Browsing Category

ଆଞ୍ଚଳିକ

ଶିକ୍ଷା ବଞ୍ଚାଅ…ଦେଶ ବଞ୍ଚାଅ : ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ କରି ବ୍ରହ୍ମପୁରରେ ଶାନ୍ତିପୂର୍ଣ୍ଣ ଧାରଣା

"ବ୍ରହ୍ମପୁର : ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ଦେଶର ଶିକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ ଦେଶର ପ୍ରଖ୍ୟାତ ବୈଜ୍ଞାନିକ ଓ ପରିବେଶବିତ୍ ସୋନମ ୱାଙ୍ଗଚୁକ ଚଳାଇଥିବା ନ୍ୟାୟିକ ଲଢେଇକୁ ସମର୍ଥନ ଜଣାଇ ଆଜି ବ୍ରହ୍ମପୁର ସଚେତନ ନାଗରିକ ମଞ୍ଚ ପକ୍ଷରୁ ସ୍ଥାନୀୟ ଗାନ୍ଧୀନଗର

ଘୋଷଣାର ୯ ବର୍ଷ ପରେ ହେବ ଓଡ଼ଗାଁ ଏନଏସି ନିର୍ବାଚନ

ନୟାଗଡ଼: ଓଡ଼ଗାଁ ଏନଏସି ଘୋଷଣାର ଦୀର୍ଘ ୯ ବର୍ଷ ପରେ ନିର୍ବାଚନ ହେବାକୁ ନେଇ ରାଜ୍ୟ ସରକାର ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି ।ସରକାର ୧୫ ଦିନ ମଧ୍ୟରେ ଆପତ୍ତି ଅଭିଯୋଗ ଶୁଣିବା ପରେ ନିର୍ବାଚନ ଘୋଷଣା କରାଯିବ ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ ୨୦୧୭ ମସିହା ଅଗଷ୍ଟ ୧୮ ତାରିଖରେ ଓଡ଼ଗାଁ

ମହାପ୍ରଭୁ ବରାହ ଅବତାରରେ ଦର୍ଶନ ଦେଲେ

ବାଲିଗୁଡା, ତା, ୧୯/୦୭: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗୁଣ୍ଡିଚା ମନ୍ଦିର ର ଆଡପ ମଣ୍ଡପରେ ଚତୁର୍ଥ ଦିନ ସନ୍ଧ୍ୟାରେ ଶ୍ରଦ୍ଧାଳୁ ଠାକୁର ବରାହ ଅବତାରରେ ଦର୍ଶନ ଦେଇଛନ୍ତି l ବଡ ସନ୍ଧ୍ୟା ଦର୍ଶନ ପାଇଁ ମନ୍ଦିର ଟ୍ରଷ୍ଟ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ବହୁ ଶ୍ରଦ୍ଧାଳୁଙ୍କ

ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର : ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ର ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ ଆଜି ବ୍ରହ୍ମପୁର ସ୍ଥିତ ପାର୍କ ସାହି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଅଗଷ୍ଟ ମାସ ୬ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଜନସମ୍ପର୍କ ପଦଯାତ୍ରା

ଖୋଲା ଆକାଶ ତଳେ ନଷ୍ଟ ହେଉଛି ଜୀବିକା: ଚିତ୍ରକୋଣ୍ଡାରେ ୬ ମାସ ହେଲା ବଣ୍ଟା ହେଉନି ମାଗଣା ଡଙ୍ଗା

ଚିତ୍ରକୋଣ୍ଡା (ମାଲକାନଗିରି): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାର ଉପରେ ନିର୍ଭର କରୁଥିବା ଶତାଧିକ ମତ୍ସ୍ୟଜୀବୀ ପରିବାରଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 'ସେତୁ ଯୋଜନା'ରେ ମାଗଣା ଡଙ୍ଗା ଯୋଗାଣ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ

