Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପୂଜ୍ୟପୂଜା ସମିତି ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ୧୨୫ ତମ ଜୟନ୍ତୀ ପାଳିତ
ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୫ତମ ଜୟନ୍ତୀ ପାଳନ ହୋଇଯାଇଛି l ସମିତି ସମ୍ପାଦକ ଏସ. ସାମ୍ବାଶିବା ରାଓଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସରକାରୀ ସ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା!-->…
ଓଡ଼ିଆ ବାପ୍ ଟିଷ୍ଟ ଚର୍ଚ୍ଚର ମହିଳା ସମିତି ପକ୍ଷରୁ ଶତଵାର୍ଷିକ ଉତ୍ସବ ପାଳିତ
ଫୁଲବାଣୀ : ଫୁଲବାଣୀ ଓଡ଼ିଆ ବାପ୍ ଟିଷ୍ଟ ଚର୍ଚ୍ଚ ମହିଳା ସମିତି ର ଶହେ ବର୍ଷ ଉତ୍ସବ ପାଳନ କରିଛନ୍ତି।ଏହି ଉତ୍ସବ ଟି ତିନିଦିନ ପର୍ଯ୍ୟନ୍ତ ମଣ୍ଡଳୀ ମଧ୍ୟରେ ଉତ୍ସବ ମନେଇବା ପାଇଁ ଦେଖିବାକୁ ମିଳିଥିଲା। ମହିଳା ସମିତି ର ସଭାପତି ତରୁଲତା ସାମାନ୍ତରାୟ,ସମ୍ପାଦିକା ପୁଷ୍ପିତା!-->…
ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଯୁବକକୁ ଆଜୀବନ କାରାଦଣ୍ଡ
ଫୁଲବାଣୀ : ଫୁଲବାଣୀ ସ୍ଵତନ୍ତ୍ର ପୋକ୍ସୋ୍ କୋର୍ଟ ଏକ ୧୨ ବର୍ଷିୟ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ୨୨ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଆଧାରରେ ଫିରିଙ୍ଗିଆ ଥାନା ଅଂଚଳର ସୁକାନ୍ତ କହଁର ଏବଂ ସରୋଜ ଓରଫ୍ ପିଣ୍ଟୁ କହଁରକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡା ଦେଶ ସହ ୩୦ ହଜାର!-->…
ଉତ୍କଳ ସମ୍ମିଳନୀ କଟକ ପକ୍ଷରୁ ଭାଷା ଆନ୍ଦୋଳନ ଓଡିଶାର ଅଶୋକ ପରିଡା ସମ୍ବର୍ଦ୍ଧିତ
ଫୁଲବାଣୀ : ଉତ୍କଳ ସମ୍ମିଳନୀ ପକ୍ଷରୁ ମଧୁବାବୁଙ୍କ ସମ୍ମାନାର୍ଥେ ବାଲିଯାତ୍ରା ଅବସରରେ କଟକ ଠାରେ ମଧୁମଞ୍ଚରେ ଆମେ ଓଡ଼ିଆ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଓଡ଼ିଆ ଭାଷା ଆନ୍ଦୋଳନ , କନ୍ଧମାଳ ଶାଖାର ସଂଯୋଜକ ସାମାଜିକକର୍ମୀ ଅଶୋକ ପରିଡାଙ୍କୁ ମଞ୍ଚରେ ଅତିଥି!-->…
ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ
ମାଲକାନଗିରି : ଆଜି ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହୀଦଙ୍କ ପ୍ରତି!-->…
ମଣ୍ଡି ସୁପରିଚାଳନା ନିମନ୍ତେ ନୋଡାଲ ଅଫିସର ଓ ସୁପରଭାଇଜିଂ ଅଫିସରଙ୍କ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର
