Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କୌଶଳ ରଥକୁ ସ୍ବାଗତ ସମ୍ବର୍ଦ୍ଧନା
ନବରଙ୍ଗପୁର : ଛାତ୍ରୀମାନଙ୍କ ଠାରେ ବିଭିନ୍ନ ଦକ୍ଷତାର ବିକାଶ କରିବାର ଲକ୍ଷ୍ୟ ନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଓଡ଼ିଶା ସରକାର ତଥା ଜିଲ୍ଲା ପ୍ରଶାସନ ତରଫରୁ ଆସିଥିବା କୌଶଳ ରଥକୁ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନଙ୍କ!-->…
ଗଞ୍ଜାମ କଲେଜର ୫୬ ତମ ସ୍ଵ-ନକ୍ଷତ୍ର ଉତ୍ସବ ପାଳିତ…
ଛତ୍ରପୁର : ଐତିହାସିକ ଗଞ୍ଜାମ ସହରର ୫୬ତମ ସ୍ଵ-ନକ୍ଷତ୍ର ଉତ୍ସବ ବୁଧବାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମୋ-କଲେଜ୍ ତଥା ଏହି କଲେଜ୍ ର ଆଲୁମିନ୍ ଅବା ପୂର୍ବତନ ଛାତ୍ର ଏବଂ ବର୍ତ୍ତମାନ ର ଓଡ଼ିଶା ସରକାରଙ୍କ ଇସ୍ପାତ,ଖଣି,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା!-->…
ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ସୃଷ୍ଟି ହେଲା ଘାଇ : ଯାତାୟତ ବାଧାପ୍ରାପ୍ତ
ନବରଙ୍ଗପୁର : ନବରଙ୍ଗପୁରରୁ ଇନ୍ଦ୍ରାବତୀ ଯିବା ରାସ୍ତାରେ କହ୍ନେଇ ମୁଣ୍ଡା ନିକଟର ଲଗାଣ ବର୍ଷା ରେ ଧୋଇଗଲା ଅସ୍ଥାୟୀ ରାସ୍ତା… ସୃଷ୍ଟି ହେଲା ୮ ଫୁଟ ର ଘାଇ.. ଫଳରେ ରାସ୍ତାକଡ଼ ରେ ଗାଡି ଗୁଡିକ ଠିଆ ହୋଇ ରହିଛି l ତେଣୁ, ନବରଙ୍ଗପୁର ରୁ ଇନ୍ଦ୍ରାବତୀ ଯାତାୟାତ ବାଧାପ୍ରାପ୍ତ ହୋଇଛି l!-->…
କୋରୁକୋଣ୍ଡା ବ୍ଲକ ଅଧକ୍ଷ ଅଣଦେଖା କରୁଥିବା ଅଭିଯୋଗ ନେଇ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ କଲେ ୮ଜଣ ସମିତି ସଭ୍ୟସଭ୍ୟା
ବୈଠକକୁ ବର୍ଜନ କଲେ ୮ଜଣ ସଭ୍ୟ ସଭ୍ୟା ।
ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ, ଆଜି କୋରୁକୋଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନ ୧୦ଘଣ୍ଟିକା!-->!-->!-->…
ବିଜେପିର ଜୋନ୍ ସ୍ତରୀୟ ପ୍ରସ୍ତୁତି ବୈଠକ
ବ୍ରହ୍ମପୁର, ୭/୮ : ଭାରତୀୟ ଜନତା ପାର୍ଟି ପକ୍ଷରୁ ୯ ଗୋଟି ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଘୁମୁସର ସାଙ୍ଗଠନିକ ଜିଲ୍ଲାକୁ ନେଇ ଏକ ଜୋନ୍ ସ୍ତରୀୟ ପ୍ରସ୍ତୁତି ବୈଠକ ରାଜ୍ୟ ସାଧାରଣ ସମ୍ପାଦକ ସଂଗଠନ ମାନସ ମହାନ୍ତିଙ୍କ!-->…
ଲଗାଣ ବର୍ଷାରେ ବିରାଟ ବରଗଛ ଟଳି ପଡିଲା ଘର ଉପରେ
