Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଗଞ୍ଜାମ ଜିଲ୍ଲାରେ ଆଜିଠୁ ବୁଲିଲା ସୁଭଦ୍ରା ଯୋଜନା ସଚେତନତା ରଥ : ଉଦଘାଟନ କଲେ ମନ୍ତ୍ରୀ…
ଛତ୍ରପୁର, ୭ / ୯ ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟାର ପରିଲକ୍ଷିତ ହୋଇଛି । ଏହାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଗଣମାଧ୍ୟମ ଜରିଆରେ ବାରମ୍ବାର ଲୋକଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି । ତଥାପି ଲୋକଙ୍କ ମଧ୍ୟରେ ସଚେତନତା ଅଭାବ!-->!-->!-->…
ସୀମାଦ୍ରୀ ସୂର୍ଯ୍ୟ ଚକ୍ଷୁ ଡାକ୍ତରଖାନା ପକ୍ଷରୁ ଚକ୍ଷୁ ଦାନ ଏବଂ ଗ୍ଲୁକୋମା ସଚେତନତା…
ନବରଙ୍ଗପୁର : ସୀମାଦ୍ରୀ ସୂର୍ଯ୍ୟ ଚକ୍ଷୁ ଡାକ୍ତରଖାନା ପକ୍ଷରୁ ଚକ୍ଷୁ ଦାନ ଏବଂ ଗ୍ଲୁକୋମା ସଚେତନତା ପାଇଁ ସହର ରେ ଶୋଭାଯାତ୍ରା ଚକ୍ଷୁ ଦାନର ମହତ୍ତ୍ୱ ଏବଂ ଗ୍ଲୁକୋମା ର ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସୀମାଦ୍ରୀ ସୂର୍ଯ୍ୟ ଚକ୍ଷୁ ହସ୍ପିଟାଲ, ନବରଙ୍ଗପୁର ପକ୍ଷରୁ ଆଜି ଏକ!-->…
ମହିଳା ମାନଙ୍କୁ କନ୍ଦାଉଛି ସୁଭଦ୍ରା ଯୋଜନା : ଲିଙ୍କ ଫେଲ ଯୋଗୁଁ ହତାଶ..!
ବ୍ରହ୍ମପୁର:୭-୯ ସାରା ରାଜ୍ୟରେ ଏବେ ସୁଭଦ୍ରା ମାନିଆ ଗାଁ ରୁ ସହର ସବୁଆଡେ ମାଳ ମାଳ ହୋଇ ମହିଳା ମାନେ ଧାଡିରେ ଠିଆ ହେବାର ଦେଖିବାକୁ ମିଳୁଛି। ପ୍ରଥମେ ଆଧାର ଓ ପାନ ଲିଙ୍କ ଯୋଗୁଁ ମହିଳା ମାନେ ହଟହଟା ହେଲେ। ତା ପରେ ବିଭିନ୍ନ ଜନସେବା କେନ୍ଦ୍ର ଓ ସାଇବେର କେଫ ରେ ଲିଙ୍କ ସଂଯୋଗ!-->!-->!-->…
୨ ଘରୁ କଳା କନା ବୁଲେଇଲେ ଚୋର : ପୋଲିସ ପେଟ୍ରୋଲିଙ୍ଗ ପ୍ରଭାବ ଶୂନ୍ୟ…
ଚିକିଟି / ପାତ୍ରପୁର : ଫାଣ୍ଡି ଅଧିକାରୀଙ୍କ ଜଇନ କରିବା ସପ୍ତାହ ନ ପୁରୁଣୁ ଖାରିଆଗୁଡା ଫାଣ୍ଡି ଇଲାକାରେ ଆରମ୍ଭ ହୋଇଗଲା ଚୋରୀ। ପୋଲିସ କୁ ଖୋଲା ଖୋଲି ଚାଲେଞ୍ଜ ଦେଇଛନ୍ତି ଚୋର। ଜରଡା ଥାନା ଖାରିଆ ଗୁଡ଼ା ଫାଣ୍ଡି ଅନ୍ତର୍ଗତ ହୁକୁମା ଗ୍ରାମରେ ଗତକାଲି ରାତିରେ ୨ ଟି ଘରୁ ଲୁଟ୍ ହୋଇଛି।!-->…
ସୀମାନ୍ତରେ ୫ ଲକ୍ଷ ଇନାମି ମାଓ ଦମ୍ପତିଙ୍କ ଆତ୍ମସମର୍ପଣ
ମାଲକାନଗିରି, ୬।୯ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ପୋଲିସର ନିକଟରେ ୫ ଲକ୍ଷ ଇନାମି ମାଓ ଦମ୍ପତିଙ୍କ ଆତ୍ମସମର୍ପଣ । ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡରେ ମାଓ ବିଲୋପ ନିମନ୍ତେ ପୋଲିସ ପକ୍ଷରୁ କଡା ପଦକ୍ଷେପ ନିଆଯାଉଥିବା ସହ ସରକାରଙ୍କ ଆତ୍ମସମର୍ପଣ ନୀତି ଦ୍ୱାରା!-->…
