Browsing Category

ଆଞ୍ଚଳିକ

ବ୍ଳକସ୍ତରୀୟ ବିଜ୍ଞାନ ଶିକ୍ଷକଙ୍କ ତାଲିମ ଶିବିର

ହିଞ୍ଜିଳିକାଟୁ ୨୦/୭ : ହିଞ୍ଜିଳିକାଟୁ ଶେରଗଡ଼ ବ୍ଳକ ଅନ୍ତର୍ଗତ ଧନନ୍ତର ନାଥେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଳକ ସ୍ତରିୟ ବିଜ୍ଞାନ ଶିକ୍ଷକ ଙ୍କ ତାଲିମ ଶିବିର କୈ।ଶଳୀ ୧୮ ଠାରୁ ୨୦।୭ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ଶେରଗଡ଼ ବ୍ଳକ ର ସମସ୍ତ ୨୭ଜଣ ବିଜ୍ଞାନ

ସାଇକଲ ଓ ବାଇକ ମୁହାମୁହିଁ ଧକ୍କା ଜଣେ ଗୁରୁତର !

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ପୋଗରାପୋଷର PWD ୨୮ ନମ୍ବର ରାସ୍ତା ଉପରେ ଗୋଟିଏ ବାଇକ ଓ ସାଇକଲ ଧକ୍କା ହେବା ଫଳରେ ସାଇକଲ ଚାଲକ ଗୁରୁତର ହେଇଥିଲା ! ବୀରମିତ୍ରପୁର ପଟୁ ସଲଙ୍ଗାବାହାଲ ଯାଉଥିବା ଏକ ବାଇକ ଦୃତ ଗତିରେ ଆସି ସାଇକଲ ଚାଳକକୁ ପଛ ପଟୁ ଧକ୍କା

ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଯାଇଅଛି | କୁଆଁରମୁଣ୍ଡା ବ୍ଲକ ଅଧୀନରେ ଥିବା ବିଭିନ୍ନ କ୍ଲାସରେ ଶିକ୍ଷାଦାନ ଦେଇଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ଇନୋସେଣ୍ଟ

ଚିକିଟୀରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ଚିକିଟୀ : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ତତ୍ତ୍ୱାବଧାନରେ ଶନିବାର ଦିନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ

ଲକ୍ଷ୍ମୀଙ୍କୁ ଉପହାର ଦେଇ ପ୍ରଭୁ ମାନଙ୍କ ମାନଭଞ୍ଜନ କରି ପ୍ରବେଶ ହେଲେ ତିନି ଠାକୁର

ଫୁଲବାଣୀ : ରଥ ଯାତ୍ରା ଅବସରରେ ଦୀର୍ଘ ଦିନ ଧରି ଚତୁର୍ଦ୍ଧା ମୁ୍ର୍ତ୍ତିଙ୍କର ନିଳାଦ୍ରୀ ବିଜେ ଅନୁଷ୍ଠିତ ହୋଇଯାଇଚି। ନବଦିନର ଗୁଣ୍ଡିଚା ଯାତ୍ରା ପରେ ମହାପ୍ରଭୁ ଶ୍ରୀ ମନ୍ଦିର କୁ ବାହୁଡା ଦିନ ଫେରି ଥିଲେ ସତ କିନ୍ତୁ ମନ୍ଦିର ଭିତରକୁ ପ୍ରବେଶ ନ କରି , ରଥ ଉପରେ ହିଁ ଆହୁରି 3 ଦିନ

ରାୟଗଡ଼ା ଜିଲ୍ଲା ଡ଼ଙ୍ଗରିଆ କନ୍ଧମାନେ ନିଜର ହକ୍ ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ତ

