Browsing Category

ଆଞ୍ଚଳିକ

ମେକାଠାରୁ ଦାମପଡାକୁ ସଂଯୋଗ କରୁଥିବା ସେତୁ ଓ ରାସ୍ତାର ନିମ୍ନମାନର କାର୍ଯ୍ୟକୁ ନେଇ ଅଭିଯୋଗ

ସେତୁ ନିର୍ମାଣ କାରି ସଂସ୍ଥା ୟୁନିକନ କଷ୍ଟ୍ରାକସନ ସହ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଅଭିଯୋଗ । ମାଲକାନଗିରି : ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ମେକା ପଂଚାୟତର ଗ୍ରାମବାସୀ ନବ ନିର୍ମିତ ପୋଲ ଏବଂ ନିମ୍ନମାନର ରାସ୍ତାକୁ ନେଇ ଆଣିଛନ୍ତି ଅଭିଯୋଗ l ମାଥିଲି ବ୍ଲକର

ପାର୍ବଣରେ ଟିପିଏସ୍ଓଡିଏଲ୍ ପକ୍ଷରୁ ସୁରକ୍ଷା ମାର୍ଗଦର୍ଶିକା ଜାରି

ବ୍ରହ୍ମପୁର : ପାର୍ବଣ ୠତୁ ଆରମ୍ଭ ହେବା ସହ ବିଭିନ୍ନ ପୂଜାସ୍ଥଳରେ ଓ ବଜାରରେ ଲୋକଙ୍କ ଭିଡ଼ ଜମୁଛି। ଏହି ସମୟରେ ବିଦ୍ୟୁତ ସୁରକ୍ଷାକୁ ଧ୍ୟାନରେ ରଖି ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇବା ପାଇଁ ପ୍ରସ୍ତୁତ ରହିଛି ଟିପିଏସ୍ଓଡିଏଲ୍। ବିଶେଷ କରି ପୂଜା ମଣ୍ଡପ ଭଳି ଅସ୍ଥାୟୀ ବିଦ୍ୟୁତ ସଂଯୋଗ

ଜ଼ିଲ୍ଲା ଭିତ୍ତିକ ନିଯୁକ୍ତିର ମହାପ୍ରଭାବ

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାରେ ଦିନକୁ ଦିନ ଜୋର ଧରିଛି ଜ଼ିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ନେଇ ବନ୍ଦ ଡାକରା । ଏହି ଜ଼ିଲ୍ଲା ଭିତ୍ତିକ ନିଯୁକ୍ତି ଦାବିର ପ୍ରଭାବରେ ଦୈନନ୍ଦିନ ଖଟିଖିଆ ଜଣ ସାଧାରଣ ଉପରେ ଏହାର ପ୍ରଭାବ ପଡ଼ିବା ପରିଲୋକ୍ଷିତ। ଆଜି ଛତିଶଗଡ ସୀମାନ୍ତବର୍ତ୍ତୀ ରାଇଘର ଉପ

ମା ବଗଳାମୁଖୀଙ୍କ ପୀଠରେ ନବରାତ୍ର ପୂଜା

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ଲୋକନାଥ ପୁର ଶାସନ ଭଳାସୀଙ୍ଗି ରୋଡ ଠାରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଦଶ ମହାବିଦ୍ୟା ମଧ୍ୟରୁ ପରମ ଆରାଧ୍ୟା ଦେବୀ ମାଁ ବଗଳାମୁଖିଙ୍କ ଶକ୍ତିପୀଠ ଅନ୍ୟତମ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପୀଠରେ ଶରତ କାଳୀନ ନବରାତ୍ରମହପୂଜା

ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ଆଜି ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ମାଲକାନଗିରି ଜିଲ୍ଲା ମିଳିତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଆଜି ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ମାଲକାନଗିରି ଜିଲ୍ଲା ମିଳିତ କ୍ରିୟାନୁଷ୍ଠିକ କମିଟି । ଏହାର ସମର୍ଥନରେ ମାଲକାନଗିରି ଜିଲ୍ଲା ଆଦିବାସୀ ମହାସଂଘ, ବଙ୍ଗାଳୀ ସମାଜ , ଅନୁସୂଚିତ ଜାତି, ଜନଜାତି ସଂଘ ଓ ସମେତ