ଓଡ଼ଗାଁ ଏନଏସି କାର୍ଯ୍ୟାଳୟ ସହିତ ସମୁଦାୟ ୯କୋଟି ମୂଲ୍ୟର ପ୍ରକଳ୍ପ ଲୋକାର୍ପଣ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସିର ନବ ନିର୍ମିତ ଓଡ଼ଗାଁ ଏନଏସି କାର୍ଯ୍ୟାଳୟ ସହିତ କଲ୍ୟାଣୀ ମଣ୍ଡପ, ବିଜୁ ଆଦର୍ଶ କଲୋନୀ, ପରିମଳ ଉପଚାର କେନ୍ଦ୍ର, ଗଣେଶ ବଜାର ମଧ୍ୟସ୍ଥ ୧୮ ନବୀକରଣ ଦୋକାନ ଗୃହ ସହିତ ସମୁଦାୟ ୮ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

କୋରାପୁଟରେ ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ପାଇଁ ବିଶେଷ କ୍ୟାମ୍ପ…

୧ ୬ ୩ ଶିଶୁଙ୍କୁ ସରକାରୀ ଯୋଜନାରେ ସାମିଲ କରାଯିବ କୋରାପୁଟ : ପିତୃମାତୃହୀନ ଏବଂ ଏକ ଅଭିଭାବକ ଶିଶୁଙ୍କୁ ଉପଯୁକ୍ତ ଥଇଥାନ ଓ ସାମାଜିକ ସୁରକ୍ଷା ଯୋଗାଇଦେବା ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଲକ୍ଷ୍ମୀପୁର ବ୍ଲକର ମିଶନଶକ୍ତି ଗୃହ ପରିସରରେ ଏକ ସ୍ୱତନ୍ତ୍ର

ରାଇଘର ଅଞ୍ଚଳରେ ବଢ଼ୁଛି ଚୋରଙ୍କ ଉତ୍ପାତ : ଦିନ ଦିପହରରେ ଏୟାରଟେଲ ଟାୱାରରୁ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି, ଭୟରେ…

ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ଛେଳିଡଙ୍ଗରୀ ପଞ୍ଚାୟତର ଛେଳିଡଙ୍ଗରୀ ଗ୍ରାମରେ ଗତକାଲି ଦିନ ଦିପହରରେ ଘଟିଥିବା ଏକ ସାହସିକ ଚୋରି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମରେ ଥିବା ଏୟାରଟେଲ ମୋବାଇଲ ଟାୱାରର ବିଦ୍ୟୁତ ଟ୍ରାନ୍ସଫର୍ମରକୁ

ଦ୍ଵିତୀୟ ଶ୍ରୀକ୍ଷେତ୍ର ରଣପୂରରେ ଶ୍ରୀଗୁଣ୍ଡିଚା ମନ୍ଦିର ରଥଖଳାରେ ଲାଗିଲା ତିନି ରଥ

ନୟାଗଡ଼ (ନିସର୍ତ୍ତ) : ରାଜାରାଜୁଡ଼ା ଅମଳରୁ ପାରମ୍ପରିକ ନୀତିକାନ୍ତି ଅନୁସାରେ ରଥଯାତ୍ରା ନୟାଗଡ ଜିଲ୍ଲା ଦ୍ଵିତୀୟ ଶ୍ରୀ କ୍ଷେତ୍ର ରୂପେ ପରିଚିତ ରଣପୁରରେ ପାଳନ ହୋଇଆସୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନବସର, ନେତ୍ରୋତ୍ସବ ସମେତ ବିଭିନ୍ନ ନାତିନାନ୍ତି ମନ୍ଦିରରେ ସମ୍ପନ୍ନ ହେବା

ସାଂସଦ ଓ ବିଧାୟକଙ୍କ ମିଳିତ ଗସ୍ତ : ଅଞ୍ଚଳର ବିକାଶ, ଶିକ୍ଷା ଓ ଭିତ୍ତିଭୂମି ସମ୍ପର୍କରେ ବିଭିନ୍ନ ଘୋଷଣା ଓ…

ବାଲିଗୁଡା : କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁରଙ୍କ ଶୁକ୍ରବାର ତୁମୁଡିବନ୍ଧ ବ୍ଲକରେ ମାରାଥନ ଗସ୍ତ ଅନୁଷ୍ଠିତ କରିଛନ୍ତି । ଏହି ଗସ୍ତ ଅବସରରେ ଉଭୟ ଜନପ୍ରତିନିଧି ଙ୍କୁ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ ଅଞ୍ଚଳର ବିକାଶ, ଶିକ୍ଷା ଓ