ଓଡିଶା ଆଦିବାସୀ ବିକାଶ ସଂସ୍ଥାଦକ୍ଷତା ଦ୍ୱାରା “ପ୍ରୟାସ” ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି : ମାଲକାନଗିରି ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଓଡିଶା ଆଦିବାସୀ ବିକାଶ ସଂସ୍ଥା (OTDS) ଦ୍ୱାରା "ପ୍ରୟାସ" ଦକ୍ଷତା ବିକାଶ ତାଲିମ ୩ଦିନିଆ କାର୍ଯ୍ୟକ୍ରମରେ ବହୁଳ ଭାବେ ଆଦିବାସୀ ଯୁବକ ଯୁବତୀଙ୍କ ଅନ୍ତର୍ଭୁକ୍ତି ପାଇଁ କ୍ଷେତ୍ର ସ୍ତରୀୟ!-->…
ହିଞ୍ଜିଳିରେ ବିଜେପି ସଙ୍ଗଠନ ପର୍ବ ସଦସ୍ୟତା ଅଭିଯାନ -୨୦୨୪ ଅନୁଷ୍ଠିତ
ହିଞ୍ଜିଳିକାଟୁ ୬/୯ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଥିବା ଅତିଥି ଭବନରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ସଦସ୍ୟତା ଅଭିଯାନ – ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି, ଭରତୀୟ ଜନତା ପାର୍ଟି ବିଜୟ କୁମାର!-->…
କନ୍ଧମାଳ ଜିଲ୍ଳାପାଳଙ୍କ ସୁଭଦ୍ରା ଯୋଜନା ସମ୍ପର୍କିତ ସଚେତନତା ବାର୍ତ୍ତା
ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲପାଳଙ୍କ ସୁଭଦ୍ରା ଯୋଜନା ସମ୍ପକିର୍ତ ବାର୍ତ୍ତା ସମଗ୍ର କନ୍ଧମାଳ ବାସୀଙ୍କୁ ଭିଡିଓ ମାଧ୍ୟମ ରେ ଜଣାଇଛନ୍ତି l ଏଥିରେ ଜିଲ୍ଲାପାଳଙ୍କ ପକ୍ଷରୁ କୁହାଯାଇଛି ଯେ ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ଆର୍ଥିକ ସହାୟତା ନିମନ୍ତେ ଆବେଦନ ପାଇଁ ରାଜ୍ୟ ସରକାରଙ୍କ!-->…
ଜାତୀୟ ସେବାଯୋଜନା ସ୍ବତନ୍ତ୍ର ଶିବିର ଉଦଘାଟିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଧନେଶ୍ବର ଖୁଣ୍ଟିଅ!, ଏ ବି ଓ ରାଇକିଆ ଏବଂ ମୁଖ୍ୟ ବକ୍ତା!-->…
ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପ
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମା ସ୍ଥିତ ଏସଏସଡି ହାଇସ୍କୁଲ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ନିଜର ଆଧିପତ୍ୟ ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ନଜର ଆସୁଛି । ଅବସର ନେବାର ଦୁଇ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ!-->…