ଫୁଲବାଣୀ : ପରିବାର ଲୋକେ ଘରେ ନଥିବା ସମୟରେ ନିଜ ଘର ବାରିପଟେ ଏକ ବିରାଟ ବରଗଛ ଲଗାତାର ଝଡ଼ି ବର୍ଷା ଯୋଗୁଁ ଆଜି ଟଳି ପଡିଛି ଘର ଉପରେ l ଘରର ଅର୍ଦ୍ଧେକ ଅଂଶ ଭାଙ୍ଗି ଯାଇଥିବା ବେଳେ ଘରର ବହୁ ଆସବାବ ପତ୍ର ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି l ଘରର କ୍ଷତି ହୋଇଥିଲେ ସୁଦ୍ଧା କାହାରି ଜୀବନ!-->…
ବିଦ୍ୟୁତ ସଂଯୋଗ କାଟି ଦେବାରୁ ପ୍ରତିବାଦ କଲେ ଗ୍ରାହକ
ମାଲକାନଗିରି, ୭।୮ : ବିଦ୍ୟୁତ୍ ସଂଯୋଗ କାଟିବାରୁ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲେ ଗୋଟିଏ ପରିବାର । ସୂଚନା ଅନୁଯାୟୀ ମାଲକାନଗିରି ଶାସ୍ତ୍ରୀ ନଗରର ଚକ୍ରଧର ସୁନାନିଙ୍କ ଘରର ବିଦ୍ୟୁତ ଦେୟ ବାକି ଥିବାରୁ ତାଙ୍କ ବିଦ୍ୟୁତ ସଂଯୋଗକୁ ବିଭାଗ ପକ୍ଷରୁ କାଟି!-->…
ଆହାର କେନ୍ଦ୍ରରେ ଅଚାନକ ପହଞ୍ଚିଲେ ବିଧାୟକ
ଚିକିଟୀ : ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଆଜି ମଧ୍ୟାହ୍ନରେ ଅଚାନକ ଚିକିଟୀ ଗଡ଼ ସ୍ଥିତ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ରରେ ପହଞ୍ଚି ସ୍ଥିତି ପରଖିବା ସହ ଖାଦ୍ୟର ମାନ ଯାଞ୍ଚ କରିଥିଲେ ଏବଂ ଏସ ଏଚ ଜି ଗ୍ରୁପର ସଦସ୍ୟା ମାନଙ୍କ ସହ ଆଲୋଚନା କରି ସାଧାରଣ ଲୋକଙ୍କ ସହିତ!-->…
ବସ୍ ଧକ୍କାରେ ବୃଦ୍ଧ ମୃତ
ହିଞ୍ଜିଳିକାଟୁ, : ବୁଧବାର ଭୋର ସମୟରେ ୫୯ ନଂ ଜାତୀୟ ରାଜପଥ ତଥା ଆସିକା ଥାନା ପିତଳ ଛକ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ (ଓଡି୧୭ ଏଫ୍ ୯୨୪୪)ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ। ଖବର ପାଇ ଆସିକା ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଘଟଣାସ୍ଥଳରେ!-->…
ଅଜଣା ରୋଗରେ ଶଯ୍ୟାଶାୟୀ : ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସରକାରୀ ସାହାଯ୍ୟ ପାଇଁ ଦାବୀ
କନ୍ଧମାଳ : କନ୍ଧମାଳ ଜିଲ୍ଲା ପାହିରାଜୁ ପଞ୍ଚାୟତରେ ଥିବା ମୁଚ୍ଛଳପଡା ଗାଁର ପ୍ରଶ୍ନ ଦିଗାଲ ଦୀର୍ଘ ୪ ବର୍ଷ ହେବ ଏକ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ପଡିଛନ୍ତି। ବର୍ତମାନ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ମୂଲ ଲାଗି ପରିବାର ପ୍ରତି ପୋଷଣ କରି ଆସୁଥିବା ପ୍ରଶ୍ନ ଦିଗାଲ ଏବେ!-->…