Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଛତ୍ରପୁରରେ ଏସ ଆଇ ଆର ସଚେତନତା ପଦଯାତ୍ରା…
ଛତ୍ରପୁର ତା 29/05/26 ଆଜି ସକାଳେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) ସଚେତନତା ପଦଯାତ୍ରା ଛତ୍ରପୁରସ୍ଥିତ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା ପୂର୍ବକ ସର୍କିଟ ହାଉସରେ ଶେଷ ହୋଇଥିଲା । ଏହି ପଦଯାତ୍ରାରେ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ!-->…
୨୯ ତାରିଖରେ ମଦ ଦୋକାନୀଙ୍କ ଭାଗ୍ୟ ଖୋଲିବ
ନୟାଗଡ: ନୟାଗଡ଼ ଜିଲ୍ଲାରେ ୩୫ଟି ମଦ ଦୋକାନ ପାଇଁ ଆବେଦନ ଶେଷ ହୋଇଛି । ସେଥି ମଧ୍ୟରେ ୧୧ଟି ଦେଶୀ ଓ ୨୪ଟି ବିଦେଶୀ ମଦ ଦୋକାନ ରହିଛି ।୨୯ ତାରିଖରେ ଏହି ମଦ ଦୋକାନ ଗୁଡ଼ିକର ଟେଣ୍ଡର ଖୋଲାଯିବ ।ଜିଲ୍ଲାରେ ବାହାଡ଼ାଝୋଲା ପାଇଁ ୩ଟି ଆବେଦନ ହୋଇଥିବା ବେଳେ ବାଲୁଗାଁ ପାଇଁ ୮, ଭାପୁର ପାଇଁ ୧୫,!-->…
ମାଲକାନଗିରିରେ ‘ଏସ୍ ଆଇ ଆର୍’ ସ୍ୱତନ୍ତ୍ର ସଂଶୋଧନ ଅଭିଯାନ : ଜିଲ୍ଲାପାଳଙ୍କ ସହଯୋଗ ଆହ୍ୱାନ
ମାଲକାନଗିରି, : ମାଲକାନଗିରି ଜିଲ୍ଲାରେ ଆସନ୍ତା ମେ ୩୦ ତାରିଖରୁ ଜୁନ୍ ୨୮ ପର୍ଯ୍ୟନ୍ତ ‘ଏସ୍ ଆଇ ଆର୍’ ବା ସ୍ପେଶାଲ୍ ସମ୍ମେରୀ ରିଭିଜନ୍ କାର୍ଯ୍ୟକ୍ରମ ଚାଲିବାକୁ ଯାଉଛି । ଏନେଇ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମସ୍ତ ଜିଲ୍ଲାବାସୀଙ୍କୁ!-->…
ତକିଆରେ ଶ୍ବାସରୁଦ୍ଧ କରି ବୃଦ୍ଧା ମାଆଙ୍କୁ ହତ୍ୟା ଅଭିଯୋଗରେ ପାଳିତ ପୁଅ, ବୋହୂଙ୍କୁ କୋର୍ଟ ଚାଲାଣ
ନୟାଗଡ଼, ୨୮/୦୫(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ମଝିଆଁଖଣ୍ଡ ପଞ୍ଚାୟତ ମଧୁପୁର ଗ୍ରାମର ହାଡ଼ି ଦେଈ (୮୬) ବର୍ଷ ଙ୍କର ପୁଅ, ଝିଅ ନଥିବାରୁ ୧୮ ବର୍ଷ ତଳେ ବଡ଼ ଭଉଣୀର ପୁଅକୁ ପୋଷ୍ୟପୁତ୍ର କରି ଆଣିଥିଲେ। କିନ୍ତୁ ସେହି ପାଳିତ ପୁଅ ତକିଆରେ ଶ୍ଵାସରୁଦ୍ଧ କରି ତଣ୍ଟି!-->…
ଓପିଏସି ପରୀକ୍ଷାରେ ୧୫୯ ରାଙ୍କରେ ସଫଳତା ପାଇଲେ ଶ୍ୱେତା ସୁଚରିତା
ନୟାଗଡ଼,୨୮/୦୫ (ନିସର୍ତ୍ତ) : ମଙ୍ଗଳବାର ଦିନ ଓଡ଼ିଶା ପ୍ରଶାସନିକ ସେବାର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ୧୫୯ ନମ୍ୱର ରାଙ୍କରେ ସଫଳତା ହାସଲ କରିଛନ୍ତି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ସୂର୍କାବାଡି ଗ୍ରାମର ପ୍ରମୋଦ କୁମାର ସେଠୀ ଓ ଜାନକୀ ସେଠୀଙ୍କ ସୁକନ୍ୟା ଶ୍ୱେତା!-->…
ଉପଖଣ୍ଡ ସ୍ତରୀୟ ଭୋଟର ସହାୟତା କେନ୍ଦ୍ର ଉଦଘାଟିତ : ସଠିକ୍ ତଥ୍ୟ ପ୍ରଦାନ କରିବା ପାଇଁ ଗୁରୁତ୍ୱାରୋପ
ବାଲିଗୁଡ଼ା, ତା, ୨୭/୦୫ : ଚଳିତ ମାସ ମଇ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର “ସ୍ୱତନ୍ତ୍ର ସଘନ ସଂଶୋଧନ" (SIR) କାର୍ଯ୍ୟକ୍ରମର ସୁପରିଚାଳନା ନେଇ ବୁଧବାର ଦିନ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାଶଙ୍କ ଅଧ୍ୟକ୍ଷତାରେ ଏକ ଉପଖଣ୍ଡ ସ୍ତରୀୟ ସହାୟତା କେନ୍ଦ୍ର!-->…
ସ୍ଵତନ୍ତ୍ର ମିଶ୍ରିତ ଭୋଟର ତାଲିକା ସଂଶୋଧନ ତାଲିମ କାର୍ଯ୍ୟକ୍ରମ….
ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀରୁ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ମାନଙ୍କୁ ନେଇ ସ୍ୱତନ୍ତ୍ର ମିଶ୍ରିତ ଭୋଟର ତାଲିକା ସଂଶୋଧନ ତାଲିମ -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।ଏହି ତାଲିମ କାର୍ଯ୍ୟକ୍ରମରେ ଓଡ଼ଗାଁ!-->…
ଆସିକା କଇଁଫୁଲିଆ ଛକକୁ ସରୋଜ ପାଢ଼ୀ ଛକ ନାମରେ ନାମ ଫଳକ ଲଗାଯାଇଥିଲା ଜନ ଅସନ୍ତୋଷ ରେ ନାମ ଫଳକ ରେ ଲାଗିଲା କଳା …..!
ବ୍ରହ୍ମପୁର: ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚା ରେ ରହିଆସିଛି। ଦୀର୍ଘ ଦଶନ୍ଧି ଧରି ଆସିକା କଇଁ ଫୁଲିଆ ଛକ ନାମରେ ରହିଆସିଛି। କଇଁଫୁଲିଆ ଛକର ନାମ ପରିବର୍ତ୍ତନ କରି ଆସିକା ପୌର ପରିଷଦ ସରୋଜ ପାଢ଼ୀ ଛକ ବୋଲି ଏକ ନାମ ଫଳକ ଲଗାଇଥିଲେ। କଇଁଫୁଲିଆ ଛକର ନାମ ପରିବର୍ତ୍ତନ!-->…
ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ଭାବେ ଦାୟିତ୍ୱ ନେଲେ ସୌରଭ ରଞ୍ଜନ ପ୍ରଧାନ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅତି ସମ୍ବେଦନଶୀଳ ରୂପେ ପରିଚିତ ଆସିକା ସହର । ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେସୌରଭ ରଞ୍ଜନ ପ୍ରଧାନ ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଆସିକାର ଟ୍ରାଫିକ ସମସ୍ୟା ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଅଣାଯିବ ବୋଲି ଏସ୍ଡ଼ିପିଓ ପ୍ରଧାନ!-->…
ମନରେଗା କାର୍ଯ୍ୟରେ ଗୁରୁତର ଅଭିଯୋଗ : ପୋଖରୀ ଓ ରାସ୍ତା କାମରେ ଅନିୟମିତତା ନେଇ ବିଡିଓ କୋରକୁଣ୍ଡାଙ୍କୁ…
ମାଲକାନଗିରି :କୋରକୁଣ୍ଡା ବ୍ଲକ୍ ଅନ୍ତର୍ଗତ ପୁରୁଣା ଚିମିଟାପାଲି ଗ୍ରାମ ପଞ୍ଚାୟତର ଏମ୍.ଭି ୧୧୯ ଗ୍ରାମରେ ମନରେଗା ଯୋଜନା ଅଧୀନରେ ୨୦୨୩-୨୪ ମସିହାରେ ନିର୍ମିତ ଟି ପୋଖରୀ କାର୍ଯ୍ୟ ନେଇ ଗୁରୁତର ଅଭିଯୋଗ ଉଠିଛି। ସୋସିଆଲ୍ ଅଡିଟ୍ ସମୟରେ ଏହି ଅନିୟମିତତା ସାମ୍ନାକୁ ଆସିଥିବା!-->…