Browsing Category

ଆଞ୍ଚଳିକ

ଜାଗ୍ରତ ଓଡିଶା ପକ୍ଷରୁ ଔଷଧୀୟ ବୃକ୍ଷ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ବାଲିଗୁଡା : ଗ୍ରାମାଞ୍ଚଳରେ ଔଷଧୀୟ ଚାଷକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଦୁର୍ଗମ ଗାଁ ଓ ଉଜୁଡିଯାଇଥିବା ଜଙ୍ଗଲରେ ଏହି ଔଷଧୀୟ ବୃକ୍ଷ ଚାଷ କରାଯାଉଛି ଏଥିପାଇଁ ସରକାରୀ ହେଉ କି ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଗାଁ ରେ ଲୋକଙ୍କୁ ସଚେତନ କରାଯାଉଛି। ଔଷଧୀୟ ବୃକ୍ଷ ଏବେ ଚାହିଦା

ଗଞ୍ଜାମରେ ‘ଅନୋଖା ଧାଗା’ କେନ୍ଦ୍ର ପ୍ରତିଷ୍ଠା କଲା ଟିପିଏସ୍ଓଡିଏଲ୍

ମହିଳା ଦକ୍ଷତା ଓ ଉଦ୍ୟମିତାକୁ ଗୁରୁତ୍ୱ ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବାହାଦୂରପେଟା ଗ୍ରାମରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ‘ଅନୋଖା ଧାଗା’ କେନ୍ଦ୍ର ଉଦଘାଟିତ ହୋଇଛି । ଟାଟା ପାଓ୍ୱାରର ପରିକଳ୍ପନାରେ ସୃଷ୍ଟି ହୋଇଥିବା ଏହି

ହିଞ୍ଜିଳିକାଟୁରେ ଭାରତବନ୍ଦ ଡାକରା ପ୍ରଭାବଶୂନ୍ୟ

ହିଞ୍ଜିଳିକାଟୁ : ଉପବର୍ଗୀକରଣ ଓ ସ୍ବଛଳ ବର୍ଗ ନୀତି ଲାଗୁ କରାନଯିବା ପ୍ରତିବାଦରେ ଅନୁସୁଚିତ ଜାତି, ଜନଜାତି କ୍ରିୟାନୁଷ୍ଠାନ କମିଟି ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ପାଇଁ ଭାରତ ବନ୍ଦ ଡାକରା ଦେଇଥିଲା । ଅଗଷ୍ଟ ୧ରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏସସି ଏସଟି

ଛତ୍ରପୁରରେ ଭାରତ ବନ୍ଦ ଆନ୍ଦୋଳନ, ଜାତୀୟ ରାଜପଥ ଅବରୋଧ

ଛତ୍ରପୁର : ସୁପ୍ରିମକୋର୍ଟ ଏସ୍‌ସି / ଏସ୍‌ଟି ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ପ୍ରଦାନ କରିଥିବା ରାୟର ପ୍ରତିବାଦ ନେଇ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଓଡିଶାରେ ଏହାକୁ ସଫଳ କରିବା ପାଇଁ ଅନୂସୂଚିତ ଜାତି/ ଜନଜାତୀ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ ମିଳିତ

” ଆମେ ଏକତ୍ରିତ ହୋଇ କର୍କଟ ରୋଗରୁ ସ୍ଵାଧୀନତା ପାଇଁ ସଂଗ୍ରାମ ଜାରି ରଖିବୁ”

କ୍ରାନ୍ତି, ବ୍ରହ୍ମପୁର ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ “ମା’ ତୁଝେ ସାଲାମ୍‌ – ୨୦୨୪” ରେ ଆହ୍ୱାନବ୍ରହ୍ମପୁର : ୭୮ତମ ସ୍ଵାଧୀନତା ଦିବସ ଅବସରରେ ସ୍ଥାନୀୟ ହିଲ୍‌ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ରଙ୍ଗାରଙ୍ଗ ଦେଶାତ୍ମବୋଧକ ସାଂସ୍କୃତିକ

ଫୁଲବାଣୀରେ ଭାରତ ବନ୍ଦର ପ୍ରଭାବ

ଫୁଲବାଣୀ : ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଣ୍ଣୟ ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଭାଗିଦାରୀ ଆରକ୍ଷଣକୁ ସମାପ୍ତ କରିବା ନିମନ୍ତେ ହୋଇଥିବା ବିରୋଧରେ ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି। ରାଷ୍ଟ୍ରୀୟ

ରାଇଘର ବ୍ଲକରେ ଦେଖିବାକୁ ମିଳିଲା ଭାରତ ବନ୍ଦର ପ୍ରଭାବ

ଉମରକୋଟ /ରାଇଘର : ନବରଙ୍ଗପୁର ଜ଼ିଲ୍ଲାର ଉପାନ୍ତ ମାଓ ପ୍ରବଣ ଅଞ୍ଚଳ ରାଇଘର ବ୍ଲକରେ ଆଜି ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଲା। ମାନ୍ୟବର ସୁପ୍ରିମ କୋର୍ଟ ୧/୦୮/୨୦୨୪ ରିଖ ଏସସି /ଏସଟି ଓ ଅନୁସୂଚିତ ଜାତି ପାଇଁ ଯେଉଁ ସଂରକ୍ଷଣ ରାୟ ପ୍ରକାଶ କରିଛନ୍ତି ତାହାକୁ ଦୃଷ୍ଟିରେ ରଖି ରାଇଘର

ବର୍ଦ୍ଧିତ ଭତ୍ତା ପ୍ରଦାନ ଦାବିରେ ବିଜେଡ଼ି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ…

ବେଲଗୁଣ୍ଠା, 20/08, ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ସମସ୍ତ ପ୍ରକାର ଭତ୍ତାକୁ 3000 ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରତିଶୃ୍ତି ଦେଇଥିଲା I କିନ୍ତୁ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସରକାର ଗଠନ କରିଥିଲେ ମଧ୍ୟ ତାର ଭତ୍ତା ଜନିତ ପ୍ରତିଶୃ୍ତି ପାଳନ କରିନଥିବା ଅଭିଯୋଗ

ତେନ୍ତୁଳିଖୁଣ୍ଟି ଠାରେ ଜିଲ୍ଲା ପ୍ରଶାସନର ଜନଶୁଣାଣୀ ଶିବିର ଅନୁଷ୍ଠିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଆଜି ତେନ୍ତୁଳୀଖୁଣ୍ଟି ବ୍ଳକ ଠାରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ସମ୍ମାନୀୟ ଜିଲ୍ଲାପାଳ ଶ୍ରୀ ଡଃ ଶୁଭଙ୍କର ମହାପାତ୍ର , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରୋହିତ ବର୍ମା, ଉପଜିଲ୍ଲାପାଳ

ସରାଗୁଡାରେ ପୋଲ ଭଙ୍ଗା ଦିବସ ପାଳିତ

ନବରଙ୍ଗପୁର : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସରାଗୁଡ଼ା ର ସ୍ୱାଧୀନତା ସଂଗ୍ରାମୀ ସୋନୁ ମାଝି ସେବାସଂଘ ଗୃହରେ ମଙ୍ଗଳବାର ପୋଲ ଭଙ୍ଗା ଦିବସ ପାଳିତ ହୋଇଛି |ସର୍ବ ପ୍ରଥମେ ସରାଗୁଡା ଗ୍ରାମବାସୀଙ୍କ ସହ ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ,ବେଲାରି ନଦୀ କୂଳ ରେ ଯାଇ ଦିବଂଗତ ଆତ୍ମା ନିମନ୍ତେ ତିଳ