ.ଆର.ଇ.ଏଲ୍. ପକ୍ଷରୁ ମାଛଚାଷ ପ୍ରାଥମିକ ପ୍ରକ୍ରିୟା ସମାହିତ

ଛତ୍ରପୁର : ଆଇ.ଆର.ଇ.ଏଲ୍. ପକ୍ଷରୁ ମାଛଚାଷ ଉତ୍ପାଦନ ପ୍ରାଥମିକ ପଦକ୍ଷେପ ପ୍ରକ୍ରିୟା ସମାହିତ ହେଇଯାଇଛି । ମାଛ ଜାଆଁଳା ଛାଡ଼ି ମାଛଚାଷ ଉତ୍ପାଦନ କରିବାରେ ଆଇ.ଆର.ଇ.ଏଲ୍ (ଇଣ୍ଡିଆ) ର ପ୍ରାଥମିକ ପଦକ୍ଷେପ ପ୍ରକ୍ରିୟା ଭିତ୍ତିରେ ତ୍ରି-ସ୍ତରୀୟ ପର୍ଯ୍ୟାୟରେ ସର୍ବମୋଟ ତିନୋଟି

ବି ଏନ ଈ ଏମ ପରିସରରେ ଏଲ ଆଇ ସି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ହିଞ୍ଜିଳିକାଟୁ ୭/୯ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବୃନ୍ଦାବନ ନାୟକ ଇଁରାଜୀ ମାଧ୍ୟମିକ ବିଦ୍ୟାଳୟରେ ଏଲ ଆଇ ସି ହିଞ୍ଜିଳିକାଟୁ ଶାଖା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ବିଦ୍ୟାଳୟ ର ଅଧ୍ୟକ୍ଷ ନିହାର ରଞ୍ଜନ ପଣ୍ଡା ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