ରାୟଗଡ। : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିଷମକଟକ ବ୍ଲକ୍ ର ନିୟମଗିରି ଅଞ୍ଚଳର ଜୀବନ ଯାପନ କରୁଥିବା ଡଙ୍ଗରିଆ କନ୍ଧ ଜନଜାତିଙ୍କ ଜୀବନ ଯାପନ ସୈଳି ମଧ୍ୟ ଅନ୍ଧାରରେ । ଏହି ନିୟମଗିରି ପାହାଡ଼ରେ ଅନେକ ଗାଁ ଗୁଡ଼ିକର ଅବସ୍ଥା ଆଜି ମଧ୍ୟ ଅତି ଦୟନୀୟ ଅଧିକାଂଶ ଗାଁକୁ ପକ୍କା ରାସ୍ତା ଟିଏ ନଥିବା

ସରକାରଙ୍କ ଦର ଧାର୍ଯ୍ୟଠାରୁ ବଜାର ଦର ଅଧିକ ମଧ୍ୟାହ୍ନ ଭୋଜନ ଓ ଅଣ୍ଡା ଯୋଜନା ଫେଲ …!

ଅଙ୍ଗନବାଡି ରେ ଅଣ୍ଡା ବଣ୍ଟନ ରୁ ଶିଶୁ ଓ କିଶୋରୀ ବଞ୍ଚିତ….ବ୍ରହ୍ମପୁର : ଗତ କିଛି ଦିନ ହେଲା ବଜାର ରେ ପରିବା ଠାରୁ ଡାଲି ଚାଉଳ ତେଲ ଓ ବିଭିନ୍ନ ସାମଗ୍ରୀ ରେ ହୁ ହୁ ହୋଇ ଦର ବୃଦ୍ଧି ହୋଇଛି। ସରକାର ଙ୍କ ପକ୍ଷରୁ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକୁ ମଧ୍ୟାନ୍ନ ଭୋଜନ ଠାରୁ ଅଣ୍ଡା

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ସାମାଜିକ ବାର୍ତ୍ତା ପ୍ରଦାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବଲସକୁମ୍ପା କ୍ଳଷ୍ଟରର ବାରିକୁମ୍ପା ଅପର ପ୍ରାଇମେରୀ ବିଦ୍ୟାଳୟ ଠାରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଇଓ ବିନୋଦ ବିହାରୀ ଦିଗାଲ ଯୋଗ ଦେଇଥିବା ବେଳେ ସଂମ୍ମାନିତ

ପୋଖରୀ ସୌନ୍ଦର୍ଯ୍ୟ କରଣ ନା ପ୍ରତାରଣା : ବସ୍ତିରେ ପଶିଲା ବନ୍ୟାଜଳ, ଜାତୀୟ ରାଜପଥ ଅବରୋଧ କଲେ ବସ୍ତି…

ମାଲକାନଗିରି ମାଲକାନଗିରି ଜିଲ୍ଲା ସଦରରେ ୭ନମ୍ବର ୱାର୍ଡ ହାଟପଦା ସାହିର ଲୋକେ ପ୍ରତିବର୍ଷ ବର୍ଷା ଦିନ ହେଲେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ।ସାମାନ୍ୟ ବର୍ଷା ହେଲେ ଏହି ସାହିରେ ବର୍ଷା ଜଳ ପଶି ନିଷ୍କାସନ ହୋଇ ପାରୁନଥିବାରୁ ଘର ଗୁଡିକ ପ୍ରାୟ୪ଫୁଟରୁ ଅଧିକ ଜଳ ପସୁଛି । ଏହି ସାହିର

ହଂସ ଖୋଜିବାକୁ ଯାଇ ପୋଖରିରେ ବୁଡି ଯୁବକ ମୃତ…

ମାଲକାନଗିରି : ମାଲକାନଗିରି ସଦର ମହକୁମା ନିକଟସ୍ଥ ଏୟାରପୋର୍ଟ ନିକଟସ୍ଥ କାଦବହାଲ ଗାଁ ରେ ଘଟିଛି ଅଭାବନୀୟ ଘଟଣା । ଆଜି ସକାଳୁ ଗ୍ରାମ ପୋଖରୀରେ ଜଣେ ଯୁବକଙ୍କ ଶବ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଉକ୍ତ ଯୁବକଙ୍କ ଶବକୁ ଅଗ୍ନିଶମ ବହିନୀ ଦ୍ୱାରା