Browsing Category

ଆଞ୍ଚଳିକ

ଶାଳାପର୍ଣ୍ଣୀ ସାହିତ୍ୟ ସଂସଦ ଫିରିଙ୍ଗିଆ, କନ୍ଧମାଳ ଆଭାସୀ ମାସିକ ସାହିତ୍ୟ ଆସର ତ୍ରୟୋଦଶ ଭାଗ

ଫୁଲବାଣୀ : ରବିବାର ସନ୍ଧ୍ୟା ୬ଘଣ୍ଟା ସମୟରେ ଶାଳାପର୍ଣ୍ଣୀ ସାହିତ୍ୟ ସଂସଦର ତ୍ରୟୋଦଶ ଆଭାସୀ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ପ୍ରତିଷ୍ଠାତା ଡ.ବିରଞ୍ଚି ନାରାୟଣ ସାହୁଙ୍କ ସଭାପତିତ୍ବରେ ତ୍ରୟୋଦଶ ଆସର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉକ୍ତ ଆସରରେ ମୁଖ୍ୟ ଅତିଥି ଭାବେ…

ଶ୍ରମକୋଡ଼ ବାତିଲ ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର କଳା ଦିବସ ପାଳନ

ବ୍ରହ୍ମପୁର : ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ, ମାସିକ ସର୍ବ ନିମ୍ନ 26 ହଜାର ଦରମା ଓ ପୁରୁଣା ପେନସନ ଲାଗୁକର ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଆଜି ଦେଶ ବ୍ୟାପି କଳା ଦିବସ ପାଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହାର ଅଂଶ ବିଶେଷ ଭାବେ ଆଜି କେନ୍ଦ୍ରୀୟ ଶ୍ରମିକ…

ଖାଜାସାହି ମୂଖ୍ୟ ରାସ୍ତାରେ ଉଦଘାଟିତ ହେଲା ଆଲଫ୍ ଅମୁଲ ପାର୍ଲର…

ବ୍ରହ୍ମପୁର : ସାଉଥ୍ ଓଡ଼ିଶାର ବ୍ରାଞ୍ଚ ମେନେଜର ଶୁଶାନ୍ତ ମିଶ୍ରଙ୍କ କରକମଲରେ ଏହି ଆଲଫ୍ ଅମୁଲ ପାରଲେର ଉଦ୍ ଘାଟନ ହୋଇଛିଯାଇଛି। ବ୍ରହ୍ମପୁର ସହରରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଉକ୍ତ ପାରଲରର।ଏହି ଠାରେ ଅମୁଲ୍ ବ୍ରାଣ୍ଡର ପ୍ରାୟ ୧୨୦ ପ୍ରକାର ଖାଦ୍ୟ ସାମଗ୍ରୀ ବିକ୍ରୟ ହେଉଛି। ଉକ୍ତ ଉଦ୍…

ଫୁଲବାଣୀ ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ଗୁରୁ ପୂଜନ ଓ ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ର ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ଆଜି ଗୁରୁ ପୁଜନ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ମୁଖ୍ୟ…

ଗୋଠଗାଁ ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ…

ହିଞ୍ଜିଳିକାଟୁ ୨୩!୯ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଳକ ଗୋଠଗାଁ ଗ୍ରାମ ପଞ୍ଚାୟତରେ ସରପଞ୍ଚ କୃଷ୍ଣ ଚନ୍ଦ୍ର ଶୁଆଁଶିଆଙ୍କ ମନମୁଖି କାର୍ଯ୍ୟକୁ ନେଇ ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ମାନେ ସୋମବାର ଭଞ୍ଜନଗର ଉପଜିଲ୍ଲାପାଳଙ୍କ ପାଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।…

ହିସାବ ରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକଙ୍କ(ଏଡିଇଓ) ପ୍ରଥମ କାର୍ଯ୍ୟକାରିଣୀ ବୈଠକ…

ମାଲକାନଗିରି : ଜିଲ୍ଲାରେ ଥିବା ୮୪ ଜଣ ଗ୍ରାମ ରୋଜଗାର ସେବକଙ୍କ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ନିୟମାନୁସାରେ ଉକ୍ତ ୮୪ ଜଣ ଗ୍ରାମ ରୋଜଗାର ସେବକ ଙ୍କୁ ବର୍ତ୍ତମାନ ପଦୋନ୍ନତି ପରେ ସେମାନଙ୍କୁ "ହିସାବ ରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକ" ଭାବରେ ଦାୟିତ୍ଵ…

ଜଙ୍ଗଲ ରେ ପଡିଛି ଅପରିଚିତ ବ୍ୟକ୍ତିଙ୍କ ମୃତ ଶରୀର : ହତ୍ୟା ସନ୍ଦେହ

ଉମରକୋଟ ( ୨୩/୦୯/୨୦୨୪) ' ଲୋକମାନେ ଘରର ସାମାନ୍ୟ କୁକୁଡ଼ା ହଜିଗଲେ ତାକୁ ଖୋଜି ବୁଲୁଛନ୍ତି କିନ୍ତୁ ଘରର ଜଣେ ମଣିଷ ହଜି ଗଲେ ଲୋକ ମାନେ ତାହାର ନିଖୋଜ ହେବାର ଅନୁସନ୍ଧାନ ବା ନିକଟସ୍ତ ଥାନାରେ ସୂଚିତ କରୁନାହାନ୍ତି ବୋଲି ସ୍ଥାନୀୟ ବାସିନ୍ଦା ମାନେ ଦୁଃଖ ପ୍ରକାଶ କରିଛନ୍ତି।ସୂଚନା…

ସାପ କାମୁଡାରେ ନାବାଳିକା ମୃତ୍ୟୁ…

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅଧୀନସ୍ଥ ଝାରବେଡା ପଞ୍ଚାୟତ ଅନ୍ତର୍ଗତ ରିୟୁ ଗ୍ରାମର ୧୨ ବର୍ଷିଆ ନାବାଳିକା ଚନ୍ଦ୍ରିକା କୁମହାର ଗତ କାଲି ନିଜ ଘର ଖଟରେ ସୋଇଥିବା ସମୟରେ ଏକ ଚିତ୍ତୀ ବିଷାକ୍ତ ସାପ କାମୁଡିବାରୁ ଅଚେତ ହୋଇ ପଡିଥିଲେ ! ଏହା ଦେଖି ପରିବାର…

ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ : ୨୦୩୬ ସୁଦ୍ଧା ହେବ ବିକଶିତ ଓଡିଶାର ଅଭ୍ୟୁଦୟ

ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲା ସ୍ତରୀୟ ବିକାଶ ମେଳା ଅନଷ୍ଠିତ, ବିକଶିତ ଓଡିଶା ହେବ ବିକଶିତ ଭାରତ ପାଇଁ- ମାନ୍ୟବର ମନ୍ତ୍ରୀ ଛତ୍ରପୁର : ଓଡିଶା ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲା ସ୍ତରୀୟ ବିକାଶ ମେଳା ଜିଲ୍ଲା ସଦର ମହକୁମା ଛତ୍ରପୁର…

କୁମ୍ଭାରୀଗାଁ ପଞ୍ଚାୟତ ରାସ୍ତା ପାଲଟିଛି ମରଣଯନ୍ତା

ବାଲିଗୁଡା : କନ୍ଧମାଳ ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଥିବା ବେଳେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ଅନେକ ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ। ସେଥି ମଧ୍ୟରୁ କୁମ୍ଭାରୀଗାଁ ପଞ୍ଚାୟତ ଅନ୍ୟତମ। ଏଠାରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ଭଲ ରାସ୍ତାଟିଏ…