ଆସିକାରେ ଜମି ମାଫିଆଙ୍କ ଯୋଗୁଁ ସହର ଡୁବିବ…

ଜଳ ନିଷ୍କାସନ ପଥରେ ଥିବା ଜମି କ୍ରୟ କରି ପ୍ଲଟ ବିକ୍ରି……..! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ବାସୀ ବହୁ ଥର ବନ୍ୟାରେ ଉବୁଟୁବୁ ହୋଇଥିବାର ନଜିର ରହିଛି। ଆସିକା ସହରକୁ ଶୁକନଈ ଓ ମଙ୍ଗଳପୁର ହଜରୁ ବର୍ଷା ଓ ନାଳ ନର୍ଦ୍ଧମା ର ଜଳ ପ୍ରବେଶ କରି ଟିପିସର ନାଳ ଦେଇ ଋଷିକୂଲ୍ୟା

ସ୍ୱଳ୍ପ ମହିଳା ପାଇଲେ ସୁଭଦ୍ରା ଯୋଜନା…

ହେଲେ ଦରଦାମ ବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲକ୍ଷାଧିକ ପରିବାର……! ବ୍ରହ୍ମପୁର : ଲୋକେ ପରିବର୍ତ୍ତନ ଚାହୁଁ ଥିଲେ ୨୪ ବର୍ଷର ବିଜେଡି ପ୍ରତ୍ୟାଖାନ କରିଲେ। ନୂଆ ସରକାର ଆସିବା ପରଠାରୁ ପ୍ରତେକ ସାମଗ୍ରୀ ର ଦର ଏବେ ଆକାଶ ଛୁଆଁ ହୋଇଛି। ମଧ୍ୟମବିତ୍ତ ପରିବାର ଗରିବ ଗୁରୁବା ଏବେ

ଗଞ୍ଜେଇ ଚାଷକୁ ଆପଣାଇଲେଣି ପରିବା ଚାଷୀ : କଲବଲ କଲାଣି ବଜାର ଦର, ୮୦ ଉପରେ ସବୁ ପରିବା

ବାଲିଗୁଡା : ପୁଣି କଲବଲ କଲାଣି ପରିବା ଦର । ଆଳୁ ପିଆଜ ଦର ତ ଖସୁନି, ଏହାସାଙ୍ଗକୁ ପରିବାର ଦର ହୁ ହୁ ହୋଇ ବଢ଼ି ଚାଲିଛି। ବଜାରରେ ପରିବା ଯାହାକୁ ଯେତେ କିନ୍ତୁ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏବେ ପ୍ରାୟ ସବୁ ପରିବା କିଲା ପିଛା ୬୦ରୁ ୭୦ ଟଙ୍କା ଉପରେ ବିକ୍ରି ହେଉଛି। କୌଣସି କଞ୍ଚା

ଜଗତଜନନୀଙ୍କ ନବରାତ୍ର ପୂଜା, ଦ୍ୱିତୀୟ ଦିନରେ ପ୍ରବଳ ଗହଳି

ବାଲିଗୁଡା : ମାଆ ଜଗତ ଜନନୀଙ୍କ ନବରାତ୍ର ପୂଜାର ଶୁକ୍ରବାର ଦ୍ୱିତୀୟ ଦିନରେ ବିଭିନ୍ନ ଦେବୀ ପୀଠରେ ଚାଲିଛି ପୂଜାର୍ଚ୍ଚନା । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡା, ମା'ବରାଳ ଦେବୀ ଓ ବନ୍ଧସାହିରେ ଠିକାଦାର ସଂଘ ପକ୍ଷରୁ ନବରାତ୍ର ପୂଜା

ବାଲିଗୁଡା ବିଜେପି ପକ୍ଷରୁ ଅଧିବକ୍ତା ସଦସ୍ୟତା ଅଭିଯାନ

ବାଲିଗୁଡା : ଭାରତୀୟ ଜନତା ପାର୍ଟି ଓଡିଶା ପକ୍ଷରୁ ଅକ୍ଟୋବର ୧ ତାରିଖ ଠାରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ବିଶେଷ ସଦସ୍ୟତା ଅଭିଯାନ ମାଧ୍ୟମରେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ଅଧିବକ୍ତା ମାନଙ୍କୁ ନେଇ ଏକ ସ୍ଵତନ୍ତ ସଦସ୍ୟତା ଅଭିଯାନ ଅଧିବକ୍ତା ସଭାଗୃହରେ ଅନୁଷ୍ଠିତ