Browsing Category

ଆଞ୍ଚଳିକ

କନ୍ଧମାଳ ସାଂସଦଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେଲେ ଲିପ୍ସା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଡେନ୍ସ ଏକାଡେମୀ ଫୁଲବାଣୀର ଓଡିଶୀ ନୃତ୍ୟାଙ୍ଗନା ଲିପ୍ସା ରାଣୀ ଷଡଙ୍ଗୀ ଗତ କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ଦଶମ ବାର୍ଷିକ ଉତ୍ସବରେ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡିଶୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ମୁଖ୍ୟ ଅତିଥି ଅତିଥି ସୋମ୍ୟ ରଞ୍ଜନ ପଟ୍ଟନାୟକ ଏବଂ…

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ : ମାଷ୍ଟର ମାଇଣ୍ଡ ସହ ଦୁଇ ସହଯୋଗୀ ଗିରଫ

ବାଲିଗୁଡ଼ା : ଚାକିରି ନାଁ ରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଠକେଇ ର ଶିକାର ହୋଇଥିବା ବୁଦ୍ଧଦେବ ପ୍ରଧାନଓ ଲିଲିମା ପ୍ରଧାନଙ୍କ ପକ୍ଷରୁ ସାରଙ୍ଗଡ଼ ଥାନାରେ ଅଭିଯୋଗ ପ୍ରକାରେ ସାରଙ୍ଗଡ଼ ଥାନା ଅଧିକାରୀ ବଧୁଲିକା ବିଶ୍ବାଳ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ମାଷ୍ଟର ମାଇଣ୍ଡ ରଞ୍ଜିତ…

ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ

ହିଞ୍ଜିଳିକାଟୁ ୧୮/୯ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଦାରୁଭଦ୍ରା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଦୁର୍ନୀତି ଓ ସରପଞ୍ଚଙ୍କ ମନମୁଖି କାର୍ଯ୍ୟକୁ ନେଇ ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ମାନେ ଵୁଧବାର ଛତ୍ରପୁର ଉପଜିଲ୍ଲାପାଳଙ୍କ ପାଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସରପଞ୍ଚଙ୍କ ଏହି ମନମୁଖି…

ଚାପ ନିୟନ୍ତ୍ରଣ ମାନସିକ ଅସୁସ୍ଥତାକୁ ରୋକିପାରିବ

ଫୁଲବାଣୀ : ମନୁଷ୍ୟ ଅଧିକ ଦିନ ଧରି ମାନସିକ ଚାପ ରେ ରହିଲେ ତାହା ମାନସିକ ଅସୁସ୍ଥତା ଆଡକୁ ଗତି କରିଥାଏ । ଏହାର ସଠିକ୍ ପରିଚାଳନା କରିବାକୁ ହେଲେ ଚାପରେ ରହୁଥିବା ସମୟରେ ବ୍ୟବହାର ରେ ସକରାତ୍ମକ ଚିନ୍ତା ଆଣିବାକୁ ହେବ । ଏହିପରିପ୍ରେକ୍ଷିରେ ବେସିକ୍ ନିଡ୍ ଇଣ୍ଡିଆ, ବାଙ୍ଗାଲୋର ଓ…

ବ୍ରହ୍ମପୁରସ୍ଥିତ ରାଜସ୍ୱ ବଙ୍ଗଳା,ସଭାକକ୍ଷରେ ୬୭ତମ ଶ୍ରମିକ ଶିକ୍ଷା ଦିବସ ଅନୁଷ୍ଠିତ

ବ୍ରହ୍ମପୁର : ଦତ୍ତୋପନ୍ତ ଠେଙ୍ଗଡି କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ଏବଂ ବିକାଶ ବୋର୍ଡ(ଶ୍ରମ ବିଭାଗ, ଭାରତ ସରକାର),ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶାଳୟ ତରଫରୁ ୬୭ ତମ ସ୍ଥାପନା ଦିବସ ବ୍ରହ୍ମପୁରସ୍ଥିତ ରାଜସ୍ବ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇ ଯାଇଅଛି।ଏହି ଅବସରରେ ମୁଖ୍ୟଅତିଥି ଭାବେ…

