Browsing Category

ଆଞ୍ଚଳିକ

ସାମ୍ବାଦିକାଙ୍କ ଉପରକୁ ଆକ୍ରମଣର ଦୃଢ ନିନ୍ଦା କଲା ଏସୟୁଜେ : ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ବ୍ରହ୍ମପୁର : ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସରକାରୀ ବାସଭବନ ରେ କିଛି ଖବର ସଂଗ୍ରହ କରିବାକୁ ଯାଇଥିବା ମହିଳା ସାମ୍ବାଦିକ ଓ କ୍ୟାମେରାମ୍ୟନ୍ ଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗ ହୋଇଛି। ବିଶେଷ କରି ଅର୍ଗସ ଟିଭିର ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକ ଙ୍କୁ କୁକୁର ଲଗାଇ ହତ୍ୟା

କୋଲମପଡାରେ ବିଏସଏଫର ଜନ ସମ୍ପର୍କ ଶିବିର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ମାଓ ପ୍ରବଣ ହୋଇଥିବା ଯୋଗୁଁ ଜିଲ୍ଲାରେ ମାଓ ଗତିବିଧି ଥିବା ଅଂଚଳ ଗୁଡିକରେ ବିଏସଏଫ ଓ ସିଆରପିଏଫ କ୍ୟାମ୍ପ ମାନ ସ୍ଥାପନା କରାଯାଇଛିା ତେବେ ଏହି ଜବାନମାନେ କେବଳ ମାଓବାଦୀଙ୍କୁ ନିୟନ୍ତ୍ରଣ କରିବାରେ ନିୟୋଜିତ ହୋଇନାହାନ୍ତି । ସେମାନେ ସେହି ଅଂଚଳରେ ରହୁଥିବା

ଜିଲ୍ଲାସ୍ତରୀୟ ବିଶ୍ବ ନିଶା ନିବାରଣ ଦିବସ ପାଳିତ

ନିଶା ଦ୍ରବ୍ୟକୁ ନାଁ, ସୁସ୍ଥ ଜୀବନକୁ ହଁଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ବିଶ୍ବ ନିଶାନିବାରଣ ଦିବସ ବୁଧବାର ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରି ଛତ୍ରପୁର

ମୌସୁମୀ ଋତୁ ପାଇଁ ଟିପିଏସ୍‌ଓଡିଏଲ୍‌ର ବ୍ୟାପକ ପଦକ୍ଷେପ

• ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିଛି କମ୍ପାନୀ• ଅତିରିକ୍ତ ବିଦ୍ୟୁତ ଖୁଣ୍ଟ ଲଗାଇବା ସହ ଚାଲିଛି ଗଛ କଟା କାର୍ଯ୍ୟ ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାରେ ବିଜୁଳି ଯୋଗାଣକାରୀ ସଂସ୍ଥା ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍), ଟାଟା ପାଓ୍ୱାର ଓ

ମଙ୍ଗଳବାର ଖୁବ୍ ଉତ୍ସଵମୁଖର ଥିଲା ମା’ ରାମାୟଣାମ୍ମାଙ୍କ ଘଟଯାତ୍ରା

ଛତ୍ରପୁର : ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟଣାମ୍ମା ଙ୍କ ପାରମ୍ପରୀକ ଠାକୁରାଣୀଯାତ୍ରା ଗତ ମଇମାସ ୨୭ତାରିଖରେ ଆରମ୍ଭ ହୋଇଛି । ଏହି ଯାତ୍ରା ଆସନ୍ତା ୩୦ତାରିଖରେ ଉଦଯାପିତ ହେବ ବୋଲି ଯାତ୍ରା କମିଟୀ ପକ୍ଷରୁ କୁହାଯାଇଛି । ମଙ୍ଗଳବାର ମା'ରାମାୟଣାମ୍ମା ଙ୍କ ଘଟଯାତ୍ରା ଖୁବ୍

ଜିଲ୍ଲାସ୍ତରୀୟ ଆଣ୍ଟି-ମ୍ୟାଲେରିଆ ମାସ ଅଭିଯାନ-୨୦୨୪ ଆରମ୍ଭ

ଫୁଲବାଣୀ : ଜିଲ୍ଲା ସ୍ତରୀୟ ଆଣ୍ଟି-ମ୍ୟାଲେରିଆ ମାସ ଅଭିଯାନ-୨୦୨୪ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର

ଭଙ୍ଗାଦଦରା ଘରେ ଭବିଷ୍ୟତ ଗଢିବା ପାଇଁ ସଂଗ୍ରାମ କରୁଥିଲେ ଭାଇ ଭଉଣୀ : ପ୍ରଶାସନ ବଢାଇଲା ସହଯୋଗର ହାତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ଗ୍ରାମରେ ନିଜ ଭାଗ୍ୟକୁ ଆଦରି ଓଳିଏ ଖାଇ ଓଳିଏ ଉପାସ ରହି ଦିନ କାଟୁଥିଲେ ୩ ଭାଇ ଭଉଣୀ । ସେମାନଙ୍କ ପାଖରେ ନା ଥିଲା ଭଲ ବାସସ୍ଥାନ ନା ଥିଲା ଖାଇବାକୁ ଦାନା । ଏଭଳି ସ୍ଥିତିରେ ପିନ୍ଧିବାକୁ ଭଲ କନା କଥା ନକହିବା

ନିର୍ବାଚନ ପୂର୍ବରୁ ଆସିକା ଏନ.ଏ.ସି ରେ ହୋଇଥିବା ଫେବର ଫାଟି ଆଁ : ଉଚ୍ଚସ୍ତରୀୟ ତଦନ୍ତ ଦାବୀ…

ବାବୁ ମାନେ ସଫେଇ ଦେଇଥିଲେ ଭଲ କାମ ହେଇଛି…….ବ୍ରହ୍ମପୁର : ନିର୍ବାଚନ କୁ ଆଖି ଆଗରେ ରଖି ଆସିକା ଏନ.ଏ.ସି ରେ ଥିବା ବିଭିନ୍ନ ୱାର୍ଡରେ ଅତି ତରବରିଆ ଭାବେ କଂକ୍ରିଟ ରୋଡ଼ ଉପରେ ଫେବର ରୋଡ଼ ନିର୍ମାଣ କରାଯାଇଥିଲା।ସହରାଞ୍ଚଳ କୁ ସୁନ୍ଦରିକରଣ ଆଳ ଦେଖାଇ ଆସିକା ବିଜ୍ଞାପିତ ଅଞ୍ଚଳ ରେ ଥିବା

ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ହିଞ୍ଜିଳିକାଟୁ ୨୫/୬ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ବୃନ୍ଦାବନ ବିଦ୍ୟାପୀଠ ଖେଳ ପଡିଆରେ ଭଗବତ କଥା ବିତରଣ ପରିଷଦ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ୨୫ତମ ସ୍ଵନକ୍ଷତ୍ର ସମାରୋହ ପାଳିତ ହୋଇଆସୁଛି। ଭଗବତ କଥା ବିତରଣ ପରିଷଦ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ୧୮ତାରିଖ ଠାରୁ ଆରମ୍ଭ ହୋଇ

ବିଜେପି ପକ୍ଷରୁ କଳା ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ହାଟପଦା ସ୍ଥିତ ନାରାୟଣୀ ଯାତ୍ରା କାର୍ଯ୍ୟାଳୟ ଠାରେ କଳା ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜିବୀ ତଥା ବିଜେପି ନେତା ଭଗବାନ ମହାନ୍ତି ଯୋଗ ଦେଇ ଆଜକୁ ୪୯ ବର୍ଷ ତଳେ ଆଜିର