Browsing Category

ଆଞ୍ଚଳିକ

ଅଜଣା ଗାଡି ଧକ୍କାରେ ଜଣେ ଶିଶୁଙ୍କ ମୃତ୍ୟୁ…

ବାଲିଗୁଡା, : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଥାନା ଟେକାବାଡି ଅଞ୍ଚଳର ଆପିନ ପ୍ରଧାନଙ୍କ ୩ ବର୍ଷର ପୁଅ ଲିଭିଷ୍ଟାନ। ସୂଚନାନୁଯାୟୀ, ବୁଧବାର ଅପରାହ୍ନରେ ଲିଭିଷ୍ଟାନ…

ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟ ଆରମ୍ଭ ହେବ । ଏହି ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଚଳିତ ମାସ ୨୯ ତାରିଖ ଦିନ ଜିଲ୍ଲା ଓ ଉପଖଣ୍ଡ ସଦର ମହକୁମାରେ ପଥ ଉତ୍ସବ ଓ ୱାକାଥନ୍ କରାଯିବ । ସେହି ୨୯ ତାରିଖ ଦିନ…

ମହାବିଦ୍ୟାଳୟରେ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ .ଏ ମ୍.ସି. ଏସ୍ ମହାବିଦ୍ୟାଳୟରେ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ପୁଣି ଥରେ ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କରିଛନ୍ତି ।ଶ୍ରୀଯୁକ୍ତ ମହାନ୍ତିଙ୍କୁ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚ।ରୀ ଓ ଛାତ୍ର ଛାତ୍ରୀ ପୁଷ୍ପ ଗୁଛ ଓ ଉପଢ଼ୌକନ ଦେଇ…

ଦାନା ପାଇଁ ହିଞ୍ଜିଳିରେ ୫୭୨ ଜଣଙ୍କୁ ସ୍ଥାନାନ୍ତର…

ହିଞ୍ଜିଳିକାଟୁ, ତା ୨୪।୧୦(): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ବାତ୍ୟା ଦାନାର ତିବ୍ରତା ଓ ପ୍ରଭାବ କେତେ ରହିବ ତାହା ଆକଳନ ହୋଇ ପାରିନଥିଲେ ମଧ୍ୟ ଏହାର ସଫଳ ମୁକାବିଲା ପାଇଁ ହିଞ୍ଜିଳିକାଟୁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଇଛି। ପୈାର ଓ ବ୍ଳକ ପ୍ରଶାସନ ପକ୍ଷରୁ ହେଲ୍ପ୍…

ଶ୍ରୀ ଅନ୍ନ ଯୋଜନାରେ ମାଣ୍ଡିଆ ଖାଦ୍ୟ ପ୍ରତି ଗୁରୁତ୍ୱ…

ବଡ଼ଗାଁ/ ସୁନ୍ଦରଗଡ - ୨୪/୧୦/୨୪ ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଟିମନା ଗ୍ରାପ ପଞ୍ଚାୟତର ଘୁଘୁରିବେରନା ଗ୍ରାମରେ ଶ୍ରୀ ଅନ୍ନ ଯୋଜନାରେ ମାଣ୍ଡିଆ ଖାଦ୍ୟ ଓ ଲୁପ୍ତ ହୋଇଯାଉଥିବା ପାରମ୍ପରିକ ଖାଦ୍ୟ,ଶସ୍ୟ ଓ ପାରମ୍ପରିକ କୃଷି ଐତିହ୍ୟକୁ ଉଜ୍ଜୀବିତ ରଖିବା ପାଇଁ ଏକ ଖାଦ୍ୟ ସମାବେଶ…

ସ୍ବାଭିମାନ ଅଞ୍ଚଳର ୫ ପଞ୍ଚାୟତ ଚାଷ ପାଇଁ ପାଣି ଏବଂ ବିଦ୍ୟୁତ୍ ଯୋଗାଣରୁ ବଞ୍ଚିତ :ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ…

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଗତକାଲି ସ୍ବାଭିମାନ ଅଞ୍ଚଳ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିଲେ।ଏହି ସମୟରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ୫ ପଞ୍ଚାୟତରେ ଚାଷ ପାଇଁ ପାଣି ପହଁଞ୍ଚି ପାରୁନଥିବା ଏବଂ ବିଦ୍ୟୁତ୍…

ଆସିକା ଧାନ ମିଲର ସହ ସରକାରୀ ବାବୁଙ୍କ ଫିକ୍ସଙ୍ଗ ସରିଛି…!

ଦୁଃଖୀ ଚାଷୀର ଅମଳ ଧାନ ଲୁଟି ନେବେ ଏବେ ମିଲର……! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଚାଷୀଙ୍କ ମୁଣ୍ଡରେ ଚଡକ ଆଗକୁ ଆସୁଛି ଖରିପ ଋତୁ ଧାନ ବିକ୍ରି ଗରିବ ଚାଷୀ ଟି ବର୍ଷ ସାରା ଧାନ ବିଲରେ ଧାନ ଅମଳ କରିବା ପାଇଁ ମୁଣ୍ଡର ଝାଳ ତୁଣ୍ଡ ମାରି ଜଗି ଥାଏ। ଧାନଟି ଅମଳ ହେଲେ ସେ…

ଔଷଧ ବ୍ୟବସାୟଙ୍କୁ ହତ୍ୟା : ଅଭିଯୁକ୍ତ ଫେରାର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା କରଡ଼ା ଗ୍ରାମରେ ଜଣେ କ୍ୱାକଙ୍କୁ ହତ୍ୟା କରାଯାଇଛି। କରଡ଼ା ଗ୍ରାମର ଅନିକ ପଟ୍ଟନାୟକ ନାମକ ବ୍ୟକ୍ତି ଗ୍ରାମରେ ଔଷଧ ପତ୍ର ବ୍ୟବସାୟ କରି ଆସୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ ପୋଢ଼ମାରୀ ଗ୍ରାମରୁ କୌଣସି କାମରେ ଯାଇ…

ବେଆଇନ ଭାବେ ବାଣ ଗଛିତ ଏବଂ ବିକ୍ରୟ ବିରୁଦ୍ଧରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ

ବ୍ରହ୍ମପୁର : ବହୁ ଜନବହୁଳ ଅଞ୍ଚଳରେ ବେଆଇନ ଭାବେ ବାଣ ଗଚ୍ଛିତ କରିବା ଏବଂ ବିନା ଅନୁମତିରେ ବିକ୍ରୟ କରିବା ଅଭିଯୋଗରେ ଆଜି ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଡାଉ କରାଯାଇଥିଲା । ଏଭଳି ବେଆଇନ ଭାବେ ବାଣ ଗଛିତ ରଖିବା ଦ୍ୱାରା ଅଗ୍ନି ଦୁର୍ଘଟଣା ଏବଂ ବିସ୍ଫୋରଣର ବିପଦ ରହିଥିବା…