ନିସର୍ତ୍ତର ପ୍ରଭାବ : ହିଞ୍ଜିଳିକାଟୁ ମେଡିକାଲରେ ନିଯୁକ୍ତି ହେଲେ ଚକ୍ଷୁ ବିଶେଷଜ୍ଞ

ହିଞ୍ଜିଳିକାଟୁ : ଗତ କିଛି ମାସ ହେଲା ଗଞ୍ଜାମ ଜିଲ୍ଲାର ଦ୍ବିତୀୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଡ଼ାକ୍ତର ଓ କର୍ମଚାରୀ ମରୁଡି ଦେଖାଦେଇଥିଲା। ଫଳରେ ହିଞ୍ଜିଳିକାଟୁ ସହର ସମେତ ନିକଟବର୍ତ୍ତୀ ୪୦ ରୁ ଉର୍ଦ୍ଧ୍ଵ ଗ୍ରାମର ରୋଗୀ ଓ ସମ୍ପର୍କୀୟ ମାନେ…

ଚିତ୍ରକୋଣ୍ଡା ସ୍ନାତକ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷାର୍ଦ୍ଧର ପାଠ୍ୟକ୍ରମ ଆରମ୍ଭ….

ମାଲକାନଗିରି // ଚିତ୍ରକୋଣ୍ଡାରେ ତା ୧୭-୯-୨୦୨୪ରିଖ ମଙ୍ଗଳବାର ଠାରୁ ଚିତ୍ରକୋଣ୍ଡା ସ୍ନାତକ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷାର୍ଦ୍ଧର ପାଠ୍ୟକ୍ରମ ଆରମ୍ଭ ହୋଇଛି।ଅନେକ ଦିନ ଧରି ଚିତ୍ରକୋଣ୍ଡା ଅଞ୍ଚଳବାସୀ ଉଚ୍ଚଶିକ୍ଷା ପାଠ୍ୟକ୍ରମ ପାଇଁ ବହୁଦୂର ମାଲକାନାଗିରି ଆଉ ବାଲିମେଳା…

ଚିକିଟୀ ଏନଏସି ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ

ଚିକିଟୀ : ଏହି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଗାମୀ ଗାନ୍ଧୀ ଜୟନ୍ତୀ ଯାଏଁ ହେବାକୁ ଥିବା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମ ର ପ୍ରଥମ ଦିବସରେ ଚିକିଟୀ ଗଡ଼ ଗୌର ଚନ୍ଦ୍ର ମିନି ଷ୍ଟାଡିୟମ ପରିସର ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ…

ଫୁଲବାଣୀରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ଫୁଲବାଣୀ : ଓଡ଼ିଶା ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗର ମହିଳା ସଶକ୍ତିକରଣ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ସୁଭଦ୍ରା’ର ଶୁଭାରମ୍ଭ ଆଜି ହୋଇଯାଇଛି । ଏହି କ୍ରମରେ ସ୍ଥାନୀୟ କରୋନେସନ ପଡ଼ିଆରେ ଫୁଲବାଣୀ ବ୍ଳକ ଓ ଫୁଲବାଣୀ ପୌରାଞ୍ଚଳର ମିଳିତ ସ‌ହ‌ଯୋଗରେ ଏହି ଶୁଭାରମ୍ଭ…

ଚିକିଟୀ ବ୍ଲକରେ ସୁଭଦ୍ରା ଯୋଜନାର ଲୋକାର୍ପଣ

ଚିକିଟୀ : ଗଞ୍ଜାମ ଜିଲ୍ଲା ଏହି ବ୍ଲକ ପରିସରରେ ଆଜି ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାର ଲୋକାର୍ପଣ ଆନୁଷ୍ଠାନିକ ଭାବେ ଭିଡିଓ ଆଭାସୀ ମାଧ୍ୟମରେ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମନରଞ୍ଜନ ଦ୍ୟାନ ସାମନ୍ତରl ଏହି…