Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସରପଞ୍ଚଙ୍କୁ ଆକ୍ରମଣ ମାମଲାରେ ଦଣ୍ଡାଦେଶ
ହିଞ୍ଜିଳିକାଟୁ : ସରପଞ୍ଚଙ୍କୁ ବ୍ଲେଡରେ ଆକ୍ରମଣ ମାମଲାର ଗୁରୁବାର ରାୟ ପ୍ରକାଶ ପାଇଛି । ଶେରଗଡ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ବିଚାରପତି ଶ୍ରୀକାନ୍ତ ପାଢୀ ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨୦୨୨ ଅକ୍ଟୋବର ୦୪ ତାରିଖରେ ହିଞ୍ଜିଳି ଥାନା ତହଁର!-->…
ଚିକିଟୀ ବ୍ଲକର ଅଷ୍ଟମ ସାଧାରଣ ଅଧିବେଶନରେ ଯୋଗ ଦେଲେ ବିଧାୟକ
ଚିକିଟୀ : ସ୍ଥାନୀୟ ବ୍ଲକରେ ଆଜି ଅଧକ୍ଷ ଆପନ୍ନା ସେଠୀଙ୍କ ଅଧକ୍ଷତାରେ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ଗୋଷ୍ଠୀ ଉନୟନ ଅଧିକାରୀ ଲକ୍ଷ୍ମଣ କୁମାର ସୋରେନ ଙ୍କ ଦ୍ୱାରା ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଙ୍କୁ ସ୍ୱାଗତ ଜଣାଇବା ପରେ!-->…
ଲଗାଣ ବର୍ଷାରେ କଣ୍ଟିଆଗଡ଼ ଗାଁ ଦାଣ୍ଡ ପାଲଟିଲା ପୋଖରୀ
ବ୍ରହ୍ମପୁର : ଲଗାଣ ବର୍ଷାରେ ଗାଁ ଦାଣ୍ଡ ପାଲଟିଲା ପୋଖରୀ । ରାସ୍ତାରେ ଅଣ୍ଟାଏ ପାଣି ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ଗ୍ରାମରେ । ବର୍ଷା ଦିନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଗ୍ରାମବାସୀ ଡ୍ରେନେଜ ସିଷ୍ଟମ ନଥିବା ହେତୁ!-->…
ଶିଶୁଙ୍କ ପାଇଁ ଦିନଟିଏ ଆଲୋଚନା କର୍ମଶାଳା
ଫୁଲବାଣୀ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ କନ୍ଧମାଳ, ଶ୍ରମ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ମିଳିତ ସହଯୋଗରେ ‘‘ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ’” ଏବଂ “ ଶିଶୁଙ୍କ ପାଇଁ ଦିନଟିଏ ” ଶୀର୍ଷକ ଆଲୋଚନା!-->…
ସାମାନ୍ୟ ବଚସା ନେଲା ଉଗ୍ରରୂପ : ନବମ ଶ୍ରେଣୀ ଛାତ୍ରକୁ ଛୁରୀ ମାଡ଼ କଲେ ଅନ୍ୟ ଜଣେ ଛାତ୍ର
ବ୍ରହ୍ମପୁର : ସାମାନ୍ୟ ବଚସା କୁ ନେଇ ଛୁରା ମାଡ଼ ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ରାମଚନ୍ଦ୍ରପୁରରେ । ସେହି ଗ୍ରାମ ସ୍ଥିତ ରଘୁନାଥପୁର ହାଇସ୍କୁଲ ସମ୍ମୁଖରେ। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ ଟାରେ ଜଣେ ନବମ ଶ୍ରେଣୀ ଛାତ୍ର ସ୍କୁଲ ଯାଉଥିବା!-->…
ଆସିକାରେ ଭୂବନ୍ଦୋବସ୍ତ ଏକ ମାସ ମଧ୍ୟରେ ହେବ : ସରୋଜ ପାଢ଼ୀ
ଆସିକା ବିଧାନସଭାର ବିଭାଗୀୟ ଅଧିକାରୀ ମାନଙ୍କ ସହ ସମନ୍ୱୟ ବୈଠକ…ବ୍ରହ୍ମପୁର : ଆସିକା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଭଞ୍ଜନଗର ଉପଖଣ୍ଡ ର ଆସିକା ବିଧାନସଭାର ବିଭାଗୀୟ ଅଧିକାରୀ ମାନଙ୍କ ସହ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା l ଭଞ୍ଜନଗର ଉପ ଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ!-->…
କାଗଜ କଲମରେ ଫାଇବ ଜି ସେବା – କମ୍ପାନୀ ପ୍ରତି ଏତେ ଦରଦ କାହିଁକି…?
ମୋବାଇଲ ଗ୍ରହକଙ୍କୁ ସେବା କମ ଶୋଷଣ ଅଧିକ……!
ବ୍ରହ୍ମପୁର : ମୋବାଇଲ ଯୁଗରେ ସମସ୍ତଙ୍କ ହାତରେ ମୋବାଇଲ । ମାତ୍ର ସେବା ଶୂନ ଶୋଷଣର ଶିକାର ଏବେ ଗ୍ରାହକ । ଥିବା ଵାଲା ନଥିବା ବାଲାଙ୍କ ହାତରେ ଏବେ କି ପ୍ୟାଡ଼ ଠାରୁ ଆରମ୍ଭ କରି ସ୍ମାର୍ଟ ଫୋନ ହାତରେ ଧରିବା ମାତ୍ରାଧିକ ସଂଖ୍ୟାରେ!-->!-->!-->…
ମନୁସେନା ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର
ଚିକିଟୀ : ସ୍ଥାନୀୟ ନିର୍ବାଚନ ମଣ୍ଡଳୀ ଚିକିଟୀ ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ପଞ୍ଚାୟତ ଲିଆଖାଇ ଗ୍ରାମରେ ଆଜି ରଞ୍ଜନ ପ୍ରଧାନଙ୍କ ଅଧକ୍ଷତାରେ ମନୁସେନା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଥିବାବେଳେ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l!-->…
ସାମୁହିକ ସ୍ୱାସ୍ଥ୍ୟ ଓ ରକ୍ତ ପରୀକ୍ଷା ଶିବିର
ଫୁଲବାଣୀ : ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ, ଜିଲ୍ଲା ସ୍ୱାସ୍ଥ୍ୟସମିତି, କନ୍ଧମାଳ ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତର ମିଳିତ ସହଯୋଗରେ ଏକ ସାମୁହିକ ସ୍ୱାସ୍ଥ୍ୟ ଓ ରକ୍ତ ପରୀକ୍ଷା ଶିବିର ସ୍ଥାନୀୟ ବିଶିପଡା ସଦର ଥାନା କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନ ମାଧ୍ୟମରେ!-->…
ମା’ ନାରାୟଣୀ ଠାକୁରାଣୀଙ୍କ ୨୬ତମ ଯାତ୍ରାର ସମୀକ୍ଷା ବୈଠକ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଗତ ଦିନରେ ଅନୁଷ୍ଠିତ ହୋଇଥିବା ମ” ନାରାୟଣୀ ଠାକୁରାଣୀଙ୍କ ୨୬ ତମ ଯାତ୍ରାର ସମୀକ୍ଷା ବୈଠକ ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ସଭାପତି ପି ସୁଧାଂଶୁ ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଯାତ୍ରା ପରିଚାଳନା କମିଟିର!-->…