Browsing Category

ଆଞ୍ଚଳିକ

ପୂର୍ବତନ ଶିକ୍ଷକ ନେତାଙ୍କ ଦେହାନ୍ତ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ଅଧୀନରେ ଥିବା ବଣେଇ ଓ ରାଉରକେଲା ଶିକ୍ଷା ଜିଳ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଦାନ କରିଥିବା ବରିଷ୍ଠ ଶିକ୍ଷକ ନେତାଙ୍କ ବାର୍ଦ୍ଧକ୍ୟ ଜନିତ ରୋଗଗ୍ରସ୍ତ ହେତୁ ଗତ ରାତିରେ ନିଜ ଜନ୍ମ ଗାଁ ରେ ମୃତ୍ୟୁ ବରଣ କରିଛନ୍ତି ! ସେ ଜଣେ ଏକା ଧାର ରେ

ନିଖିଳ ଉତ୍କଳ ଖଡ଼ୁରା ସମାଜ ଫୁଲବାଣୀ ପକ୍ଷରୁ ୮୨ ୟୁନିଟ ରକ୍ତ ସଂଗ୍ରହ…

ଫୁଲବାଣୀ :ରକ୍ତ ଦାନ ମହା ପୁଣ୍ଯକୁ ଦୃଷ୍ଟିରେ ରଖିକନ୍ଧମାଳ ଜିଲ୍ଲାର ଅଗ୍ରଣୀ ସେବା ସହଯୋଗ ଅନୁଷ୍ଠାନ ନିଖିଳ ଉତ୍କଳ ଖଡ଼ୁରା ସମାଜ,ଫୁଲବାଣୀ, କନ୍ଧମାଳ ତରଫରୁ ୭୮ ତମ ସ୍ବାଧୀନତା ଦିବସ ଅବସରରେ ୨ୟ ସ୍ବେଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଡ୍ରିମ ଲ୍ୟାଣ୍ଡ ଠାରେ ଖଡ଼ୁରା ସମାଜ କନ୍ଧମାଳ

ଜଗନ୍ନାଥପୁର ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ…

ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥରେ ଶୁକ୍ରବାର ଏକ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି l ମୃତ ବାଇକ ଚାଳକ ଜଣକ ଚମାଖଣ୍ଡି ଗ୍ରାମର ଜଗା ରେଡ୍ଡୀ ବୋଲି ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ଜଗା ନିଜ

୭୮ ତମ ସ୍ବାଧିନତା ଦିବସ ବାସୁଦେବ ନଗର ଉନ୍ନୟନ ପରିଷଦ ପକ୍ଷରୁ ପାଳିତ…

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଖୋଡାସିଂ ବାସୁଦେବ ନଗର ଛକ ଠାରେ ବାସୁଦେବ ନଗର ଉନ୍ନୟନ ପରିଷଦ ତରଫରୁ ୭୮ ତମ ସ୍ବାଧିନତା ଦିବସ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ତ୍ରିପାଠୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଶିକ୍ଷାବିତ୍ ଶ୍ରୀ

ଫୁଲବାଣୀ ଓକିଲ ସଂଘ ପକ୍ଷରୁ ପାଳିତ ହେଲା ୭୮ ତମ ସ୍ବାଧୀନତା ଦିବସ…

ଫୁଲବାଣୀ -କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘ ପକ୍ଷରୁ ୭୮ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଥିଲା l ଏହି ଅବସରରେ ଓକିଲ ସଂଘର ସଭାପତି ବରିଷ୍ଠ ଆଇନଜୀବୀ ନିରୋଦ କୁମାର ପାତ୍ର ପୁରୁଣା ବାର ପରିସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶକୁ ସ୍ଵାଧୀନତା ଆଣିବାରେ ଯେଉଁ

ଫୁଲବାଣୀ ପ୍ରେସ କ୍ଲବ ପକ୍ଷରୁ ୭୮ ତମ ସ୍ବାଧୀନତା ଦିବସ ପାଳିତ…

ଫୁଲବାଣୀ -କନ୍ଧମାଳ ଜିଲ୍ଲା ଫୁଲବାଣୀ ପ୍ରେସ କ୍ଲବ ପକ୍ଷରୁ ୭୮ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଥିଲା l ଏହି ଅବସରରେ ପ୍ରେସ କ୍ଲବ ସଭାପତି ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ପଟ୍ଟନାୟକ ପ୍ରେସ କ୍ଲବ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶକୁ ସ୍ଵାଧୀନତା

ଛତ୍ରପୁର ବିଜେପି ପକ୍ଷରୁ ଭାରତ ବିଭାଜନ ବିଭୀଷିକା ଦିବସ ପାଳିତ

ଛତ୍ରପୁର : ଛତ୍ରପୁର ବିଜେପି ପକ୍ଷରୁ ବୁଧବାର ଭାରତ ବିଭାଜନ ବିଭୀଷିକା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଏକ ସ୍ମୃତି ଦିବସ ଲକ୍ଷ୍ମୀ ନାରାୟଣ ପଣ୍ଡା ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ଜିଲ୍ଲା ଲିଗାଲ ସେଲର ଆବାହକ

ସଡକ ଦୁର୍ଘଟଣାରେ ଜଣେ ଗୁରୁତର

ଛତ୍ରପୁର : ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ପେଟ୍ରୋଲ ପମ୍ପ ନିକଟରେ ଟ୍ରକ୍ ପଛକୁ ପିକ୍‌ଅପ୍ ଭ୍ୟାନ୍ ଧକ୍କା ଦେଇଛି । ଫଳରେ ପିକ୍‌ଅପ୍ ଭ୍ୟାନ୍ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଚାଳକ ଜଣକ । ସୂଚନାନୁସାରେ, ଆଜି ସନ୍ଧ୍ୟାରେ ୟୁପି୭୧ବିଟି-୧୦୮୦ ନଂ ଏକ ଟ୍ରକ ପେଟ୍ରୋଲ୍ ପମ୍ପ

ପୋଖରୀ ପାଣିରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !

ହିଞ୍ଜିଳିକାଟୁ : ମଙ୍ଗଳବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମର ଟୁନା ଖଣ୍ଡାଳ (୩୭) । ଏ ନେଇ ହିଞ୍ଜିଳି ଥାନାରେ କେସ ନ°- ୨୫/୨୪ ରେ

ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଓ ପୌର ପରିଷଦ କାର୍ଯ୍ୟାଳୟରେ ବୁଥ ସ୍ତରୀୟ ଅଧିକାରୀ ଏବଂ ବୁଥ ସ୍ତରୀୟ ସୁପରଭାଇଜର ମାନଙ୍କୁ ନେଇ ଜ଼ିଲ୍ଲା ସଂଚୟ ଓ ଆର୍ଥିକ ବିଭାଗ ତରଫରୁ ଏକ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫୁଲବାଣୀ ବ୍ଲକ ଓ ପୌର ପରିଷଦରେ ଥିବା