Browsing Category

ଆଞ୍ଚଳିକ

ବଜ୍ରାଘାତରେ ଯୁବକ ଗୁରୁତର

ହିଞ୍ଜିଳିକାଟୁ : ସୋମବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ଅଞ୍ଚଳରେ ବର୍ଷା ହେବା ସହ ଆକାଶରେ ବିଜୁଳି ଚମକିଥିଲା। ବଜ୍ରପାତ ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ଶରଧାପୁର ଗ୍ରାମର ମିଟୁ ଦାସ (୩୨) । ସେ ଜଣେ ରାଜମିସ୍ତ୍ରୀ ଅଟନ୍ତି। ସ୍ଥାନୀୟ ଲୋକେ

କଇଁଛ ବୋଝେଇ ପିକଅପ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଜୁଲକୋଣ୍ଡା ଠାରେ କୌଣସି ଏକ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ବନ ବିଭାଗ ଏକ କଇଁଛ ବୋଝେଇ ପିକଅପ ଜବତ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏକ ପିକଅପ (ଗାଡ଼ି ନମ୍ବର ଏପି ୩୯ ଏନଏସ ୧୫୬୬) ରେ ଆନ୍ଧ୍ରପ୍ରଦେଶ ର ନରସିଂପାଟଣା

ଖେଲୋଇଣ୍ଡିଆ ମହିଳା ତାଏକ୍ରୋଣ୍ଡୋରେ ସୁନ୍ଦରଗଡ଼ର ତିନି ଖେଳାଳି

ସୁନ୍ଦରଗଡ/ରାଉରକେଲା : ଅରୁଣାଚଳ ପ୍ରଦେଶର ଇଟାନଗର ସ୍ଥିତ ଖେଲୋ ଇଣ୍ଡିଆ ଷ୍ଟାଡିୟମ୍ ଠାରେ ଅଗାମୀ ଅକ୍ଟୋବର ୩ରୁ ୬ ତାରିଖ ଯାଏଁ ଖେଲୋ ଇଣ୍ଡିଆ ଦ୍ଵିତୀୟ ଅସ୍ମିତା ମହିଳା ଟାଇକୋଣ୍ଡୋ ଲିଗ୍ ୨୦୨୪ ଅନୁଷ୍ଠିତ ହେବ । ଏଥିରେ ସୁନ୍ଦରଗଡ଼ ଜିଲ୍ଲା ରୁ ରାଉରକେଲା ଓ ବୀରମିତ୍ରପୁର ସହରର ୩ ଖେଳାଳି

ସରକାରୀ ଅବକାରୀ ନୀତିକୁ “ଫୁ” କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ରାଉରକେଲା…

ରାଉରକେଲା: ଆଜି ରାଉରକେଲା ଅବକାରୀ ଅଧୀକ୍ଷକ,ସେକ ଆସଫ ଅଲ୍ଲୀ ଙ୍କ ନିଜ କାର୍ଯ୍ୟାଳୟ ଠାରେ ରାଉରକେଲା ବିଜେଡି ର ଏକ ପ୍ରତିନିଧି ମଣ୍ଡଳ ସାକ୍ଷାତ କରି,ଆଗକୁ ମାଙ୍କ ଦୁର୍ଗାପୂଜା ଆସୁଅଛି lରାଉରକେଲା ରେ ଅବକାରୀ ନିତି ନିୟମକୁ ବେଖାତିର କରି ଯେଉଁ ବ୍ୟବସାୟୀ ଓ ଲୋକ ମାନେ,ବିନା ଲାଇସେନ୍ସ ରେ

ରାଜଗାଙ୍ଗପୁର ବ୍ଲକ ପରିସରରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାଉରକେଲା : ୩୦/୦୯: ରାଜଗାଙ୍ଗପୁର ବ୍ଲକ ପରିସର ରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଆଦି ଉପରେ ଶୁଣାଣି କରିଥିଲେ।ଆଜି ମୋଟ ୧୬୧ ଗୋଟି ଅଭିଯୋଗ ଆସିଥିଲା।

ଚୋରି ଅଭିଯୋଗରେ ଦୁଇ ଗିରଫ କୋର୍ଟ ଚାଲାଣ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ଅଞ୍ଚଳର ଦୁଇ ଯୁବକଙ୍କୁ ସ୍ଥାନୀୟ ପୋଲିସ ଏସ ଆଇ ସାଜନ କୁମାର ଗିରଫ କରି ଆଜି ହାଜତ ଚାଲାଣ କରିଥିବା ଜଣାପଡିଛି ! ବୀରମିତ୍ରପୁର ଥାନା ଅନ୍ତର୍ଗତ ଶେଷ କଲୋନୀ ଅଞ୍ଚଳର ସଞ୍ଜୀବ ଟପୋଙ୍କ ଘରୁ ଗତ ମାସ ତା: ୧୧/୦୮/୨୪ ରିଖ ଦିନ

ବୀରମିତ୍ରପୁର ମୁସଲିମ ଅଞ୍ଜୁମନ କମିଟି ପକ୍ଷରୁ ମାଙ୍ଗଣା ସ୍ବାସ୍ଥ୍ୟ ଶିବିର !

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ମସଜିଦ ପରିସରରେ ମୁସଲିମ ଅଞ୍ଜୁମନ କମିଟି ପକ୍ଷରୁ ମାଙ୍ଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି ! କମିଟିର ସଭାପତି ଏମଡି ଅକତାର ଓ ସମ୍ପାଦକ ଅବ୍ଦୁଳହା ଖାନଙ୍କ ପ୍ରତେକ୍ଷ ତତତ୍ଵାବଧାନରେ ମାଗଣା ସ୍ବାସ୍ଥ୍ୟ ଶିବିରର ଆୟଜନ ହୋଇଥିଲା !

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀ ଗ୍ରହଣ କାର୍ଯ୍ୟକ୍ରମ ପାଳିତ

ନବରଙ୍ଗପୁର : ଜାତୀୟ ସେବା ଯୋଜନା ତରଫରୁ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀ ଅଧିଗ୍ରହଣ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମଲେଶ୍ୱରୀ ସାହୁ ସଭାପତିତ୍ୱ କରି ଜଣେ ସ୍ବେଚ୍ଛାସେବୀର ସମାଜ ଗଠନ ଦିଗରେ କଣ ଭୂମିକା ରହିବା ଆବଶ୍ୟକ ଓ କିପରି

ନବରଙ୍ଗପୁର ଜିଲ୍ଲାରେ ୧୭୬ ଟି ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରର ଉଦଘାଟନ

ନବରଙ୍ଗପୁର : ଆଜି ଭାରତ ସରକାରଙ୍କର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ପୋଷଣ ମାସ ପାଳନ ଅବସରରେ ସାରା ଦେଶରେ ୧୧,୦୦୦ ରୁ ଉର୍ଦ୍ଧ ସକ୍ଷମ ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଆଜି ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାରେ ୧୭୬ ଟି ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟନ

ୟୁନିୟନ ବ୍ୟାଙ୍କ୍ ଅଫ ଇଣ୍ଡିଆରେ ଡକାୟତି ଉଦ୍ୟମ, ଜଣେ ଅଟକ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରପରିଷଦ ସିନେମାହଲ ଛକ ନିକଟରେ ଅବସ୍ଥିତ ୟୁନିଅନ ବ୍ୟାଙ୍କ୍ ଶାଖା -୨ରୁ ରବିବାର ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ହୋଇଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି। ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଖବର ପାଇ