ଖରିଫ ବିକ୍ରୟ ବର୍ଷ ୨୦୨୩-୨୪ ନିମନ୍ତେ ଧାନର ମାନକ ପ୍ରଶିକ୍ଷଣ ଶିବିର
ମାଲକାନଗିରି : ମାଲକାନଗିରି ଜିଲ୍ଲାସ୍ତରୀୟ ୨୦୨୩-୨୪ ଖରିଫ ବିକ୍ରୟ ବର୍ଷ ପାଇଁ ମଣ୍ଡି ସୁପରିଚାଳନା ଓ ଧାନର ମାନକ ପ୍ରଶିକ୍ଷଣ ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ!-->!-->!-->…
ସଂଗ୍ରାମୀ ଶହିଦ୍ ଲକ୍ଷ୍ମଣ ନାୟକ ବନ୍ଦୀ ଥିବା ମଣ୍ଡଳ କାରାଗାରରେ ଜୟନ୍ତୀ ପାଳିତ
ବନ୍ଦୀ ସ୍ମୃତି ମନ୍ଦିରରେ ନୂତନ ବସ୍ତ୍ର ଅର୍ପଣ କରିଥିଲେ ମନ୍ତ୍ରୀ ଶ୍ରୀ ଜେନାବ୍ରହ୍ମପୁର : ବ୍ରହ୍ମପୁର ମଣ୍ଡଳ କାରାଗାରରେ ସଂଗ୍ରାମୀ ଶହୀଦ୍ ଲକ୍ଷ୍ମଣ ନାୟକଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି। ପରାଧୀନ ଭାରତର ଅବିଭକ୍ତ କୋରାପୁଟ!-->…
କନ୍ଧମାଳ ପାଲଟିଛି ଗମ୍ବୁଶିଆ ମାଛର ଗନ୍ତାଘର
ଫୁଲବାଣୀ: ରାଜ୍ୟବ୍ୟାପୀ ଅନେକ ଜିଲ୍ଲା ପାଇଁ ଗମ୍ବୁଶିଆ ମାଛ ଦ୍ଵାରା ମଶା ବାହିତ ରୋଗ ନିର୍ମୂଳ ପାଇଁ ପ୍ରେରଣା ସାଜିଛି କନ୍ଧମାଳ । ୧୨ ଟି ବ୍ଲକ ତଥା ଜିଲ୍ଲା ମୁଖ୍ୟାଳୟ ରେ ଏହି ମାଛ ଉତ୍ପାଦନ କରି ଜିଲ୍ଲାର କୋଣ ଅନୁକୋଣରେ ଏହାର ବ୍ୟବହାର କରି ମଶା ବଂଶ ନିପାତ୍ତ କରିବା ସହ ଅନ୍ୟ ଜିଲ୍ଲା!-->…
ରାଜ୍ୟସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତାରେ ଟାଙ୍ଗଣାପଲ୍ଲୀ ହାଇସ୍କୁଲର ଛାତ୍ର ପ୍ରଥମ
ଛତ୍ରପୁର : ଭୁବନେଶ୍ୱର ଠାରେ ରାଜ୍ଯ ସ୍ତରୀୟ ବିଜ୍ଞାନ ମେଳା ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଆୟୋଜିତ ବିଜ୍ଞାନ କୁଇଜ ପ୍ରତିଯୋଗିତାରେ ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର ନୋଡାଲ ବିଦ୍ୟାପୀଠର ଦଶମ ଶ୍ରେଣୀର ଛାତ୍ର ଅବିନାଶ ବୈଦ୍ୟ ପ୍ରଥମ ସ୍ଥାନ ଅଧିକାର କରି!-->…
ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କୁ ସହାୟକ ଉପକରଣ ବଂଟନ
ଛତ୍ରପୁର : ସ୍ୱତନ୍ତ୍ର ସହାୟକ ଉପକରଣ ଆବଶ୍ୟକ ଥିବା ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ପାଇଁ ସମଗ୍ର ଶିକ୍ଷା ଗଞ୍ଜାମ ତରଫରୁ ସହାୟକ ଉପକରଣ ବଂଟନ କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧୮ ତାରିଖରେ ବ୍ରହ୍ମପୁର ସ୍ଥିତ କ୍ୱିନ୍ ମିସନ୍ ହାଇସ୍କୁଲ, ୧୯!-->!-->!-->…